ଚାଷବାସ କେବଳ ପୁରୁଷ ଲୋକଙ୍କର ଏକଚାଟିଆ ନୁହେଁ। ମହିଳାମାନେ ବି ଏ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହିପରି ୫ ଜଣ ଗାଉଁଲି ମହିଳାଙ୍କୁ ଆସନ୍ତୁ ଭେଟିବା।, ଯେଉଁମାନେ ମିଳିମିଶି ବିଲାତି ଚାଷ କରି ଜଣକା ଲକ୍ଷାଧିକ ଟଙ୍କା ଲାଭ କରିପାରିଛନ୍ତି।
ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ବାଟରେ ଓଲଟିଲା ବସ୍। ବସ୍ଟି ଏକ ବିବାହ ଉତ୍ସବରୁ କନ୍ୟା ପକ୍ଷ ଲୋକଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ପଞ୍ଜାବୀ କ୍ୱିନ୍ ୨୧ ବର୍ଷୀୟ ହର୍ନାଜ୍ ମିସ୍ ୟୁନିଭର୍ସ ହୋଇଯାଇଛନ୍ତି। ଆଜି ସାରା ଦୁନିଆ ତାଙ୍କ ସୌନ୍ଦର୍ଯ୍ୟରେ ଝଲସି ଉଠିଛି। ହର୍ନାଜ୍ ତାଙ୍କର ଏହି ସଫଳତାର ସମସ୍ତ ଶ୍ରେୟ ତାଙ୍କ ଭାଇ ଓ ମା’ଙ୍କୁ ହିଁ ଦେଇଛନ୍ତି।
ପରିବେଶକୁ ସୁରକ୍ଷା ଦେବା ନେଇ ଗଛ କାଟିବା ବନ୍ଦ କରିବାକୁ ଆମେ କେବଳ ଭାଷଣ ଓ ଲେଖା ମଧ୍ୟରେ ଜାଣିଛେ। କିନ୍ତୁ ଏହି ଦେଶ ଏହାକୁ ପାଳନ କରିବାରେ ନେଇଛି ଏମିତି ପଦକ୍ଷେପ ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ।
ବେଳେବେଳେ ମଣିଷର ସଂପର୍କରେ ଏମିତି ପ୍ରତିବନ୍ଧକ ଆସେ ଯାହା ଜଣଙ୍କୁ ଭାଙ୍ଗିଦିଏ। କିନ୍ତୁ ଯେତେବେଳେ ଏହି ପ୍ରତିବନ୍ଧକ ନିଜେ ମା’ ହୁଏ ତେବେ ଏହାଠାରୁ ଦୁଃଖ ବା ଆଉ କ’ଣ ହୋଇପାରେ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଝିଅର ପ୍ରେମିକକୁ ମାରିନେଇଛି ମା’।
ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଯୁବକମାନେ ବି ପ୍ରେରଣା ପାଉଛନ୍ତି। ଜଣେ ବୃଦ୍ଧ କ୍ୟାନସରରେ ପୀଡିତ ହୋଇଥିଲେ ବି ଆଇସ୍ ସ୍କେଟିଂ କରୁଛନ୍ତି ଆଉ ନାଚୁଛନ୍ତି।
ଜଓ୍ୱାଦ ଯିବାର ସପ୍ତାହେ ପରେ ବି ତାଜା ଉଜୁଡ଼ା କ୍ଷେତର ଚିତ୍ର।ଉପକୂଳର ଓଡ଼ିଶାର ୬ ଜିଲ୍ଲାରେ କ୍ଷୟକ୍ଷତି ଆକଳନ। ଆଶ୍ୱାସନା ଦେଲେ କେନ୍ଦ୍ରୀୟ ଟିମ୍
ବାତ୍ୟା ଜଓ୍ୱାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତ ୧୧ ତାରିଖରୁ ଓଡ଼ିଶା ଆସିଥିଲେ ଆନ୍ତଃମନ୍ତ୍ରାଳୟ ସ୍ତରୀୟ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧ ଦଳ। ଏହି ଦଳ ୩ଟି ଟିମରେ ଭାଗ ହୋଇ ୨ ଦିନ ଧରି ୬ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିଥିଲେ।
ଦୁନିଆରେ ଏଭଳି କିଛି ସ୍ଥାନ ରହିଛି, ଯେଉଁଠାରେ ବର୍ଷ ତମାମ ସବୁଠାରୁ ଅଧିକ ବର୍ଷା ହୋଇଥାଏ । ଯେପରିକି ମେଘାଳୟର ମାସିନରାମ ଗାଁ ଯେଉଁଠାରେ ଦୁନିଆର ସବୁଠାରୁ ଅଧିକ ବର୍ଷା ହୋଇଥାଏ । କିନ୍ତୁ କେବେ ଏଭଳି ସ୍ଥାନ ସମ୍ପର୍କରେ କେବେ ଶୁଣିଛନ୍ତି, ଯେଉଁଠାରେ ଆଜି ପର୍ଯ୍ୟନ୍ତ କେବେ ବର୍ଷା ହୋଇନାହିଁ । ଏ ସ୍ଥାନ କୌଣସି ମରୁଭୂମି ନୁହେଁ, ବରଂ ଏ ଗାଁ, ଯେଉଁଠାରେ ଲୋକମାନେ ରୁହନ୍ତି । ତେବେ ବର୍ଷା ବିନା ଏଠାରେ ଲୋକମାନେ ଜୀବନ ଯାପନ କିଭଳି କରନ୍ତି । କଣ ରହିଛି କାରଣ ବର୍ଷା ନ ହେବାର…ଜାଣିବାକୁ ଚାହାନ୍ତି ଏହି ଗାଁ ସମ୍ପର୍କରେ… ତେବେ ଚାଲନ୍ତୁ ଜାଣିବା ଏହାର ରହସ୍ୟ ।
୨ ଦିନ ହେଲା ନିଖୋଜ ଯୁବକ ଚିତ୍ତରଞ୍ଜନଙ୍କ ମୃତଦେହ ପୁରୀ ଭାର୍ଗବୀ ନୂଆନଈଠାରେ ମିଳିଛି । ପରିବାର ଲୋକଙ୍କ ଅଭିଯୋଗ ଏହା ଏକ ହତ୍ୟାକାଣ୍ଡ ଓ ଏହା ପଛରେ ଅଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।
ରାଜରାସ୍ତାରେ ଅଙ୍ଗନବାଡି କର୍ମୀ । ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି।
ରାଜଧାନୀର ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଧାରଣା ଦେଇଥିବା ବେଳେ ବିଧାନସଭା ଆଗରେ ବିକ୍ଷୋଭ କରିଛି ଓଡ଼ିଶା ଆଶାକର୍ମୀ ସଂଘ। ବିଭିନ୍ନ ଦାବି ନେଇ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ବାସୁଦେବପୁର ମିରାକଲ ପବ୍ଲିକ ସ୍କୁଲର ୟୁକେଜିରେ ପଢ଼ନ୍ତି ଅନ୍ୱେଷା । ଛୋଟ ବେଳୁ ପ୍ରଖର ସ୍ମରଣ ଶକ୍ତି । ଯେଉଁ ବୟସର ପିଲାମାନେ ଅକ୍ଷର ଚିହ୍ନିବା ଆଉ ଲେଖିବା ଶିଖନ୍ତି ସେହି ବୟସରେ ଅନ୍ୱେଷା ରେକର୍ଡ କରି ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି ।
ତପସ୍ୱିନୀଙ୍କୁ କିଛି ନ କହି ୪ ଦିନ ହେଲାଣି କୁଆଡ଼େ ପଳେଇଛନ୍ତି ଡକ୍ଟର ସୁମିତ୍। ଫେରିବେ କି ନାହିଁ କିଛି ସୂଚନା ନାହିଁ.. ସ୍ୱାମୀଙ୍କ ହରାଇବାର ଭୟରେ କୋର୍ଟଙ୍କୁ ଗୁହାରି ଜଣାଇବେ ତପସ୍ୱିନୀ..
ମୁମ୍ୱାଇରୁ ୧୭ ଜଣ ବାର୍ ଡ୍ୟାନସର ଉଦ୍ଧାର
କଟକର ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଆଜି BSKY କାର୍ଡ ବଣ୍ଟନ କରିଛନ୍ତି ।ସେପଟେ ବିଜେପି ଯୁବ ମୋର୍ଚ୍ଚା ଏହାର ବିରୋଧ କରିଛନ୍ତି ।
ବିପଦଶଙ୍କୁଳ ଅବସ୍ଥାରେ ରହୁଛନ୍ତି ପ୍ରାୟ ୨ଶହ ଛାତ୍ର । ନୂଆ ହଷ୍ଟେଲ୍ ନିର୍ମାଣ ହୋଇଥିଲେ ମଧ୍ୟ ବାଧ୍ୟରେ ପୁରୁଣା ଭଙ୍ଗା ହଷ୍ଟେଲ୍ରେ ରହିବା ସହ ବିଭିନ୍ନ ସୁବିଧାର ସମ୍ମୁଖୀନ କରୁଛନ୍ତି ଶହ ଶହ ଛାତ୍ର । ଢେଙ୍କାନାଳ ଅଟୋନମସ୍ କଲେଜରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାରେ ରଖା ଯାଇଥିଲା ଶବ, ହେଲେ ମୃତଦେହକୁ ଖାଇଗଲା କୁକୁର। ଡାକ୍ତରଖାନାର ଶବାଗାରରେ ରଖା ଯାଇଥିବା ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି।
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ବଣୁଆ ହାତୀଙ୍କ ଉପଦ୍ରବ... ଅଳ୍ପକେ ବର୍ତ୍ତିଲେ ଜୟପୁର ଗାଁର ଦୁଇଟି ପରିବାର ..
ବର୍ଷା ଛାଡ଼ିବାର ସପ୍ତାହେ ପରେ ଗ୍ରାଉଣ୍ଡ ଜିରୋରେ କେନ୍ଦ୍ରୀୟ ଟିମର ଅନୁଧ୍ୟାନ... ଆଜି ଗଞ୍ଜାମ, ଯାଜପୁର ଓ କଟକ ଜିଲ୍ଲା ବୁଲି ଦେଖିବେ ...
ବାତ୍ୟା ପ୍ରଭାବରେ ବର୍ଷା ଯୋଗୁଁ ଛାରଖାର୍ ଧାନ ଓ ପରିବା ଚାଷ... ପାଣି ଜମି ରହି ବିଲରେ ଗଜା ହୋଇଗଲାଣି ପାଚିଲା ଧାନ... ସେପଟେ ବାଲେଶ୍ୱର ଓ ଯାଜପୁର ଜିଲ୍ଲାରେ ପରିବା ଚାଷୀ ହନ୍ତସନ୍ତ... ଏକର ଏକର ଜମିରେ କୋବି ଓ ପରିବା ଫସଲ ନଷ୍ଟ... କେମିତି ଶୁଝିବେ ଋଣ ସେହି ଚିନ୍ତାରେ ଚାଷୀ...
ଢେଙ୍କାନାଳ ଅଟୋନମସ୍ କଲେଜର କପିଳାସ ଛାତ୍ରାବାସକୁ ତିଆର ହେବାର ଅଢେଇ ବର୍ଷ ହେଲାଣି । ହେଲେ କାମରେ ଆସୁନି କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହୋଇଥିବା ଛାତ୍ରାବାସ । ଦେଖନ୍ତୁ ଏହି ରିପୋର୍ଟ ।
ଆଜି କଟକ ଯିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୨୦୦ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବେ ନବୀନ... ବାଲିଯାତ୍ରା ଉପର ପଡ଼ିଆରେ କାର୍ଯ୍ୟକ୍ରମ ଆୟୋଜନ .
ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଚପଲ ଫିଙ୍ଗା... ମାହାଙ୍ଗା ଏର କଣାରେ ଚପଲ ଫିଙ୍ଗିଲେ ଜଣେ ବ୍ୟକ୍ତି.... ଶରତ ଉତ୍ସବରେ ଭାଷଣ ଦେବାବେଳେ ଚପଲ ଫିଙ୍ଗିଲେ ବ୍ୟକ୍ତି ଜଣକ ...
ସବୁ ବେଳେ ମନ କହେ ସୁଆଦିଆ ଖାଇବାକୁ। ଏଥି ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବନ୍ଧାକୋବି ପୁର ସାରୁ ଫ୍ରାଏ। ଜାଣନ୍ତୁ ତିଆରି କରିବାର ତରିକା...