ଅଦିନିଆ ବର୍ଷା ଉଜାଡିଲେ ସୁନାର ଫସଲ । ଅମଳ ହେବାକୁ ଥିବା ଧାନ ହୋଇଗଲା ଗଜା । ଅଦିନିଆ ବର୍ଷା ଚାଷୀଙ୍କ ଉପରେ ଦଇବ ଦାଉ ସାଧୁଲା ସଦୃଶ । ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ମଧ୍ୟ ଏ ଦୃଶ୍ୟ ଦେଖିବାକୁ ମିଳିଛି। ସେଠାରୁ ଶୁଣନ୍ତୁ ଚାଷୀଙ୍କ ପ୍ରତିକ୍ରିୟା ।
Published: Otv Khabar Bureau
Last updated: 19 November 2021, 11:21 AM IST
ଲଘୁଚାପ ପ୍ରଭାବରେ ଉପକୂଳ ଆନ୍ଧ୍ରରେ ଲାଗି ରହିଛି ବର୍ଷା ବିତ୍ପାତ । ପ୍ରବଳ ବର୍ଷାରୁ ମନ୍ଦିର ନଗରୀ ତିରୁପତିର ରାସ୍ତା ଉପରେ ୫ରୁ ୭ ଫୁଟ ଉଚ୍ଚର ପାଣି ଚାଲୁଛି। ପାଣି ସୁଅରେ ଭାସିଯାଇଛି ଅନେକ ଗାଡ଼ି ମୋଟର । ଦେଖନ୍ତୁ ଏହାର ଚିତ୍ର ।