ଆରଟିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭିତର ରତ୍ନଭଣ୍ଡାରର କୌଣସି ଚାବି ପୁରୀ ଜିଲ୍ଲା ରେକର୍ଡ ରୁମ୍ରେ କେବେ ବି ନଥିଲା । ଅସଲି କିମ୍ବା ନକଲି, କୌଣସି ବି ଚାବି ରେକର୍ଡ ରୁମ୍ରେ ରଖାଯାଇ ନାହିଁ ।
ଏମିତି ମେଳା ଆପଣ କେବେ ଦେଖିଛନ୍ତି କି? ଯେଉଁଠି ଦାନ ଭିକ୍ଷା ପାଇଁ ବସେ ମେଳା ?
ବୁଢ଼ାବଳଙ୍ଗ କୂଳରେ ଭିକାରୀ ମେଳା । ଭିଡ଼ ଲଗାଇଥିଲେ ଉଭୟ ଦାନ ଦେଲାବାଲା ଓ ନେଲାବାଲା । ଏଭଳି ଦୃଶ୍ୟ ବାଲେଶ୍ୱର ସହର ଉପକଣ୍ଠ ବାଲିଘାଟରେ ଦେଖିବାକୁ ମିଳିଛି ।
ବୁଲା କୁକୁରଟି ବହୁତ୍ କଷ୍ଟ ପାଉଛି। ଦୀର୍ଘ ଏକ ସପ୍ତାହ ହେବ ଗାଁରେ ଏହି କୁକୁରଟି ବୁଲୁଛି। ମୁହଁଟି ପଶିଯାଇଛି ବୋତଲ ଭିତରେ। ଗାଁ ଲୋକେ ଖୋଲିବାକୁ ବାରମ୍ବାର ଚେଷ୍ଟା କଳାପରେ ବି କିଛି ସୁଫଳ ହେଉନି। ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବଡ଼ବିଲ ଗ୍ରାମର
ଛୋଟ ପିଲାମାନେ ଡ଼ଙ୍ଗାଭସାରେ ଖୁସି ମନାଉଥିଲେ। ହେଲେ ସେଇ ଖୁସି ଯେ ସେମାନଙ୍କ ଜୀବନ ନେଇଯିବ, ଏହା ସେମାନଙ୍କୁ ଅଜଣା ଥିଲା।
ଅଦିନିଆ ବର୍ଷା ଉଜାଡିଲେ ସୁନାର ଫସଲ । ଅମଳ ହେବାକୁ ଥିବା ଧାନ ହୋଇଗଲା ଗଜା । ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦଇବ ଦାଉ ସାଧୁଲା ସଦୃଶ । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ମଧ୍ୟ ଏ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରୁ ଶୁଣନ୍ତୁ ଚାଷୀଙ୍କ ପ୍ରତିକ୍ରିୟା ।
ନିଜ ଉଦ୍ୟମରେ କମ୍ ଖର୍ଚ୍ଚରେ ବ୍ୟାଟେରୀ ଚାଳିତ ସାଇକେଲ ତିଆରି କଲେ ଅଧ୍ୟାପକ । କେଉଁଠୁ ତିଆରି ହୋଇଛି ଏପରି ସାଇକେଲ ଏବଂ କିଏ କରିଛି ଜାଣିବାକୁ ଦେଖନ୍ତୁ ଏ ଭିଡିଓ ..
ଏହି ଟ୍ରାନ୍ସଫର୍ମର ଉପରେ ତିନୋଟି ଏଲ୍ ଆଇ ପୋଇନ୍ଟ ନିର୍ଭର ଥିଲା କିନ୍ତୁ ଚାରି ମାସ ହେବ ତାହା ବି ଅଚଳ ହୋଇ ରହିଛି l ଗାଁ ଲୋକେ ଚାଷ ପାଇଁ ପାଣି ବି ପାଇପାରୁନାହାନ୍ତି l ଯାହା ଫଳରେ ଚାଷୀ କୂଳ ଏବେ ହତାଶ ହୋଇ ପଡ଼ିଛନ୍ତି
ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସୋର ମାଣତ୍ରି ଗାଁର ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କଲେ ଯାହାକୁ ଦେଖି ଲୋକେ ତାଜୁବ। ଦେଖନ୍ତୁ ସେହି ନିଆରା ଦୃଶ୍ୟ...
ଧସିଲା ରାଜପଥ ମାଟି । ଏମିତି ଘଟଣା ଘଟିଛି ସମ୍ୱଲପୁର ଏବଂ ସୋନପୁରକୁ ଯୋଗାଯୋଗ କରୁଥିବା ରାସ୍ତା। ଭିଡିଓରୁ ଜାଣନ୍ତୁ ମାଟି ଧସିବାର କାରଣ
ରାତିରେ ସମସ୍ତେ ଶୋଇଥିଲେ। ହଠାତ୍ ଘରେ ଲାଗିଗଲା ନିଆଁ। କେହି କିଛି ଜାଣିବା ଆଗରୁ ଜଳିପୋଡ଼ି ସବୁ ଛାରଖାର୍ ହୋଇଗଲା
୫୫ ବର୍ଷ ବୟସରୁ ସେ ନୋଟ ସଂଗ୍ରହ ଆରମ୍ଭ କରିଥିଲେ। କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ମୁଖ୍ୟ ବିଚାରପତି, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିନେତା, ଅଭିନେତ୍ର୍ରୀ ଓ ଚର୍ଚ୍ଚିତ ଖେଳାଳିଙ୍କ ଜନ୍ମ ଦିନର ନୋଟ୍ ସଂଗ୍ରହ କରିଛନ୍ତି
ସର୍ବସାଧାରଣ ଡଙ୍ଗାଭସା ଉପରେ ବି ଲାଗିଛି କଟକଣା । ଗଂଜାମରେ ଆଜି ଅପରାହ୍ନ ୨ଟା ପଯର୍ୟନ୍ତ ସମୁଦ୍ର କୂଳରେ ଲାଗିଛି କଟକଣା । ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଗୋପାଳପୁର ବେଳାଭୂମିରେ କଣ ରହିଛି ଦୃଶ୍ୟ ଦେଖନ୍ତୁ ଏ ଭିଡିଓରେ...।
ରାତିରେ ସମସ୍ତେ ଶୋଇଥିଲେ। ହଠାତ୍ ଘରେ ଲାଗିଗଲା ନିଆଁ। କେହି କିଛି ଜାଣିବା ଆଗରୁ ଜଳିପୋଡ଼ି ସବୁ ଛାରଖାର୍ ହୋଇଗଲା। ଦେଖନ୍ତୁ ସୋରରୁ ଏ ଦୁଃଖଦ ଚିତ୍ର
୭ ବର୍ଷରେ ୧୧୭ ଥର କଟିଲାଣି ଜୋରିମାନା। ୩୦ ହଜାର ଟଙ୍କାର ଫାଇନ୍କୁ ନଥିଲା ଖାତିର, ବେଶ୍ ଆରାମରେ ରାସ୍ତାରେ ବୁଲୁଥିଲେ ଫରୀଦ...କିନ୍ତୁ ଏବେ ରାସ୍ତାରୁ ଉଠାଇନେଲା ପୋଲିସ୍ ଆଉ କହିଲା...
ଏ ଯୁଗର ସାବିତ୍ରୀ। ଠିକାଦାର ଭାବି ଇଂଜିନିୟର ସ୍ୱାମୀଙ୍କୁ ଉଠାଇ ନେଇଥିଲେ ମାଓବାଦୀ। ଘଞ୍ଚ ଜଙ୍ଗଲରେ ଭୟରେ କଟିଲା ୭ ଦିନ। କିନ୍ତୁ ହାର ମାନିନଥିଲେ ପତ୍ନୀ। ଘଞ୍ଚ ଜଙ୍ଗଲରେ ତିନି ବର୍ଷର ପୁଅକୁ କାଖେଇ ସ୍ୱାମୀଙ୍କୁ ଖୋଜିଥିଲେ ଏବଂ ନକ୍ସଲଙ୍କ କବଳରୁ ଫେରାଇ ଆଣିଥିଲେ ନିଜ ସ୍ୱାମୀକୁ…
କରୋନା କଟକଣାକୁ ଫୁ' କଲେ, ସାରା ରାଜ୍ୟର ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା
ଧର୍ମମାସ କାର୍ତ୍ତିକର ଆସନ୍ତାକାଲି ଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣର ବିଧି ଶହ ଶହ ବର୍ଷ ପୁରୁଣା । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା। ଆସନ୍ତାକାଲି ବନ୍ଦ ରହିବ ଶ୍ରୀମନ୍ଦିର। ସେହିପରି ଅଧିକ ଭିଡ଼ ହେବା ସମ୍ଭାବନା ଥିବା ଜଳାଶୟ ଗୁଡ଼ିକରେ ବୋଇତ ବନ୍ଦାଣ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ ପ୍ରଶାସନ।
ପୁରୀର ନାଁ ବଦଳିବା ଦାବି ଜୋର ଧରିବା ଭିତରେ ରେଳ ଷ୍ଟେସନର ନାଁ ବଦଳିବା ପ୍ରକ୍ରିୟାକୁ ପ୍ରାଥମିକ ସଫଳତା ପରେ ଉତ୍ସାହିତ ହୋଇପଡ଼ିଛନ୍ତି।
କୋଣାର୍କରେ ଏବେ ତିଆରି ଚାଲିଛି ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର । ଏହି ମନ୍ଦିର ତିଆରିକୁ ନେଇ ଦେଖାଦେଇଛି ବିବାଦ । ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଗଲାଣି । ନୂତନ ମନ୍ଦିର ତିଆରି ହୋଇଥିବା ଜମିର ମାପଚୁପ କରି ତଦନ୍ତ ରିପୋର୍ଟ ଦେବାକୁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ I ସରକାରୀ ମଦ ଦୋକାନରେ ବ୍ୟାପକ ଭଙ୍ଗାରୁଜା I କେନ୍ଦୁଝର ଜିଲ୍ଲା ହାଟପଦାରେ ତାତିଲେ ମହିଳା
ନାସିକରେ ଖୋଲିଲା ଫ୍ଲାୱାର ପାର୍କ । ଏବେ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ । ରଙ୍ଗବେରଙ୍ଗର ଫୁଲରେ ବଗିଚା ସୁନ୍ଦର ଦେଖାଯାଉଥିବାରୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛୁ । ଶୁଣନ୍ତୁ ଏହାକୁ ନେଇ କଣ ରହିଛି ବୁଲିବାକୁ ଆସୁଥିବା ଲୋକଙ୍କ ପ୍ରତିକ୍ରିୟା
ଗାଁ ଲୋକଙ୍କୁ ରୋଜଗାର ଯୋଗାଇଦେବାକୁ ସରକାର କରିଛନ୍ତି MGNREG ଯୋଜନା.. ଏ ଯୋଜନାରେ ଗରିବ ଲୋକଙ୍କୁ କର୍ମନିଯୁକ୍ତି ମିଳିବା କଥା..ଖଟଣୀ ହିସାବରେ ପାଉଣା ଦିଆଯିବା କଥା..ହେଲେ ସମ୍ବଲପୁରରେ ସରକାରୀ ଯୋଜନାର ଅସଲ ଚେହେରା କଣ ନିଜେ ଦେଖନ୍ତୁ..
ସିଧା ଆସିଲେ ଜିଲ୍ଲାପାଳଙ୍କ ଦୁଆରବନ୍ଧରେ ଶୋଇଲେ। କଥା ହେଲା ମତେ ନ୍ୟାୟ ନମିଳିଲା ଯାଏଁ ଏଇଠି ଶୋଇବି। ଦର୍ଶକ ବନ୍ଧୁ ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖର ଦୃଶ୍ୟ