ସାମାନ୍ୟ ପକ୍ଷୀ ଭାଙ୍ଗିଲା ବିଶ୍ୱ ରେକର୍ଡ। ଆଲାସ୍କାରୁ ଅଷ୍ଟ୍ରେଲିଆ ବିନା ବିଶ୍ରାମରେ ଉଡିଲା। ୨୩୯ ଘଣ୍ଟା ଆର୍ଥାତ୍ ୧୦ ଦିନରେ ଉଡିଲା ୧୨,୮୭୪ କିମି।
ନିଜସ୍ୱ ଉଦ୍ୟମରେ ଅଧ୍ୟାପିକା ତିଆରି କଲେ ଦୃଷ୍ଟିବାଧିକଙ୍କ ପାଇଁ ବାଡ଼ିଇଇ। ଯେଉଁଥିରେ ଲାଇଟ୍ ଜଳିବାର ରହିଛି ବ୍ୟବସ୍ଥା
ସିନେମା ହଲକୁ ନେଇ ଆମ ସମସ୍ତଙ୍କର କିଛିନା କିଛି ଅନୁଭୂତି ରହିଛି। ହଲ୍ ଭିତରେ ବସି ସିନେମା ଦେଖିବାର ମଜା ଥିଲା ଅଲଗା। ଏବେ କିନ୍ତୁ ସ୍ଥିତି ବଦଳି ଯାଉଛି। ଛୋଟ ଛୋଟ ସହରରେ ଥିବା ସିନେମା ହଲ୍ ସବୁ ବନ୍ଦ ହୋଇଗଲାଣି।
କେନ୍ଦ୍ରାପଡ଼ାର ଗର୍ବ ଆଉ ଗୌରବ ଜାତୀୟ ଉଦ୍ୟାନ ଭିତରକନିକା । ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରକନିକାର ଶୋଭାକୁ ଦ୍ଵିଗୁଣିତ କରିଥାଏ
ଏଇମାନେ ସୋଲରେ ଡଙ୍ଗା ତିଆରି କଲେ ଆମେ ତାକୁ ଭସେଇ କାର୍ତ୍ତିକ ପୂନେଇଁ ପାଳୁ। ଧର୍ମ ଅର୍ଜୁ। କିନ୍ତୁ ଆମକୁ ଧର୍ମ କରିବାକୁ ସୁଯୋଗ ଦେଉଥିବା ସୋଲ ଡଙ୍ଗା କାରିଗର ଏବେ ଆଶା ଆଶଙ୍କାରେ। ସେମାନଙ୍କ ଜୀବନ ଡଙ୍ଗା ଏବେ ଟଳମଳ।
ସରି ସରି ଯାଉଛି ଆଳୁ ଚାଷ ସମୟ, କିନ୍ତୁ ଚାଷୀ ପାଖରେ ପହଞ୍ଚି ପାରିଲାନି ବିହନ। ଖୋଲା ବଜାରରୁ ଚଢା ଦରରେ ବିହନ କିଣି କ୍ଷତି ସହୁଛି ଚାଷୀ। କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଆଳୁ ଚାଷୀ ଏବେ ବିହନ ଅଭାବରୁ ଚିନ୍ତାରେ ପଡିଯାଇଛନ୍ତି । ଦେଖନ୍ତୁ ଏହାର ପୁରା ରିପୋର୍ଟ ।
ଦୁନିଆ ସାରା ଅନେକ ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି । ଯାହା କୌଣସି ରହସ୍ୟ ଠାରୁ କମ ନୁହେଁ । ଯାହା ପର୍ଯ୍ୟଟକଙ୍କମାନଙ୍କୁ ବେଶ୍ ପସନ୍ଦ ଆସିଥାଏ । କିଛି ସ୍ଥାନକୁ ମଣିଷ ନିଜ ପରିଶ୍ରମରେ ନିର୍ମାଣ କରିଛି ତ ଆଉ କିଛି ସ୍ଥାନ ପ୍ରକୃତିରାଣୀର ସୃଷ୍ଟି । ଆଉ ସେହିଭଳି ଏକ ସ୍ଥାନ ଚୀନର 'ତିଆଞ୍ଜି ମାଉଣ୍ଟେନ୍ଟ' । ମାର୍ବଲ ନିର୍ମିତ ଏହି ମାଉଣ୍ଟେନ ପ୍ରକୃତିର ଏକ ଅନନ୍ୟ ସୃଷ୍ଟି କହିଲେ କିଛି ଭୁଲ ହେବନାହିଁ । ତେବେ ଏହି ପର୍ବତକୁ ସ୍ୱର୍ଗର ଅଂଶ ବୋଲି ମଧ୍ୟ କୁହାଯାଏ ।
୩୧ ବର୍ଷିୟ ଯୁବକ ସଂଗ୍ରାମ ଜିତ୍ ୫ ବର୍ଷ ହେଲେ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି । ଆଉ ନିଜ ବ୍ଲକ ଅଂଚଳରେ ଅନ୍ୟ ଯୁବକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
ଆଳୁ ଚାଷ ପାଇଁ ପ୍ରସ୍ତୁତ ହୋଇ ରହିଛି ଚାଷ ଜମି। ଆଉ ଜମି ପାଗ ହେବା ପରେ ହଳ କାମ ସାରି ଦେଇଛନ୍ତି ଚାଷୀ। କିନ୍ତୁ ଚାଷୀଙ୍କ ହାତକୁ ଆସିପାରିନି ଆଳୁ ବିହନ।
ଡଙ୍ଗା କାରିଗର ସୋଲରେ ଡଙ୍ଗା ତିଆରି କଲେ ଆମେ ତାକୁ ଭସେଇ କାର୍ତ୍ତିକ ପୂନେଇଁ ପାଳୁ। ଧର୍ମ ଅର୍ଜୁ। କିନ୍ତୁ ଆମକୁ ଧର୍ମ କରିବାକୁ ସୁଯୋଗ ଦେଉଥିବା ସୋଲ ଡଙ୍ଗା କାରିଗର ଏବେ ଆଶା ଆଶଙ୍କାରେ।
କୁନି ପୁଅକୁ କୋଳରେ ଧରି ସ୍ୱାମୀଙ୍କୁ ଖୋଜୁଛନ୍ତି ସ୍ତ୍ରୀ । କୁନି ପୁଅକୁ ଧରି ଜଙ୍ଗଲ ଭିତରେ ବୁଲୁଛନ୍ତି ଇଂଜିନିୟରଙ୍କ ପତ୍ନୀ। ଶୁଣନ୍ତୁ ଏହାର ପୁରା ଘଟଣା ।
ସ୍ୱାମୀଙ୍କୁ ଅପହରଣ କରି ନେଇଛନ୍ତି ମାଓବାଦୀ । ଘନ ଜଙ୍ଗଲ ଓ ବଣୁଆ ଜନ୍ତୁ ଭୟକୁ ଖାତିର ନକରି ଜଣେ ମହିଳା ସ୍ୱାମୀକୁ ଖୋଜିବା ଖୋଜୁଛନ୍ତି ।
ସିନେମା ହଲକୁ ନେଇ ଆମ ସମସ୍ତଙ୍କର କିଛିନା କିଛି ଅନୁଭୂତି ରହିଛି। ହଲ୍ ଭିତରେ ବସି ସିନେମା ଦେଖିବାର ମଜା ଥିଲା ଅଲଗା। ଏବେ କିନ୍ତୁ ସ୍ଥିତି ବଦଳି ଯାଉଛି।
ଲୋକ ଥାନାକୁ ଯିବାକୁ ଡରନ୍ତି। କିନ୍ତୁ ଆମ ରାଜ୍ୟର ଏହି ଥାନାକୁ ଲୋକ ବୁଲିବାକୁ ଆସନ୍ତି। ଥାନାର ପରିବେଶ ମଧ୍ୟ ସେମିତି, ଯାହା ହୁଏତ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ
ଲୋକ ଥାନାକୁ ଯିବାକୁ ଡରନ୍ତି। କିନ୍ତୁ ଆମ ରାଜ୍ୟର ଏହି ଥାନାକୁ ଲୋକ ବୁଲିବାକୁ ଆସନ୍ତି। ଥାନାର ପରିବେଶ ମଧ୍ୟ ସେମିତି, ଯାହା ହୁଏତ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଏ ଥାନାକୁ ଦେଶର ସର୍ବଶ୍ରେଷ୍ଠ ୩ଟି ଥାନା ଭିତରୁ ଗୋଟିଏ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।
ନବୀନ ନିବାସ ପାଖାପାଖି ଏକ ଛକରେ ଜଣେ ମହିଳା ସ୍କୁଟରେ ଛିଡା ଅଟକି ରହିଥିଲେ। କିନ୍ତୁ ଆଗକୁ ଯାଇପାରୁନଥିଲେ।
ଅଧିକ ଅମଳକ୍ଷମ ପାଇଁ ଚାଷୀ ଚିନ୍ତା କରୁଛି। ହେଲେ ସରକାରୀ ବିହନ ମିଳୁନଥିବାରୁ ଚାଷୀ ଚିନ୍ତାରେ। କେମିତି କରିବେ ଚିନାବାଦାମ ଚାଷ ସେ ଚିନ୍ତାରେ ହେଉଛନ୍ତି ଛଟପଟ
ଜଙ୍ଗଲ ମଧ୍ୟରେ ଲୁଚିବାକୁ ବସିଲାଣି ଏହି ସବୁ ଶୌଚାଳୟ । କେଉଁଠି ଲଟା ମାଡି ଗଲାଣି ତ ଆଉ କେଉଠି ମଦୁଆଙ୍କ ଆଡା ଜମିବାରେ ଲାଗିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି ।
ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ସହରବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର । ବିଦ୍ୟାଳୟରେ ୪ଗୋଟି ସ୍ମାର୍ଟ କ୍ଳାସ ରୁମ ରହିଛି । ଯେଉଁଥିରେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ପିଲାଏ ପାଠ ପଢୁଛନ୍ତି ।
ଦୀର୍ଘ ବର୍ଷ ଧରି ନେବା ଆଣିବା କରୁଥିବା ରିକ୍ସା ଚାଳକ ବୁଢ଼ା ହିଁ ମିନତୀଙ୍କ ପାଇଁ ସାହା ଭରସା ପାଲଟିଥିଲେ । ପଟ୍ଟନାୟକ ପରିବାର ସହ ସାମଲ ବୁଢାର ସମ୍ପର୍କ ଦୀର୍ଘ ବର୍ଷର । ଘରର ବୋଲ ହାକ କରି ଦିଅନ୍ତି । ଝିଅକୁ ସ୍କୁଲ ନେବା ଆଣିବା ଠାରୁ ଆରମ୍ଭ କରି କୃଷ୍ଣ କୁମାରଙ୍କ ଔଷଧ ଅଣାଅଣି ଆସୁଥିଲେ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶର୍ମିଷ୍ଠା ସୁପ୍ରାଜ ଭୂୟାଁ । ପିରିୟଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ ଗୋଟି ମୌଳିକର ନାଁକୁ ମାତ୍ର ୧୮ ସେକେଣ୍ଡର କହି ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।
ମୋବାଇଲରେ କଥା ହେଉଥିଲେ। ଏହି ସମୟରେ ଯୁବତୀ ଜଣକ କାନ୍ଦିବା ସହ ଭାରି ବ୍ୟସ୍ତ ଥିବା ଜଣାପଡୁଥିଲେ। ହେଲେ ହଠାତ୍ କେହି କିଛି ବୁଝିବା ଆଗରୁ ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ଯୁବତୀ।
ସୌନ୍ଦର୍ଯ୍ୟ କରଣରେ ଗୋଟିଏ ପାଦ ଆଗରେ ଗାଙ୍ଗପୁର ଥାନା । ଗାଙ୍ଗପୁର ଥାନା ପରିସରରେ ରହିଛି ପାର୍କ, ପୋଖରୀ, ମନ୍ଦିର । ସାରା ଦେଶର ୧୩ ହଜାରରୁ ଅଧିକ ଥାନା ମଧ୍ୟରୁ ଶ୍ରେଷ୍ଠ ଦ୍ୱିତୀୟ ସ୍ଥାନରେ ଗାଙ୍ଗପୁର ଥାନା
ଦିନେ ଥିଲେ ନିଶାଖୋର୍ । ଆଉ ଏବେ ପାଲଟିଛନ୍ତି ନିଶାଡିଙ୍କ ଉଦ୍ଧାରକର୍ତ୍ତା । ନିଶା ନିବାରଣ କେନ୍ଦ୍ର ଖୋଲି ଶହ ଶହ ଯୁବକ ଯୁବତୀଙ୍କୁ ନିଶା କବଳରୁ ମୁକ୍ତ କଲେଣି ଭୁବନେଶ୍ୱରର ପ୍ରଭୁଦତ୍ତ ପଟେଲ । ପ୍ରାୟ ୨୦ ବର୍ଷ ତଳେ ସେ ଯେଉଁ ନର୍କରେ ପାଦ ଦେଇଥିଲେ ଆଉ ସେ ନର୍କରେ କେହି ପାଦ ନ ଦିଅନ୍ତୁ ବୋଲି ସେ ପ୍ରୟାସ ଚଳାଇଛନ୍ତି ।
ଏ ହେଉଛନ୍ତି ପଟେଲ ସାର। ତାଙ୍କ କଥାରେ ଶହ ଶହ ଅଭ୍ୟାସଗତ ନିଶାଖୋର ବ୍ୟକ୍ତି ନିଶା ଛାଡିସାରିଲେଣି। ଦେଖନ୍ତୁ ତାଙ୍କ ସଫଳ କାହାଣୀ କିପରି ନିଜେ ଥିଲେ ଜଣେ ଅଭ୍ୟାସଗତ ନିଶାଡି, ହେଲେ ଆଜି ଛଡାଉଛନ୍ତି ନିଶା।