Advertisment

ସରିଯାଉଛି ଚାଷ ସମୟ ମିଳିପାରୁନି ବିହନ

ସରି ସରି ଯାଉଛି ଆଳୁ ଚାଷ ସମୟ, କିନ୍ତୁ ଚାଷୀ ପାଖରେ ପହଞ୍ଚି ପାରିଲାନି ବିହନ। ଖୋଲା ବଜାରରୁ ଚଢା ଦରରେ ବିହନ କିଣି କ୍ଷତି ସହୁଛି ଚାଷୀ। କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଆଳୁ ଚାଷୀ ଏବେ ବିହନ ଅଭାବରୁ ଚିନ୍ତାରେ ପଡିଯାଇଛନ୍ତି । ଦେଖନ୍ତୁ ଏହାର ପୁରା ରିପୋର୍ଟ ।

author-image
Otv Khabar Bureau

ସରି ସରି ଯାଉଛି ଆଳୁ ଚାଷ ସମୟ, କିନ୍ତୁ ଚାଷୀ ପାଖରେ ପହଞ୍ଚି ପାରିଲାନି ବିହନ। ଖୋଲା ବଜାରରୁ ଚଢା ଦରରେ ବିହନ କିଣି କ୍ଷତି ସହୁଛି ଚାଷୀ। କେନ୍ଦ୍ରାପଡା ଜିଲ୍ଲାର ହଜାର ହଜାର ଆଳୁ ଚାଷୀ ଏବେ ବିହନ ଅଭାବରୁ ଚିନ୍ତାରେ ପଡିଯାଇଛନ୍ତି । ଦେଖନ୍ତୁ ଏହାର ପୁରା ରିପୋର୍ଟ ।

Advertisment
Farmers Trouble Kendrapara Potato Farmer Seed Odisha
Advertisment
Advertisment