ଏହି ଟ୍ରାନ୍ସଫର୍ମର ଉପରେ ତିନୋଟି ଏଲ୍ ଆଇ ପୋଇନ୍ଟ ନିର୍ଭର ଥିଲା କିନ୍ତୁ ଚାରି ମାସ ହେବ ତାହା ବି ଅଚଳ ହୋଇ ରହିଛି l ଗାଁ ଲୋକେ ଚାଷ ପାଇଁ ପାଣି ବି ପାଇପାରୁନାହାନ୍ତି l ଯାହା ଫଳରେ ଚାଷୀ କୂଳ ଏବେ ହତାଶ ହୋଇ ପଡ଼ିଛନ୍ତି