• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Daily Horoscope 17 Feb 2022
Daily Horoscope 17 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ, ୧୭ ତାରିଖ, ଗୁରୁବାର, କୁମ୍ଭ ୫ ଦିନ, କୃଷ୍ଣ ପକ୍ଷ ପ୍ରତିପଦ ତିଥି, ମଘା ନକ୍ଷତ୍ର,ଜାଣନ୍ତୁ ଆଜିର ରାଶିଫଳ...

Daily Horoscope
Daily Horoscope 16 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ଫେବୃଆରୀ ମାସ ୧୬ ତାରିଖ, ବୁଧବାର, କୁମ୍ଭ ୪ ଦିନ, ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି କର୍କଟ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।

Daily Horoscope
Daily Horoscope 15 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ମାସ ୧୫ ତାରିଖ, ମଙ୍ଗଳବାର, କୂମ୍ଭ ୩  ଦିନ, ମାଘମାସ ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ  ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Do you want to look handsome
ହ୍ୟାଣ୍ଡସମ୍‌ ଦେଖାଯିବାକୁ ଚାହୁଁଛନ୍ତି କି ? ଆପାଣାନ୍ତୁ ଏହି ଟିପ୍ସ୍

ପୁରୁଷମାନେ ବିଭିନ୍ନ କାରଣରୁ ନିଜ ତ୍ୱଚାର ଆବଶ୍ୟକ ଯତ୍ନ ନେଇପାରନ୍ତି ନାହିଁ। କେବଳ ଆବଶ୍ୟକ ପଡ଼ିଲେ, ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ମନଇଚ୍ଛା ବ୍ୟବହାର କରିଥା’ନ୍ତି। ଫଳରେ ସେମାନଙ୍କ ଚେହେରା ବିଗିଡ଼ିଯାଇଥାଏ। ତେବେ ପୁରୁଷମାନେ ହ୍ୟାଣ୍ଡସମ୍‌ ଦେଖାଯିବା ଲାଗି ନିଜ ତ୍ୱଚାର କିପରି ଯତ୍ନ ନେବେ, ସେ ବିଷୟରେ ଆମେ ବତାଇବୁ।

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୧୪ ଫେବୃଆରୀରୁ ୨୦ ଫେବୃଆରୀ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଏହି ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ଶୁଭ ଫଳାଫଳ ପାଇବେ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।

Daily Horoscope 14 Feb 2022
Daily Horoscope 14 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୪ ତାରିଖ, ସୋମବାର, କୂମ୍ଭ୨ ଦିନ, ମାଘମାସ,ଶୁକ୍ଳପକ୍ଷ, ତ୍ରୟୋଦଶ ତିଥି, ପୁନର୍ବସୁ ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

vastu tips
କରନ୍ତୁ ଏହି କାର୍ଯ୍ୟ,ସନ୍ତୁଷ୍ଟ ହେବେ ମାଆ ଲକ୍ଷ୍ମୀ

ପୌରାଣିକ ମାନ୍ୟତା ଅନୁଯାୟୀ, ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ବର୍ତ୍ତମାନ ସମୟରେ ମଧ୍ୟ ଲୋକେ ପାଳନ କରିଥାଆନ୍ତି। ସନ୍ଧ୍ୟା ପରେ କରୁଥିବା ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ। ଏହାସହ ସେହି ସମସ୍ତ ବର୍ଜନୀୟ କାର୍ଯ୍ୟ ନକରିବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

Daily Horoscope 13 Feb 2022
Daily Horoscope 13 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୩ ତାରିଖ, ରବିବାର, କୁମ୍ଭ ୧ ଦିନ, ମାଘମାସ, ଶୁକ୍ଳପକ୍ଷ,ଦ୍ୱାଦଶୀ ତିଥି, ଆଦ୍ରା ନକ୍ଷତ୍ର, କର୍କଟ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...

Glycerin for skin care
ଶୀତ ଦିନେ ତ୍ୱଚାର ଯତ୍ନ ପାଇଁ ଗ୍ଲିସେରିନ୍‌

ଶୀତ ଦିନ ଆସିଲେ ଖାସ୍ କରି ମହିଳା ଓ ଯୁବତୀଙ୍କ ପାଇଁ ସମସ୍ୟା ବଢ଼ିଯାଏ । ତ୍ୱଚାର ରୁକ୍ଷତା ଯୋଗୁ ମୁଁହ ଫାଟିବା ପରି ସମସ୍ୟା ସୃଷ୍ଟି ହୁଏ । ଯଦି ଆପଣଙ୍କ ତ୍ୱଚା ରୁକ୍ଷ ଏବଂ ଆପଣ ଏଥିପାଇଁ ବିୟୁଟି ପ୍ରଡକ୍ଟ ବ୍ୟବହାର କରିବାକୁ ଚିନ୍ତା କରୁଛନ୍ତି, ତେବେ ଏପରି କରନ୍ତୁ ନାହିଁ। ଆପଣ ଏଥିପାଇଁ ଗ୍ଲିସେରିନ୍‌ର ବ୍ୟବହାର କରିପାରିବେ।

Daily Horoscope 12 Feb 2022
Daily Horoscope 12 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୨ ତାରିଖ, ଶନିବାର, ମକର ୩୦ ଦିନ, ମାଘମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି,ଆଦ୍ରା ନକ୍ଷତ୍ର, ମିଥୁନ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Add these 5 things to your drinking wate
ପିଇବା ପାଣିରେ ମିଶାନ୍ତୁ ଏହି ୫ଟି ଜିନିଷ,ଚମକିବ ଚେହେରା

ପ୍ରଦୂଷଣ, ଧୂଳି, ମାଟି ଆଦି ଚେହେରାରେ ଜମି ଯାଇ ମୁହଁର ଔଜ୍ଜ୍ୱଳତା କମିଯାଏ। ହଜିଯାଏ ଚେହେରାର ସୌନ୍ଦର୍ଯ୍ୟ । ତେଣୁ ତ୍ୱଚାର ଅଧିକ ଯତ୍ନ ନେବା ଆବଶ୍ୟକ ହୋଇପଡେ। ଏହାକୁ ଦୂର କରିବା ଲାଗି ଆପଣାନ୍ତୁ ସହଜ ଉପାୟ। ପାଣିରେ ଏହି ୫ ଜିନିଷ ମିଶାଇ ପିଅନ୍ତୁ ଓ ଫରକ ଅନୁଭବ କରନ୍ତୁ ।

Daily Horoscope 11 Feb 2022
Daily Horoscope 11 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୧୧ ତାରିଖ, ଶୁକ୍ରବାର, ମକର ୨୯ ଦିନ, ମାଘମାସ, ଶୁକ୍ଳପକ୍ଷ,ଦଶମୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...

eating too much almonds
ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି କି ? ସାବଧାନ ହୋଇପାରେ ଏହି ସବୁ କ୍ଷତି

କେହି କେହି କୁହନ୍ତି କି ଦରକାର ଠାରୁ ଅଧିକ ଖାଇଲେ ଖରାପ ହୋଇଥାଏ । ଏଥିରୁ ପୁଷ୍ଟିକର ଖାଦ୍ୟ ପାଇବା ପରିବର୍ତ୍ତେ ଏହା ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ । ଯଦି ଆପଣ ଅଧିକ ମାତ୍ରାରେ ବାଦାମ ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଅନେକ ଉପାୟରେ କ୍ଷତି ପହଞ୍ଚା ପାରେ ବୋଲି କୁହାଯାଉଛି ।

Rice water reduces hair loss
କେଶ ଝଡ଼ିବା କମ୍‌ କରେ ପେଜ, ଜାଣନ୍ତି କି?

ଭାତ ଗାଳି ସାରିବା ପରେ ଏହାର ପେଜକୁ ଅଦରକାରୀ ଭାବି ଆମେ ଫିଙ୍ଗି ଦେଇଥାଉ। ଏହାକୁ ନଫିଙ୍ଗି ଘରୋଇ ଉପଚାର ଭାବରେ ଆପଣ ବ୍ୟବହାର କରିପାରିବେ। ତ୍ୱଚା ଓ କେଶକୁ ସୁନ୍ଦର କରିବା ପାଇଁ ପେଜକୁ ବ୍ୟବହାର କରାଯାଇଥାଏ ।

Daily Horoscope 7 Feb 2022
Daily Horoscope 10 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃୟାରୀ ମାସ, ୧୦ ତାରିଖ, ଗୁରୁବାର, ମକର ୨୮ ଦିନ, ମାଘମାସ, ଶୁକ୍ଳପକ୍ଷ,ନବମୀ ତିଥି, ରୋହିଣୀ ନକ୍ଷତ୍ର, ବୃଷ ଚନ୍ଦ୍ର,ଜାଣନ୍ତୁ ଆଜିର ରାଶିଫଳ....

today's horoscope
Daily Horoscope 9 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୯ ତାରିଖ, ବୁଧବାର, ମକର, ୨୭ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି,କୃତ୍ତିକା ନକ୍ଷତ୍ର,ବୃଷ,ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ ।

Daily Horoscope 8 Feb 2022
Daily Horoscope 8 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା ଫେବୃଆରୀ ୮ ତାରିଖ, ମଙ୍ଗଳବାର, ମକର, ୨୬ ଦିନ, ମାଘ ମାସ, ଶୁକ୍ଳପକ୍ଷ,ଅଷ୍ଟମୀ ତିଥି, ଦ୍ୱିଜା ନକ୍ଷତ୍ର,ମେଷ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...

Daily Horoscope 7 Feb 2022
Daily Horoscope 7 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୭ ତାରିଖ, ସୋମବାର, ମକର, ୨୫ ଦିନ, ମାଘ ମାସ, ଶୁକ୍ଳପକ୍ଷ,ସପ୍ତମୀ ତିଥି, ଅଶ୍ୱିନୀ ନକ୍ଷତ୍ର,ମେଷ,ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Daily Horoscope
Daily Horoscope 6 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୬ ତାରିଖ, ରବିବାର, ମକର ୨୪ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Daily Horoscope 5 Feb 2022
Daily Horoscope 5 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୫ ତାରିଖ, ଶନିବାର, ମକର ୨୩ ଦିନ ମାଘ ମାସ ଶୁକ୍ଳପକ୍ଷ,ପଞ୍ଚମୀ ତିଥି, ଉତ୍ତର ଭାଦ୍ର, ନକ୍ଷତ୍ର, ମୀନ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...

bright skin
ଉଜ୍ଜ୍ୱଳ ତ୍ୱଚା ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ବିଉଟି ଟିପ୍ସ୍‌

ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ। ଆସନ୍ତୁ ଜାଣିବା ଏପରି ୫ଟି ଅଭ୍ୟାସ ବିଷୟରେ, ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

Daily Horoscope 4 Feb 2022
Daily Horoscope 4 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ ୪ ତାରିଖ, ଶୁକ୍ରବାର, ମକର, ୨୨ ଦିନ, ମାଘ ମାସ, ଶୁକ୍ଳପକ୍ଷ, ଚତୁର୍ଥୀ ତିଥି, ପୂର୍ବ ଭାଦ୍ର, ନକ୍ଷତ୍ର କୁମ୍ଭ, ଜାଣନ୍ତୁ ଆଜିର ରାଶିଫଳ....

vastu tips
ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ବାସ୍ତୁଶାସ୍ତ୍ରରେ ଏମିତି କିଛି ଟିପ୍ସ ରହିଛି ଯାହାକୁ ଜୀବନରେ ଗ୍ରହଣ କଲେ ଆର୍ଥିକ ସଙ୍କଟ ଦୂର କରାଯାଇପାରିବ ଏବଂ ନକାରାତ୍ମକତା ଦୂର ହୋଇପାରିବ। ନକାରାତ୍ମକ ଶକ୍ତି ଦୂର ହେବା ମାତ୍ରେ ଅର୍ଥ ସମସ୍ୟାର ସମାଧାନ ହୁଏ ଏବଂ ଘରେ ସୁଖ ଏବଂ ଶାନ୍ତି ବିସ୍ତାର ହୁଏ।

dandruf problems
ରୁପି ସମସ୍ୟା ଦେଖାଦେଉଛି କି ? ଏହିଭଳି କରନ୍ତୁ ଉପଚାର

ରୁପି ଏକ ସାଧାରଣ ସମସ୍ୟା। ଚର୍ମରେ ଯେଉଁଠାରେ ସିବାସିସ୍‌ ଗ୍ଲାଣ୍ଡ ଥାଏ, ସେଠାରେ ରୁପି ଦେଖାଦେଇଥାଏ। ଋତୁଚକ୍ର ପରି ରୁପି ବି ଚର୍ମର ଏକ ସାମାନ୍ୟ ପ୍ରକ୍ରିୟା। କିନ୍ତୁ ଠିକ୍‌ ସମୟରେ ରୁପିର ଉପଚାର ନକଲେ, ଏହା କାନ, କପାଳ, ନାକ, ଭ୍ରୁଲତା ଓ ଗାଲ ଆଡ଼କୁ ମଧ୍ୟ ବ୍ୟାପି ଯାଇଥାଏ।

Daily Horoscope 3 Feb 2022:
Daily Horoscope 3 Feb 2022: ଜାଣନ୍ତୁ ଆଜିର ରାଶିଫଳ

ଆଜି ୨୦୨୨ ମସିହା, ଫେବୃଆରୀ, ୩ ତାରିଖ, ଗୁରୁବାର, ମକର, ୨୧ ଦିନ, ମାଘ ମାସ, ଶୁକ୍ଳପକ୍ଷ, ତୃତୀୟା ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ...