ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଏହି ସପ୍ତାହରେ, ତୁମ ସ୍ୱାସ୍ଥ୍ୟ ସହିତ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡିପାରେ । ପାରିବାରିକ ଜୀବନ ସୁଖମୟ ହେବ । ସପ୍ତାହର ମଧ୍ୟଭାଗରେ, ଆପଣ ନିଜକୁ ସାଧାରଣ ଅପେକ୍ଷା ତୁମର ବୃତ୍ତିଗତ ଜୀବନକୁ ଅଧିକରୁ ଅଧିକ ସମୟ ଦେବେ । ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।
ସାଧାରଣତଃ ନଖ ଚୋବେଇବା ଅଭ୍ୟାସ ସାଧାରଣତଃ ପିଲା ଦିନରୁ ହିଁ ଆରମ୍ଭ ହୋଇ ଥାଏ । ଏହି ଅଭ୍ୟାସ କେବେ ଚିନ୍ତା କେବେ ଷ୍ଟ୍ରେସ କାରଣରୁ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ, ଆପଣ କିଛି ଘରୋଇ ଉପଚାର ଗ୍ରହଣ କରିପାରିବେ। ନଖ ଚୋବାଇବା ଦ୍ୱାରା ନଖରେ ଥିବା ଜୀବାଣୁ ଶରୀରରେ ରୋଗ ସୃଷ୍ଟି କରିଥାଏ । ଏହି ଅଭ୍ୟାସ ବୟସ୍କ ଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଚାଲିଥାଏ। ସେ ଯାହା ହେଉନା କାହିଁକି, ନଖ କାମୁଡ଼ିବା କୌଣସି ବୟସର ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇଥାଏ।
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ, ୧୩ ତାରିଖ, ରବିବାର, କୁମ୍ଭ ୨୯ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ,ଦଶମୀ ତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ଚନ୍ଦ୍ର, ଜାଣନ୍ତୁ ଆଜିର ରାଶିଫଳ....
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୨ ତାରିଖ, ଶନିବାର, କୁମ୍ଭ୨୮ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ, ନବମୀତିଥି, ଆଦ୍ରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୧୧ ତାରିଖ, ଶୁକ୍ରବାର, କୁମ୍ଭ୨୭ ଦିନ, ଫାଲଗୁନମାସ, ଶୁକ୍ଳପକ୍ଷ,ନବମୀତିଥି, ମୃଗଶିରା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୯ ତାରିଖ, ବୁଧବାର, କୁମ୍ଭ, ୨୫ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ, ସପ୍ତମୀ ତିଥି, କୃତ୍ତିକା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଆଜି ୨୦୨୨ ମସିହା ମାର୍ଚ୍ଚ ତା ୮ ରିଖ, ମଙ୍ଗଳବାର କୁମ୍ଭ ୨୪ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ। ଷଷ୍ଠୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର
ଆଜି ୨୦୨୨ ମସିହା ମାର୍ଚ୍ଚ ୭ ତାରିଖ, ସୋମବାର, କୁମ୍ଭ, ୨୩ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ପଞ୍ଚମୀ ତିଥି,ଦ୍ୱିଜା ନକ୍ଷତ୍ର, ମେଷ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ଆଜି ୨୦୨୨ ମସିହା ମାର୍ଚ୍ଚ ତା ୬ ରିଖ ରବିବାର, କୁମ୍ଭ ୨୨ ଦିନ ଫାଲଗୁନ ମାସ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି ଅଶ୍ୱିନୀ ନକ୍ଷତ୍ର, ମେଷ ଚନ୍ଦ୍ର
ଆଜି ୨୦୨୨ ମସିହା ମାର୍ଚ୍ଚ ତା ୫ ତାରିଖ, ଶନିବାର, କୁମ୍ଭ, ୨୧ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ତୃତୀୟା ତିଥି, ରେବତୀ ନକ୍ଷତ୍ର, ମୀନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ଆଜି ୨୦୨୨ ମସିହା ମାର୍ଚ୍ଚ ୪ ତାରିଖ, ଶୁକ୍ରବାର, କୁମ୍ଭ, ୨୦ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ଦ୍ୱିତୀୟା ତିଥି,ଉତ୍ତରଭାଦ୍ର ନକ୍ଷତ୍ର, ମୀନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୩ ତାରିଖ, ଗୁରୁବାର, କୁମ୍ଭ, ୧୯ ଦିନ, ଫାଲଗୁନ ମାସ, ଶୁକ୍ଳପକ୍ଷ,ପ୍ରତିପଦା ତିଥି, ପୂର୍ବଭାଦ୍ର ନକ୍ଷତ୍ର, କୁମ୍ଭ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆମ ହିନ୍ଦୁ ଧର୍ମରେ ଆମେ ବାସ୍ତୁ ଶାସ୍ତ୍ରକୁ ଖୁବ୍ ଗୁରୁତ୍ଵ ଦେଇଥାଉ । ଏହିସବୁ ବାସ୍ତୁ ଶାସ୍ତ୍ର ଜୀବନରେ ନକାରାତ୍ମକ ଓ ସକାରାତ୍ମକ ଉର୍ଜା ଆଣିଥାଏ । ମାନ୍ୟତା ରହିଛି ଯେ ବାସ୍ତୁ ଶାସ୍ତ୍ର ନିୟମ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ କିଛିଟା ଜିନିଷକୁ ଦେଖିବା ଦ୍ଵାରା ଅଶୁଭ ହୋଇଥାଏ ।
ଆଜି ୨୦୨୨ ମସିହା ମାର୍ଚ୍ଚ ମାସ ୨ତାରିଖ, ବୁଧବାର, କୁମ୍ଭ, ୧୮ ଦିନ, ଫାଲଗୁନ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଶତଭିଷା ନକ୍ଷତ୍ର, କୁମ୍ଭ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ଆମ ମଧ୍ୟରୁ ଅଧିକାଂଶ ବ୍ୟକ୍ତି କରୋନା ସମୟରେ ୱାର୍କ ଫ୍ରମ ହୋମ ଯୋଗେ ଅଫିସ କାର୍ଯ୍ୟ ପୁରା କରୁଛନ୍ତି । ଘରେ ବସି ବସି କମ୍ପ୍ୟୁଟର ଆଗରେ ଅଫିସ କାମ କରୁଥିବା କାରଣରୁ ଓଜନ ବୃଦ୍ଧି ହେଉଛି । ଯେଉଁ କାରଣରୁ ବିଭିନ ଶାରୀରିକ ସମସ୍ୟା ମଧ୍ୟ ଦେଖା ଯାଉଛି ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୮ ତାରିଖ, ସୋମବାର, କୁମ୍ଭ୧୬ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ,ତ୍ରୟୋଦଶୀତିଥି, ଶ୍ରବଣା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...
ଜଣେ ବ୍ୟକ୍ତିଙ୍କ ଜୀବନରେ ଅର୍ଥ ଏବଂ ସମ୍ମାନ ହେଉଛି ମୁଖ୍ୟ ଲକ୍ଷ୍ୟ । ଜୌତିଷ ଶାସ୍ତ୍ର ଅନୁସାରେ ଯଦି ସୂର୍ଯ୍ୟଙ୍କ କୋପ ଦୃଷ୍ଟି ଭଲ ରୁହେ, ତେବେ ବ୍ୟକ୍ତିର ଜୀବନରେ ସୃଜନଶୀଳ ପ୍ରବୃତ୍ତି ଥାଏ । ହସ୍ତରେଖା ବିଜ୍ଞାନ ଅନୁଯାୟୀ ଯଦି ଆଙ୍ଗୁଠି ଛୋଟ, ତେବେ ଏହିପରି ଲୋକଙ୍କୁ ବହୁତ ସମ୍ମାନ ମିଳିଥାଏ । ଅର୍ଥର ସମସ୍ୟା ସାରା ଜୀବନ ପାଇଁ ରହିଥାଏ ।
ତ୍ୱଚ୍ଚାର ଚମକ ବଢ଼ାଇବା ପାଇଁ କିଏ କସମେଟିକର ସହାୟତା ନିଅନ୍ତି ତ ଆଉ କିଏ ଘରୋଇ ଉପଚାର କରିଥାନ୍ତି । ଏଭଳି ଏକ ଘରୋଇ ଉପଚାର ହେଉଛି ମସୁର ଡାଲି। ମସୁର ଡାଲିକୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚାର ଉଜ୍ଜଳତା ବଢ଼ିବା ସହ ସୁନ୍ଦରତା ଦ୍ୱିଗୁଣ ହୋଇଯିବ।
ଏହି ସପ୍ତାହଟି ଆପଣଙ୍କ ପାଇଁ ଉତ୍ତମ ଧରଣର ରହିବ । ଆପଣଙ୍କ ବୃତ୍ତିଗତ ଜୀବନ ପାଇଁ ଏହା ଏକ ଅନୁକୂଳ ସପ୍ତାହ ହେବ । ଏହି ସପ୍ତାହରେ ଏକ ନୂତନ ଚାକିରିର ସୁଯୋଗ ପାଇବାର ସମ୍ଭାବନା ରହିଛି । ଏହି ସପ୍ତାହରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ପାରିବାରିକ ଜୀବନ ସୁଖମୟ ହେବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା କିପରି କଟିବ ଏହି ସପ୍ତାହ ଓ କ’ଣ ରହିଛି ଆପଣଙ୍କ ରାଶିରେ ।
୨୦୨୨ ମସିହା, ଫେବୃୟାରୀ ମାସ ୨୭ ତାରିଖ, ରବିବାର, କୁମ୍ଭ୧୫ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ,ଏକାଦଶୀତିଥି, ପୂର୍ବାଷାଢା ନକ୍ଷତ୍ର, ଜାଣନ୍ତୁ ଆଜିର ରାଶିଫଳ...
୨୦୨୨ ମସିହା, ଫେବୃୟାରୀ ମାସ ୨୬ ତାରିଖ, ଶନିବାର, କୁମ୍ଭ୧୪ ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ଦଶମୀତିଥି, ମୂଳାନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
୨୦୨୨ ମସିହା, ଫେବୃୟାରୀ ମାସ ୨୫ ତାରିଖ, ଶୁକ୍ରବାର, କୁମ୍ଭ୧୩ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ନବମୀତିଥି, ଜ୍ୟେଷ୍ଠା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…
୨୦୨୨ ମସିହା, ଫେବୃୟାରୀ ମାସ ୨୪ ତାରିଖ, ଗୁରୁବାର, କୁମ୍ଭ୧୨ଦିନ, ଫାଲଗୁନମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ଅନୁରାଧା ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ....
ଶତ୍ରୁମାନେ ଚକ୍ରାନ୍ତ ରଚିପାରନ୍ତି। ପରିବାରରେ ମତାନ୍ତର ଦେଖାଦେଇପାରେ।
ଆଜି ୨୦୨୨ ମସିହା, ଫେବୃୟାରୀ ମାସ ୨୨ ତାରିଖ, ମଙ୍ଗଳବାର , କୂମ୍ଭ ୧୦ଦିନ, କୃଷ୍ଣପକ୍ଷ ଷଷ୍ଠୀ ତିଥି, ସ୍ୱାତୀ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ପଣଙ୍କରଦିନ...