ପୃଷ୍ଠପୋଷକତା ଅଭାବରୁ ପରିଶ୍ରମ ତୁଳନାରେ ତାଙ୍କୁ ମିଳିପାରୁନି ପାରିଶ୍ରମିକ । ବଣ ମଲ୍ଲୀ ପରି ଏକ ନିପଟ ମଫସଲରେ ଫୁଟି ମଉଳିବାକୁ ବସିଲେଣି ଶିଳ୍ପୀ ରାଜକିଶୋର । ଆଜିଯାଏ ନା ମିଳିଛି ସରକାରି ପ୍ରୋତ୍ସାହନ ନା ସ୍ୱୀକୃତିପ୍ରାପ୍ତ ମାନପତ୍ର ଖଣ୍ଡେ ।