କୁନି ପୁଅକୁ କୋଳରେ ଧରି ସ୍ୱାମୀଙ୍କୁ ଖୋଜୁଛନ୍ତି ସ୍ତ୍ରୀ । କୁନି ପୁଅକୁ ଧରି ଜଙ୍ଗଲ ଭିତରେ ବୁଲୁଛନ୍ତି ଇଂଜିନିୟରଙ୍କ ପତ୍ନୀ। ଶୁଣନ୍ତୁ ଏହାର ପୁରା ଘଟଣା ।
ସ୍ୱାମୀଙ୍କୁ ଅପହରଣ କରି ନେଇଛନ୍ତି ମାଓବାଦୀ । ଘନ ଜଙ୍ଗଲ ଓ ବଣୁଆ ଜନ୍ତୁ ଭୟକୁ ଖାତିର ନକରି ଜଣେ ମହିଳା ସ୍ୱାମୀକୁ ଖୋଜିବା ଖୋଜୁଛନ୍ତି ।