ବିଜୁଳି ଭିତ୍ତିଭୂମି ସଜାଡିବା ଆଉ ଲୋ-ଭୋଲଟେଜ୍ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଚିନ୍ତା ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବ ଉପରେ ଦୁଇ ଦିନ ପୂର୍ବରୁ ଲାଗିଛି କ୍ୟାବିନେଟ୍ ମୋହର । ନିର୍ମାଣ ହେବ ୪ଟି ଗ୍ରୀଡ