• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

sleeping
ରାତିରେ ନଖାଇ ଶୋଇଲେ ଭୋଗିବେ ଏହିସବୁ ସମସ୍ୟା

ଆଧୁନିକ ଜୀବନ ଶୈଳୀରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଶଂ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଆପଣ କେବେ କେମିତି ଏପରି କରୁଥିବେ। କିନ୍ତୁ ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହୁଏ। ତାହାଲେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ। ଖାଲି ପେଟରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ। ତେବେ ଆପଣ ଯଦି ଏହିପରି କରୁଥାନ୍ତି, ତାହାଲେ ଆପଣ କେଉଁ […]

  • Wednesday, 21 July 2021
crab-curry
ଜାଣନ୍ତୁ କେମିତି ତିଆରି ହୁଏ ଦକ୍ଷିଣ ଭାରତୀୟ କଙ୍କଡ଼ା ତରକାରୀ

ଆବଶ୍ୟକ ସାମଗ୍ରୀ: କଙ୍କଡ଼ା, ତେଲ, ଗୋଲମରିଚ, ଜିରା, ପାନମଧୁରୀ, ପିଆଜ, ଲୁଣ, କଞ୍ଚା ଲଙ୍କା, ଅଦା ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପାଉଡ଼ର୍‌, ଟମାଟୋ, ନଡ଼ିଆ କୋରା,, ଗୁଜୁରାତି, ଲବଙ୍ଗ, ସୋରିଷ ଏବଂ ଭୃଷଙ୍ଗ ପତ୍ର। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଗ୍ୟାସ୍‌ରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ।  ସେଥିରେ ତେଲ, ଗୋଲମରିଚ, ଜିରା, ପାନମଧୁରୀ ପକାଇ ଅଳ୍ପ ଭାଜନ୍ତୁ। ଏହା ପରେ ସେଥିରେ କଟା ପିଆଜ, ଅଳ୍ପ ଲୁଣ, କଞ୍ଚା ଲଙ୍କା, […]

  • Wednesday, 21 July 2021
q44-4
ଘରେ କର୍ପୂରରେ ଆଳତି କଲେ ମିଳେ ଅନେକ ଫାଇଦା

ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଜଳାଇ ଆଳତି କରିଥାଉ। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଏହା ଘରେ ସକରାତ୍ମକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା, ଘରେ କର୍ପୂର ଜଳାଇ ଆଳତି କରିବା ଦ୍ୱାରା କେଉଁ ସବୁ ଉପକାର ମିଳିଥାଏ।  କର୍ପୂର ଜଳାଇ […]

  • Wednesday, 21 July 2021
kala-jeera
ଶରୀରର ଅନେକ ସମସ୍ୟାକୁ ଭଲ କରିଥାଏ କଳା ଜିରା

ଆଜିକାଲି ସବୁ ବର୍ଗର ଲୋକ ସୁସ୍ଥ ଏବଂ ଫିଟ୍‌ ରହିବାକୁ ଚେଷ୍ଟା କରୁଛନ୍ତି। ଏଥିଲାଗି ପ୍ରତିଦିନ ଯୋଗ, ବ୍ୟାୟାମ, ଏକ୍ସରସାଇଜ, ମର୍ଣ୍ଣି  ୱାକ୍‌  ଆଦି କରିଥାନ୍ତି।  ତେବେ ବହୁ ଲୋକ  ବ୍ୟସ୍ତ ଜୀବନଶୈଳୀରୁ ଟାଇମ୍‌ ବାହାର କରି ଜିମ୍‌ ଯିବାକୁ ସମୟ ପାଇ ନ ଥାନ୍ତି। ଆଜି ଆମେ ଆପଣଙ୍କ ଆପଣଙ୍କ ରୋଷେଇ ଘରେ ଥିବା ଏକ ଜିନିଷ  ବ୍ୟବହାର କରି କିପରି ଫିଟ୍‌ ରହିବେ ସେ ବିଷୟରେ କହିବୁ। ଆପଣଙ୍କ ରୋଷେଇ ଘରେ ଖାଦ୍ୟରେ କଳା […]

  • Wednesday, 21 July 2021
perfume
ଅଧିକ ପରଫ୍ୟୁମ୍ ବ୍ୟବହାର କରୁଛନ୍ତି କ? ସାବଧାନ୍! ଭୋଗିପାରନ୍ତି ଏହିସବୁ ଗମ୍ଭୀର ସମସ୍ୟା

ଘରୁ ବାହାରକୁ ଯିବା ପୂର୍ବରୁ ଆପଣ ନିଶ୍ଚୟ ପର୍‌ଫ୍ୟୁମ୍‌ ବା ଡିଓ ବ୍ୟବହାର କରୁଥିବେ। ଏହା ଆପଣଙ୍କ ମନକୁ  ଫ୍ରେସ୍ ରଖିବା ସହ ମନୋଲୋଭା ବାସ୍ନା ମଧ୍ୟ ଦେଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ପରଫ୍ୟୁମ୍ ବା ଡିଓ ଅଧିକ ବ୍ୟବହାର କରିବା ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ।  ତେଣୁ ଜାଣନ୍ତୁ ଏହାକୁ ଅଧିକ ବ୍ୟବହାର କଲେ ଏହା ଆମ ଶରୀରରେ କ’ଣ କ୍ଷତି ହୁଏ। ୧) ପର୍‌ଫ୍ୟୁମ୍‌ରେ ହାନିକାରକ କେମିକାଲ ଥାଏ। ଏହା ଆପଣଙ୍କ […]

  • Wednesday, 21 July 2021
dahi
ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଦହି: ପାଖ ମାଡ଼ିବନି ରୋଗ

ସାଧାରଣତଃ ଦହିକୁ ଆମେ ଖାଇବା ସହ ରୂପଚର୍ଯ୍ୟାରେ ମଧ୍ୟ ବ୍ୟବହାର କରିଥାଉ। ହେଲେ ଆପଣ ଜାଣିଛନ୍ତି କି ପ୍ରତିଦିନ ଦହି ଖାଉଥିବା ଲୋକଙ୍କ ପାଖ ମାଡ଼ିବନି ରୋଗ। ଦହି ପ୍ରୋବାୟୋଟିକ ହୋଇଥିବାରୁ ଏହା ପେଟ ସମସ୍ୟା ଭଲ କରିବା ସହ ପାଚନ କ୍ରିୟାକୁ ମଧ୍ୟ ତ୍ୱରିତ କରିଥାଏ। ଦହି ଖାଇବା ଦ୍ୱାରା ଗ୍ୟାସ୍‌ ପରି ସମସ୍ୟା ହୋଇ ନ ଥାଏ। ଏଥିରେ ଥିବା ବ୍ୟାକ୍ଟେରିଆ ଶରୀର ଲାଗି ଖୁବ୍‌ ଲାଭପ୍ରଦ ହୋଇଥାଏ। ଦହିରେ ପ୍ରୋଟିନ, କ୍ୟାଲସିୟମ ସହ […]

  • Wednesday, 21 July 2021
How To Prepare Murg Jafrani
ଘରେ ତିଆରି କରନ୍ତୁ ଢ଼ାବା ଷ୍ଟାଇଲ୍ ମୁର୍ଗ ଜାଫରାନୀ | Murg Jafrani Recipe

How To Prepare Murg Jafrani: ଆବଶ୍ୟକ ସାମଗ୍ରୀ:  ଚିକେନ, ଘିଅ, ଗୋଟା ଗରମ ମସଲା, ପିଆଜ ବଟା, ଅଦା-ରସୁଣ ବଟା, କଟା କଞ୍ଚାଲଙ୍କା, ଦହି, ଚିକେନ୍ ମସଲା ପାଉଡ଼ର, କାଜୁ ବଟା, ଗୁଜୁରାତି ଗୁଣ୍ଡ, କେଶର, ସିଝା ଅଣ୍ଡା, ଧନିଆ ପତ୍ର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ଘିଅ ଗରମ କରି ସେଥିରେ ଗୋଟା ଗରମ ମସଲା ପକାଇ ଭାଜନ୍ତୁ। ତା’ପରେ ପିଆଜ ବଟା, ଅଦା-ରସୁଣ ବଟା ଓ କଞ୍ଚାଲଙ୍କା କଟା ପକାଇ […]

aloevera-juice
ପ୍ରତିଦିନ ପିଅନ୍ତୁ ଆଲୋଭେରା ଜୁସ୍‌, ମିଳିବ ଅନେକ ଫାଇଦା

ଘିକୁଆଁରୀ ବା ଆଲୋଭେରା ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହା ବେଶ୍ ଉପକାରୀ। ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରେ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି। ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେବେ […]

  • Tuesday, 20 July 2021
achari chicken in odia
ଘରେ ପ୍ରସ୍ତୁତ କରନ୍ତୁ ଆଚାରି ଚିକେନ୍‌ | Achari Chicken

How to Prepare Achari Chicken ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ପିଆଜ, ପିଆଜ-ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର, ଦହି, ଚାଟ୍‌ ମସଲା, ଆଚାର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସାରିବା ପରେ ଏଥିରେ ଲୁଣ, ହଳଦୀ ଓ ଅଳ୍ପ ଦହି ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ। ତା’ପରେ […]

lifestyle
ବାରମ୍ବାର ଗୋଇଠି ଫାଟୁଛି କି ? ଶନିଙ୍କ କୋପ ହୋଇପାରେ କାରଣ

ଭୁବନେଶ୍ୱର: ଆପଣଙ୍କ ଗୋଇଠି ବାରମ୍ୱାର ଫାଟୁଛି କି? ଏଥିପାଇଁ ଆପଣ ଚିନ୍ତାରେ ରହୁଥିବେ। ଏହାକୁ ଭଲ କରିବା ପାଇଁ ଔଷଧ ମଧ୍ୟ ବ୍ୟବହାର କରୁଥିବେ। ଏହାଦ୍ୱାରା ଗୋଇଠି ଫାଟିବା ଭଲ ହୋଇଯାଇଥାଏ। ହେଲେ ବେଳେ ବେଳେ ଯେତେ ଔଷଧ ବ୍ୟବହାର କଲେ ମଧ୍ୟ କିଛି କାମ ଦେଇନଥାଏ। ବିଜ୍ଞାନ ଯୁଗରେ ଏହାର କାରଣ ଯାହା ହୋଇଥାଉ ପଛେ, ଏପରି ସ୍ଥିତି ଉପୁଜିବାର କାରଣ ସମ୍ପର୍କରେ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି। ଜ୍ୟୋତିଷ ଶାସ୍ତ୍ରରେ ଗୋଇଠି ଫାଟିବାକୁ ଅଶୁଭ […]

  • Tuesday, 20 July 2021
dalchini
ଡାଇବେଟିସ୍‌ରୁ ଉପଶମ ଚାହୁଁଛନ୍ତି କି? କ୍ଷୀରରେ ଏହି ମସଲା ମିଶାଇ ପିଅନ୍ତୁ

ଆମ ରୋଷେଇ ଘରେ ଏମିତି ଅନେକ ମସଲା ରହିଛି, ଯେଉଁଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି। କିନ୍ତୁ ଜାଣିଛନ୍ତି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଏହି ସବୁ ମସଲା ମଧ୍ୟରୁ ଡାଲଚିନି ହେଉଛି ଅନ୍ୟତମ। ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି। ଆଉ ଡାଲଚିନିର ଗୁଣ୍ଡକୁ କ୍ଷୀରରେ ମିଶାଇ ପିଇଲେ, ଏହାର ଉପକାରିତା ଦୁଇ ଗୁଣା ବଢ଼ିଯାଏ। ଏବେ ଆସନ୍ତୁ ଜାଣିବା, ଡାଲିଚିନି ଗୁଣ୍ଡକୁ କ୍ଷୀର ସହ ମିଶାଇ ପିଇଲେ ଶରୀରକୁ କି କି […]

  • Tuesday, 20 July 2021
Rohi Machha Desi Biryani
ଆଜି ଘରେ ତିଆରି କରନ୍ତୁ ରୋହୀ ମାଛ ଦେଶୀ ବିରିୟାନୀ

ଆପଣ ହାଇଦ୍ରାବାଦୀ ବିରିୟାନି, ଚିକେନ୍‌ ବିରିୟାନୀ, ମଟନ ବିରିୟାନି ଓ ଭେଜ୍‌ ବିରିୟାନୀ ଆଦି ନିଶ୍ଚୟ ଖାଇଥିବେ। ସବୁ ପ୍ରକାର ବିରିୟାନୀର ଟେଷ୍ଟ ମଧ୍ୟ ଅଲଗା ଅଲଗା ହୋଇଥାଏ। କିନ୍ତୁ ଆପଣ କେବେ ରୋହୀ ମାଛ ତିଆରି ଦେଶୀ ବିରିୟାନୀ ଖାଇଛନ୍ତି କି? ଏହି ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଅନ୍ୟ ବିରିୟାନୀର ପ୍ରସ୍ତୁତି ପ୍ରଣାଳୀ ଠାରୁ ଟିକେ ଭିନ୍ନ। ଆଉ ସ୍ୱାଦରେ ମଧ୍ୟ ଏହା ଅଲଗା ହୋଇଥାଏ। ତେବେ ଆଜି ହିଁ ଏହି ଭିନ୍ନ ସ୍ୱାଦର ବିରିୟାନୀ […]

fish
ସୁନ୍ଦର କେଶ ଓ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ମାଛ ତେଲ

ଭୁବନେଶ୍ୱର: ମାଛ ଶରୀର ଓ ତ୍ୱଚା ପାଇଁ ଉପକାରୀ । ତେଣୁ ଡାକ୍ତର ମଧ୍ୟ ମାଛ ଖାଇବାକୁ ପରାମର୍ଶ ଦେଇଥାନ୍ତି। କେବଳ ଯେ ମାଛ ଖାଇବା ଶରୀର ପାଇଁ ଉପକାରୀ ତାହା ନୁହେଁ, ମାଛ ତେଲ ମଧ୍ୟ ସୁନ୍ଦର ତ୍ୱଚା ଓ କେଶ ପାଇଁ ବହୁ ଲାଭଦାୟକ। ଏଥିରେ ଓମେଗା ୩ ଫ୍ୟାଟି ଏସିଡ୍‌ ଥାଏ । ଯାହା ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ କେଶକୁ ଘନ ଓ ଲମ୍ବା କରିଥାଏ । ଏହା ସହ […]

  • Tuesday, 20 July 2021
love
ପ୍ରେମ ପାଇଁ ଫେ‌ଙ୍ଗ୍‌ସୁଇ

ଭୁବନେଶ୍ୱର: ଏହି ଭାଲେଣ୍ଟାଇନ୍‌ ସପ୍ତାହରେ ନିଜ ମନର ମଣିଷକୁ ଖୁସିରେ ରଖି ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଚାହିଁଥାନ୍ତି। ଅନେକ ସମୟରେ ସମ୍ପର୍କରେ ନିରାଶା ଓ ଦୁଃଖର କଳାବାଦଲ ଦେଖାଯାଇଥାଏ। ତେବେ କ’ଣ ଆପଣ କେବେ ଚିନ୍ତା କରିଛନ୍ତି, ଏସବୁ ବାସ୍ତୁଦୋଷ ଯୋଗୁ ମଧ୍ୟ ହୋଇପାରେ। ଏସବୁ ସମସ୍ୟାକୁ ଦୂର କରିବା ପାଇଁ ବାସ୍ତୁଶାସ୍ତ୍ରରେ ଅନେକ ଉପାୟ ମଧ୍ୟ ରହିଛି। ପ୍ରେମସମ୍ବନ୍ଧ ବା ବୈବାହିକ ଜୀବନକୁ ଅଧିକ ରୋମାଣ୍ଟିକ ଓ ମଜାଦାର କରିବା ପାଇଁ ଚୀନ୍‌ […]

  • Tuesday, 20 July 2021
dahi makei
ଅଳ୍ପ ସମୟରେ ପ୍ରସ୍ତୁତ କରନ୍ତୁ ଦହି ମକେଇ

ସାଧାରଣତଃ ଆମେ ମକାକୁ ସିଝାଇ ବା ପୋଡ଼ି ଖାଇଥାଉ। କାହିଁକି ନା ଏହା ପାଟିକୁ ଭଲ ଲାଗିଥାଏ। କିନ୍ତୁ କେବେ ମକାରେ ପ୍ରସ୍ତୁତ ଦହି ମକେଇ ଖାଇଛନ୍ତି କି? ଖାଲି ଏହା ସ୍ୱାଦିଷ୍ଟ ନୁହେଁ, ଖୁବ୍‌ ଅଳ୍ପ ସମୟରେ ମଧ୍ୟରେ ହୋଇଥାଏ। ଏହାକୁ ଆପଣ ସକାଳ ଜଳଖିଆରେ ମଧ୍ୟ ଖାଇ ପାରିବେ। ତେବେ ଜାଣନ୍ତୁ କିପରି ପ୍ରସ୍ତୁତ କରିବେ ଦହି ମକେଇ। ଆବଶ୍ୟକୀୟ ସାମଗ୍ରୀ…. ମକା, ଅଦା, ରସୁଣ କଞ୍ଚାଲଙ୍କା, ଦହି, ଧନିଆ ପତ୍ର, ଲୁଣ,ତେଲ, ପିଆଜ, […]

  • Tuesday, 20 July 2021
Aloe-Vera1
ଘିକୁଆଁରୀର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଆଲୋବେରା ବା ଘିକୁଆଁରୀରେ ଥିବା ଔଷଧିୟ ଗୁଣ ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଥିବେ। ଘରେ ସମସ୍ତଙ୍କ ବାଡ଼ି ବଗିଚାରେ ଘିକୁଆଁରୀ ରହିଛି। ଘି କୁଆଁରୀରେ ଆମିନୋଏସିଡ୍‌, ଆଇରନ୍, ପଟାସିୟମ୍‌, କ୍ୟାଲ୍‌ସିୟମ୍‌ ରହିଛି। ଏଥିରେ ଭିଟାମିନ୍‌ B, C, E ଓ ଫଲିକ୍‌ ଏସିଡ୍‌ ମଧ୍ୟ ରହିଛି। ଏହାର ଆନାଲ୍‌ଜେସିକ୍‌ ଓ ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ମଧ୍ୟ ରହିଛି। ଏହାର ବିଶେଷ ଔଷଧୀୟ ଗୁଣ ପାଇଁ ଏହା ଉପରେ ଏବେ ମଧ୍ୟ ଗବେଷଣା ଜାରି ରହିଛି। ତେବେ ପଢ଼ନ୍ତୁ ଏହାକୁ […]

  • Tuesday, 20 July 2021
ଜାଣନ୍ତି କି Colgate ଦାନ୍ତ ସଫା କରିବା ସହ ଆଉ କ’ଣ କରିଥାଏ?

ଆମେ ସକାଳୁ ଉଠି ପ୍ରଥମେ ବ୍ରଶ୍‌ କରିଥାଉ। କିନ୍ତୁ ଆପଣ ଜାଣି ନଥିବେ ଏହି କୋଲ୍‌ଗେଟ୍‌ ଆମର ଦାନ୍ତ ସଫା କରିବା ସହ ଆଉ କଣ କଣ ସଫା କରିବାରେ ସାହାଯ୍ୟ କରେ। ତେବେ ପଢ଼ନ୍ତୁ କୋଲଗେଟ୍‌କୁ କିପରି ଆପଣ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ ୧.ଆପଣଙ୍କ ନଖ ଯଦି ହଳଦିଆ ହୋଇଯାଇଛି ତାହାଲେ ଆପଣ କୋଲଗେଟ୍‌ ଲଗାଇ ନଖ ସଫା କରିପାରିବେ। ୨.ଆପଣ କୋଲଗେଟ୍‌କୁ ବ୍ୟବହାର କରି ଚସମା କାଚ, ଆଇନା ,ମୋବାଇଲ୍‌ ସ୍କ୍ରିନ୍‌, ଗାଡ଼ି […]

  • Tuesday, 20 July 2021
ଲବଙ୍ଗର ଔଷଧୀୟ ଗୁଣ

ଆମ ରୋଷଇ ଘରେ ଅନେକ ପ୍ରକାର ମସଲା ରହିଥାଏ। ସେଥିମଧ୍ୟରୁ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ଅନେକ ସମୟରେ ଲବଙ୍ଗ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣନ୍ତି କି କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ନୁହେଁ ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିଥାଏ। ତେବେ ଛୋଟ ଛୋଟ ସମସ୍ୟା ପାଇଁ ଆମେ ଔଷଧ ଖାଇବା ବଦଳରେ ଲବଙ୍ଗକୁ ବ୍ୟବହାର କରି ସମସ୍ୟା ଦୂର କରିପାରିବା। ଲବଙ୍ଗକୁ କିପରି ବ୍ୟବହାର କରିବେ? ପେଟ […]

  • Tuesday, 20 July 2021
women
୩୦ ବର୍ଷ ବୟସ ପରେ ମହିଳାଙ୍କ କ୍ଷେତ୍ରରେ ଦେଖାଯାଏ ଏହି ସବୁ ସ୍ୱାସ୍ଥ୍ୟସମସ୍ୟା

୩୦ ବର୍ଷ ବୟସ ହୋଇଗଲା ପରେ ମହିଳାମାନଙ୍କୁ ଅନେକ ପ୍ରକାର ରୋଗର ସାମ୍ନା କରିବାକୁ ପଡ଼ିଥାଏ। ମହିଳାମାନେ ଶାରୀରିକ ଦୁର୍ବଳତା ଅନୁଭବ କରିବା ସହ ଆହୁରି ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ତେଣୁ ମହିଳାମାନଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଜାଣନ୍ତୁ ମହିଳାମାନଙ୍କୁ କେଉଁ କେଉଁ ରୋଗ ହେବାର ସମ୍ଭାବନା ଥାଏ। ସ୍ତନ କର୍କଟ- ମହିଳା ମାନଙ୍କର ସବୁ ବୟସରେ ସ୍ତନ କର୍କଟ ହେବାର ସମ୍ଭାବନା ଥାଏ। କିନ୍ତୁ ୩୦ […]

  • Tuesday, 20 July 2021
22
ଡାଇବେଟିସ୍‌ ଓ କ୍ୟାନ୍ସର ପାଇଁ ଅନେକ ଉପକାରୀ ଏହି ଗଛ

ସଦାବାହାର ଗଛ ପ୍ରାୟ ସମସ୍ତଙ୍କ ବାଡ଼ିରେ ବା ଛାତ ଉପରେ କୁଣ୍ଡରେ ଶୋଭା ପାଇଥାଏ। ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଥିବା ଏହି ଆର୍ୟୁବେଦିକ ଗଛ ଡାଇବେଟିସ୍‌ ଓ କ୍ୟାନ୍ସର ଭଳି ରୋଗର ଉପଶମ କରିପାରିବ? କେବଳ ଏତିକି ନୁହେଁ ଏହା ବ୍ଲଡ୍‌ ସୁଗାର ବା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଯଦି ଆପଣ ଏହାର ସଠିକ ଉପଯୋଗ କରିବେ ତାହାଲେ ଆପଣଙ୍କୁ ଅଧିକ ଟଙ୍କା ଦେଇ ଔଷଧ କିଣିବାକୁ ପଡ଼ିବନାହିଁ। […]

  • Tuesday, 20 July 2021
chena murki
ଏହି ତିନୋଟି ଜିନିଷରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଛେନା ମୁଡୁକି

ଛେନା ତରକାରୀ, ରସଗୋଲା ଏବଂ ଛେନାରେ ତିଆରି ହୋଇଥିବା ଅନେକ ଆଇଟମ୍‌ ଆପଣ ଖାଇଥିବେ। କିନ୍ତୁ କେବେ ଛେନାରେ ତିଆରି ମୁଡୁକି ଖାଇଛନ୍ତି କି? ଏହାର ସ୍ୱାଦ ସବୁ ମିଠା ଜିନିଷ ଠାରୁ ଅଲଗା ହୋଇଥାଏ। ତେବେ ବହୁତ କମ୍‌ ସାମଗ୍ରୀରେ ଆଜି ଘରେ ପ୍ରସ୍ତୁତ କରନ୍ତୁ ଛେନା ମୁଡୁକି। ଜାଣନ୍ତୁ ,ଛେନା ମୁଡକି ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ବିଷୟରେ  ପନୀର-୨୦୦ଗ୍ରାମ, ଚିନି-୩୫୦ ଗ୍ରାମ ଏବଂ ପାଣି-ତିନି କପ୍‌ ପ୍ରଥମେ ଏକ ଗଭିରିଆ ପ୍ୟାନ୍‌ […]

  • Tuesday, 20 July 2021
food
ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଲରା କଖାରୁ ପତ୍ର ପିଠଉ

ଛୋଟ ଛୋଟ ଛୁଆମାନେ କଲରା ଖାଇବାକୁ ଭଲ ପାଆନ୍ତି ନାହିଁ। କାହିଁକି ନା ଏହା ବହୁତ ପିତା ଲାଗିଥାଏ। ଏହା ପିତା ଲାଗିଲେ ବି ଶରୀର ପାଇଁ ବହୁତ ହିତକର। ଯଦି କଲରାକୁ ଆମେ ନୂଆ ଟେଷ୍ଟ ଦେବା ଅର୍ଥାତ୍‌ ଏଥିରେ କିଛି ଚଟ୍‌ପଟା ଜିନିଷ ତିଆରି କରିବା ତେବେ ଖାଲି ଏହା ସୁସ୍ୱାଦୁ ଲାଗିବ ନାହିଁ ବରଂ ଏହା ସମସ୍ତଙ୍କୁ ଖାଇବାକୁ ଭଲ ମଧ୍ୟ ଲାଗିବ। ତେବେ ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ କଲରା କଖାରୁ […]

  • Tuesday, 20 July 2021
bread
ବିନା ଅଣ୍ଡାରେ ତିଆରି କରନ୍ତୁ ବ୍ରେଡ୍‌ ଅମ୍‌ଲେଟ୍‌

ସକାଳ ଜଳଖିଆରେ ହେଉ ବା ପିଲାଙ୍କ ଟିଫିନ୍‌ ପାଇଁ ସବୁବେଳେ ଆମେ ସୁସ୍ଥ ଓ ଅଳ୍ପ ସମୟ ମଧ୍ୟରେ ହୋଇପାରୁଥିବା ଖାଦ୍ୟ ପସନ୍ଦ କରିଥାଉ। ସେଥିପାଇଁ ବ୍ରେଡ୍‌କୁ ଆମେ ଏକ ସ୍ୱ୍ୟାସ୍ଥ୍ୟକର ଖାଦ୍ୟ ଭାବେ ଖାଇଥାଉ। ଅଧିକାଂଶ ଲୋକ ବ୍ରେଡ୍‌ ସହ ଜାମ୍‌ କିମ୍ବା ବଟର୍‌ ଲଗାଇ ଏହାକୁ ଖାଇଥାନ୍ତି। ଏହି ବ୍ରେଡ୍‌କୁ ଆହୁରି ସୁସ୍ୱାଦୁ କରିବା ପାଇଁ ପ୍ରସ୍ତୁତ କରନ୍ତୁ ବିନା ଅଣ୍ଡାରେ ବ୍ରେଡ୍‌ ଅମ୍‌ଲେଟ୍‌। ଯାହା ଖାଲି କମ୍‌ ସମୟରେ ହୋଇନଥାଏ ସୁସ୍ୱାଦୁ ମଧ୍ୟ […]

  • Tuesday, 20 July 2021
ginger-turmeric-tea
ଓଜନ କମାଇବାକୁ ଚାହୁଁଛନ୍ତି କି? ପିଅନ୍ତୁ ଏହି ସବୁ ଜିନିଷରେ ତିଆରି ପାନୀୟ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅନ୍ୟକ ଲୋକ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ହଜମ ସମସ୍ୟା ଯୋଗୁ ମଧ୍ୟ ଓଜନ ବଢ଼ିଥାଏ। ଅଦା, ହଳଦୀ,ମହୁ ଇତ୍ୟାଦି ହଜମ ସମସ୍ୟା ଦୂର କରିବା ସହିତ ଓଜନ ମଧ୍ୟ କମାଇଥାଏ। ତେବେ ଆପଣ ଓଜନ କମାଇବାକୁ ଚାହୁଁଥିଲେ ଏହି ସବୁ ଜିନିଷରେ ପାନୀୟ ପ୍ରସ୍ତୁତ କରି ସକାଳେ ଖାଲି ପେଟରେ ପିଅନ୍ତୁ। ପଢ଼ନ୍ତୁ ଏହି […]

  • Tuesday, 20 July 2021
Peppermint-Tea (1)
ଜାଣନ୍ତୁ ପୁଦିନା ଚା’ ର ପ୍ରସ୍ତୁତି ପ୍ରଣାଳୀ ଓ ପିଇବାର ଫାଇଦା

ପୁଦିନା ପତ୍ର ର ଉପକାରିତା ବିଷୟରେ ଆପଣ ଜାଣିଥିବେ। ଏଥିରେ ଅନେକ ଔଷଧିୟ ଗୁଣ ରହିଛି। ପୁଦିନା ଖାଇବା ଦ୍ୱାରା ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ। ପୁଦିନାକୁ ଆମେ ଚଟଣୀ ଭାବେ ବ୍ୟବହାର କରିଥାଉ। କିନ୍ତୁ ପୁଦିନା ଚା’ କେବେ ପିଇଛନ୍ତି କି? ତେବେ ଜାଣନ୍ତୁ ପୁଦିନା ଚା’ ତିଆରି କରିବାର ପ୍ରଣାଳୀ ଓ ଉପକାରିତା। ପୁଦିନା ଚା’ର ଉପକାରିତା -ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଛଥାଏ -ପାଚନ କ୍ରିୟା ନିୟନ୍ତ୍ରଣ କରେ […]

  • Monday, 19 July 2021