ତିନି ଦିନ ପୂର୍ବେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କିନ୍ତୁ କୁନି ଝିଅଟିକୁ ଏସମ୍ପର୍କରେ କିଛିବି ଜଣାନାହିଁ। ମା’ ଶୋଇଛି ଭାବି କୁନି ଝିଅଟି ବି ମା’ ’ପାଖରେ ଖାଉଥିଲେ, ଶୋଉଥିଲେ।
ଆଇପିଏସ୍ ସୁନୀଲ ବଂସଲଙ୍କୁ ଓଡ଼ିଶା କ୍ୟାଡରକୁ ଫେରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି । କେନ୍ଦ୍ର ଗୃହମନ୍ତ୍ରାଳୟର ନିଯୁକ୍ତି କମିଟି ଆଇପିଏସ୍ ସୁନୀଲ ବଂଶଲଙ୍କୁ ତାଙ୍କ ପୂର୍ବ କ୍ୟାଡର ଓଡ଼ିଶାକୁ ଫେରିବାକୁ ମଂଜୁରୀ ପ୍ରଦାନ କରିଛି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରି ଯାଉଛି। ଏହା ପରେ ସୁନୀଲ ବଂଶଲ ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ।
ଆଜି ବଲିଉଡର ‘ସୁଲ୍ତାନ’ ସଲମାନ ଖାନ୍ଙ୍କ ଜନ୍ମଦିନ । ୫୭ ବର୍ଷରେ ପାଦ ପାଦ ଦେଇଛନ୍ତି ସଲମାନ୍ । ପ୍ରିୟ କଳାକାରଙ୍କ ଜନ୍ମଦିନ ଅବସରରେ ଗତକାଲି ରାତି ଅଧରେ ସଲମାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟ ଆଗରେ ତାଙ୍କ ଫ୍ୟାନ୍ସମାନେ ଭିଡ଼ ଜମାଇଥିଲେ ।
ଶ୍ୱଶୁର ଘର ଭିତରକୁ ପ୍ରବେଶ କରିବେ ନା ପୁଣି ଘର ବାରଣ୍ଡାରେ ରହିବେ ତପସ୍ୱିନୀ..ନା ଘଟଣାରେ ଆସିପାରେ କିଛି ନୂଆ ମୋଡ଼। ଉଭୟ ସୁମିତ୍ ଓ ତପସ୍ୱିନୀଙ୍କ ପକ୍ଷରୁ ଆବେଦନ ହୋଇଥିବା ପିଟିସନ୍ର ରାୟ ଆଜି ଜିଲ୍ଲା ଦୌରା ଜଜ୍ରେ ପ୍ରକାଶ ପାଇବ।
ସାଉଥ୍ ଆଫ୍ରିକାରେ ରହିଛି ଏକ ବିଶାଳକାୟ ପାଦଚିହ୍ନ । ଯାହା ଅନେକ ପ୍ରଶ୍ନକୁ ସାମ୍ନାକୁ ଆଣେ । କାହାର ଏହି ପାଦଚିହ୍ନ । କିପରି ଏହି ସ୍ଥାନକୁ ଆସିଲା ଏହି ଚିହ୍ନ ଏପରି ଅନେକ ପ୍ରଶ୍ନ । ହେଲେ ସମାଧାନ ଆଜି ବି ରହସ୍ୟ ଘେରରେ । ତେବେ କଣ ହୋଇପାରେ କାରଣ, ଯାହାକୁ ନେଇ ଆଜି ବି ଚାଲିଛି ଗବେଷଣା ।
ପିଲାଟି ଦିନରୁ ଖାଦ୍ୟ ପ୍ରତି ଥିଲା ଭୟ। କେବଳ ରୁଟି ଆଉ ପନିର ସାଣ୍ଡୱିଚ୍ ଖାଇ ବଞ୍ଚୁଥିଲେ। ପ୍ରଥମ ଥର ପାଇଁ ୧୬ ବର୍ଷରେ ବାଳିକା ଖାଇଲେ ସଂପୂର୍ଣ୍ଣ ଖାଦ୍ୟ।
୨୦୦୧ରେ ଏକ ବ୍ୟାଙ୍କ୍ରେ ଗ୍ରାହକ ସେବା ପ୍ରତିନିଧୀ ଭାବରେ ଚାକିରୀ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କର ବାର୍ଷିକ ଦରମା ୧୫ ଲକ୍ଷ ଟଙ୍କା ଥିଲା। ୨୦୧୭ ପଦୋନ୍ନତି ହୋଇଥିଲା ଏବଂ ତାଙ୍କ ବାର୍ଷିକ ଦରମା ୪୦ଲକ୍ଷ ଟଙ୍କା ହୋଇଯାଇଥିଲା। ପରେ ସେ ଏହାକୁ ଛାଡି କାମବାଲୀ ହୋଇଥିଲେ। ଜାଣନ୍ତୁ କାରଣ…
୬୧ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମହିଳା। ସେ ୭୦ ବର୍ଷର ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ବହୁତ ଖୁସି ଅଛନ୍ତି ମହିଳାଙ୍କ ବାପା।
ବେଳେ ବେଳେ ମଣିଷ ସାଇକେଲ୍ ଚଲେଇବାକୁ ଭୟ କରୁଥିଲେ ମଧ୍ୟ ଏକ ଶୁଆ ଏହା କରି ଦେଖେଇ ଦେଇଛି। ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏବେ ଅପେକ୍ଷା କେବେ କମୁଛି ପନିପରିବା ଦର, କେବେ ଖାଉଟିଙ୍କୁ ମିଳୁଛି ଆଶ୍ୱସ୍ତି?
ଖୋର୍ଦ୍ଧା ଭୁଷଣ୍ଡପୁରରେ ହାତୀ ଅଘଟଣ ଅଚାନକ ନ ଥିଲା। ବନବିଭାଗ ପାଖରେ ଆଗରୁ ଖବର ଥିଲା, ହେଲେ ତତ୍ପରତା ନ ଥିଲା। ଯେଉଁ କାରଣରୁ ୨ ହତୀଙ୍କ ଜୀବନ ଚାଲିଗଲା।
୫ ବର୍ଷ ପୂର୍ବେ ୯ ବର୍ଷର ବାଳକର ଓଜନ ୧୨୭ କିଲୋଗ୍ରାମରୁ ଅଧିକ ଥିଲା। ୧୧ ବର୍ଷ ବେଳକୁ ଏହା ବୃଦ୍ଧି ପାଇ ୧୯୧ କେଜି ହୋଇଥିଲା। ବର୍ତ୍ତମାନ ତାଙ୍କୁ ୧୪ ବର୍ଷ ହୋଇଥିବା ବେଳେ ଓଜନ ହୋଇଛି ୮୨ କିଲୋଗ୍ରାମ। ଜାଣନ୍ତୁ କେମିତି ହେଲା ସମ୍ଭବ?
ଏଠି ଥଣ୍ଡାର ପ୍ରକୋପ ଏମିତି ଯେ ସବୁ କିଛି ବରଫ ପାଲଟି ଯାଉଛି। ଏହା ଛାଡୁନି କୌଣସି ପଶୁପକ୍ଷୀଙ୍କୁ ବି। ଏକ ହରିଣ ଚାଲୁଚାଲୁ ରାସ୍ତା ମଝିରେ ବରଫ ପାଲଟିଯାଉଥିବା ଦେଖାଯାଏ। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ପ୍ରାଚୀନ ଦ୍ୱାରିକା ନଗର ଭଳି ଏକ ସହର ସମୁଦ୍ର ଭିତରେ ମିଳିଥିଲା । ସହରଟି ହେଉଛି ଆଟଲାଣ୍ଟିସ୍ ସହର । କୁହାଯାଏ ଏହି ସହର ବେଶ ଭବ୍ୟ ଥିଲା ଓ ଏହା ସମଗ୍ର ଏସିଆ ମହାଦେଶଠାରୁ ମଧ୍ୟ ବିଶାଳକାୟ ଥିଲା । ଏହି ସହର ସହ ଜଡିତ ଅନେକ କାହାଣୀ ପ୍ରଚଳିତ, ହେଲେ ବାସ୍ତବରେ କଣ କାରଣ ହୋଇପାରେ ଏହି ସହରର ବିଲୁପ୍ତିର ?
ବିଜୁଳି ଭିତ୍ତିଭୂମି ସଜାଡିବା ଆଉ ଲୋ-ଭୋଲଟେଜ୍ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଚିନ୍ତା ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବ ଉପରେ ଦୁଇ ଦିନ ପୂର୍ବରୁ ଲାଗିଛି କ୍ୟାବିନେଟ୍ ମୋହର । ନିର୍ମାଣ ହେବ ୪ଟି ଗ୍ରୀଡ
ମହଙ୍ଗା ପଡ଼ିଲା ଇୟର ଫୋନ୍ରେ କଥା ହୋଇ ବାଇକ୍ ଚଲାଇବା। ଇୟର ଫୋନ୍ରେ କଥା ହୋଇ ବାଇକ୍ ଚଲାଉ ଥିବା ଅଭିଯୋଗରେ ୩୦ ହଜାର ଟଙ୍କା ଫାଇନ୍ କଟାଯିବା ସହ ଗାଡ଼ିକୁ ଜବତ କରାଯାଇଛି।
ପୁରୀକୁ ଆସିଥିବା ନ୍ୟାସନାଲ ଜର୍ଣ୍ଣାଲିଷ୍ଟ ଫେଡେରେସନର ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ ଆସିଥିଲେ ଭୋପାଲର ମିଥିଲେଷ ଓ ମୋହିନୀ ଜୈନ । ହେଲେ ନିଜ ସହ ଆଣିଥିବା ଏକ କାର୍ଟୁନ ପେଟିକୁ ଅଟୋରେ ଛାଡି ସଂସ୍କୃତି ଭବନ ପରିସର ସମ୍ମିଳନୀକୁ ଚାଲିଯାଇଥିଲେ
ଭଦ୍ରକ ବ୍ଲକର ଆର ଏନ ବେତରା ଗ୍ରାମର ପ୍ରକାଶ ଚନ୍ଦ୍ର ମିଶ୍ର ଏବଂ ମନ୍ଦାକିନୀ ପଣ୍ଡାଙ୍କ ବଡ଼ ଝିଅ ହେଉଛନ୍ତି ଦିଗଦର୍ଶୀ ମିଶ୍ର । ବାପା ସ୍ଥାନୀୟ ଅଞ୍ଚଳରେ LIC ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତି, ମା ଜଣେ ଗୃହିଣୀ । ପିଲାମାନଙ୍କ ଉନ୍ନତ ଶିକ୍ଷାଲାଭ ପାଇଁ ଏବେ ଭଦ୍ରକ ସହରର ମଠସାହିରେ ଏକ ଭଡା ଘରେ ପରିବାର ସହ ରହନ୍ତି ।
ନିଆରା ଷ୍ଟାଇଲରେ ବାହା ହେବାକୁ ସମସ୍ତେ ଚାହିଁଥାନ୍ତି। କିଏ ଘୋଡା ଚଢି କନିଆଁ ଘରକୁ ଯାଇଥାଏ ତ ଆଉ କିଏ ଶାଶୁ ଘରକୁ ହେଲିକପ୍ଟରରେ ଯାଇଥାଏ। ଏବେ ଜାଣନ୍ତୁ କେମିତି ହୋଇଥାଏ ହେଲିକପ୍ଟର ବୁକିଂ?
ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍ତ୍ଵାବଧାନରେ ଠିକା ସଂସ୍ଥା ନିର୍ମାଣ କାମ ହାତକୁ ନେଇଥିଲା । ବ୍ଲକର ଇରମ ପଞ୍ଚାୟତ ଠାରେ ୨୦୧୯ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ମାଣ କାର୍ଯ୍ୟର ଅବଧି ଶେଷ ହେବାର ଦେଢ଼ ବର୍ଷ ପାଖାପାଖି ବିତିଥିଲେ ବି ଆଜିଯାଏ ପ୍ରକଳ୍ପ କାମ ଶେଷ ହୋଇ ପାରିନି ।
ଘୁରୁରୀ ଆଙ୍କୁଛି ଭଳିକି ଭଳି ଚିତ୍ର । କେବଳ ଚିତ୍ର ଆଙ୍କୁଛି ତାହା ନୁହେଁ ବରଂ ସେଗୁଡିକୁ ପ୍ରାୟ ଲକ୍ଷାଧିକ ଟଙ୍କାରେ ବିକ୍ରି ମଧ୍ୟ କରାଯାଉଛି ।
ଏପର୍ଯ୍ୟନ୍ତ ନା ସ୍ୱାମୀ ନା ଶ୍ୱଶୁର ଘର ଲୋକେ ତାଙ୍କୁ ଗ୍ରହଣ କରୁଛନ୍ତି। ଏପରିକି ଶ୍ୱଶୁର ଘରେ ରହିବାକୁ ଅନୁମତି ଦେବା ଲାଗି ତପସ୍ୱିନୀ କରିଥିବା ଆବେଦନକୁ ନିକଟରେ SDJM ଆଗ୍ରାହ୍ୟ କରି ଦେଇଛନ୍ତି। ଏସବୁ ଘଟଣା ପରେ ସେ ଏକ ପ୍ରକାର ହତାଶ ହୋଇପଡ଼ିଥିବା କୁହାଯାଉଛି।
‘ଯାହାକୁ ବିଶ୍ୱାସ କରି ବାହା ହୋଇ ହାତ ଧରିଥିଲି, ସେ ହିଁ ମୋତେ ବରବାଦ୍ କରିବାକୁ ଚାହୁଁଛନ୍ତି। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ମୁଁ ତାଙ୍କୁ ବରବାଦ୍ କରିବାକୁ ଚାହେଁନି। ମୁଁ ଚାହୁଁଛି ସୁମିତ୍ ଫେରି ଆସନ୍ତୁ।’ଏଭଳି କାନ୍ଦି କାନ୍ଦି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଚର୍ଚ୍ଚିତ ବୋହୂ ତପସ୍ୱିନୀ ଦାଶ ଓରଫ ଡିମ୍ପଲ।
ଚାଇନା ସ୍ଥିତ ହୁନାନ ଅଞ୍ଚଳର ଜଣେ ମହିଳା ନିଜ ପୋଷା କୁକୁରକୁ ନିଜଠାରୁ ବି ଅଧିକ ଭଲପାଇଥାନ୍ତି । ଏମିତିକି ସେ ତାଙ୍କ କୁକୁରର ଜନ୍ମଦିନ ଉପଲକ୍ଷେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
୫ ହଜାର୪୦୦ଟି ଗୋଲାପରେ ସାନ୍ତାଙ୍କ ବାଲୁକା କଳା ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ