• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Lifestyle Updates

Benefits of Rose water
ତ୍ୱଚାକୁ ସୁନ୍ଦର କରାଏ ଗୋଲାପ ଜଳ

ଗୋଲାପ ଜଳ ନିୟମିତ ବ୍ୟବହାର କଲେ, ଆପଣଙ୍କ ମୁହଁର ରୋମ ଛିଦ୍ର ସବୁ ସଫା ହୋଇଥାଏ ଏବଂ ଏଥିରେ ଥିବା ଆଣ୍ଟିସେଫ୍‌ଟିକ୍ ଗୁଣ ଆପଣଙ୍କ ମୁହଁର ପିଏଚ୍‌ ସ୍ତରକୁ ସନ୍ତୁଳିତ ରଖିଥାଏ ।

Skin Infections On A Rainy Day
ବର୍ଷା ଦିନେ ସ୍କିନ୍‌ ଇନ୍‌ଫେକ୍ସନ୍‌ରୁ ପାଆନ୍ତୁ ମୁକ୍ତି , ଆପଣାନ୍ତୁ ଏହି ସବୁ ଟିପ୍ସ

ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍‌ଫେକ୍ସନ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।

Don't eat all these foods with yogurt
ଦହି ସହ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଦହି ସହ ଏକତ୍ର କରି ଖାଇବା ଉଚିତ୍ ନୁହେଁ ।

Yoga for boosting stamina
ଆପଣଙ୍କ ଶରୀରରେ କମ ଷ୍ଟାମିନା ଅଛି କି; କରନ୍ତୁ ଏହି ଯୋଗ

ଶରୀର ପାଇଁ ଶକ୍ତି ଜରୁରୀ। ଶକ୍ତି କମିଗଲେ ଶରୀର ହାଲିଆ ହୋଇପଡେ। କାମ କରିବାରେ ଇଛା ଲାଗେନି। ତେବେ ଶରୀରକୁ ଶକ୍ତି ଯୋଗାଇବା ପାଇଁ କେଉଁସବୁ ଯୋଗ କରିବା ଜରୁରୀ ଆସନ୍ତୁ ଜାଣିବା।

If not stand 10 second in one leg then death risk
୧୦ ସେକେଣ୍ଡ ଏକ ଗୋଡିକିଆ ଠିଆ ହୋଇ ନ ପାରିଲେ ମୃତ୍ୟୁ ଆସନ୍ନ

ଆପଣ ୧୦ ସେକେଣ୍ଡ ଗୋଟିଏ ଗୋଡରେ ଠିଆ ହୋଇ ପାରୁଛନ୍ତି ତ? ଯଦି ନା, ତେବେ ଆପଣଙ୍କ ପ୍ରତି ବିପଦ ରହିଛି। ଅନ୍ୟମାନଙ୍କ ତୁଳନାରେ ଆଗାମୀ ୧୦ ବର୍ଷ ମଧ୍ୟରେ ମୃତ୍ୟୁ ହେବାର ଆଶଙ୍କା ରହିଛି।

how to properly sit at a computer best ways to sit when you are working on computer
ଅଧିକ ସମୟ ବସୁଛନ୍ତି କି ? ହୋଇପାରେ ମୃତ୍ୟୁର କାରଣ

କମ୍ପ୍ୟୁଟର ଆଗରେ ଅଧିକ ସମୟ ବସିବା ପଡିପାରେ ମହଙ୍ଗା...

Health benefits of having beard
ଚର୍ମ କର୍କଟରୁ ରକ୍ଷା କରିବ ନିଶ-ଦାଢି; ଜାଣନ୍ତୁ ଅନ୍ୟାନ୍ୟ ଫାଇଦା

ନିଶ-ଦାଢି ଆଜିକାଲି ଟ୍ରେଣ୍ଡ୍ ହୋଇଛି। ଯୁବପିଢି ଏହାକୁ ଆଦରୁଛନ୍ତି। ଏହା ଏକ ଫ୍ୟାସନ ହୋଇଥିଲେ ମଧ୍ୟ ଏହା ପଛରେ ରହିଛି ଅନେକ ବୈଜ୍ଞାନିକ କାରଣ।

Make herbal face pack
ଘରେ ପ୍ରସ୍ତୁତ କରି ଲଗାନ୍ତୁ ହର୍ବାଲ୍ ଫେସ୍‌ପ୍ୟାକ୍, ଚମକିବ ତ୍ୱଚା

ପାର୍ଲରରେ ପଇସା ଖର୍ଚ୍ଚ ନକରି ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ମୁହଁର ଯତ୍ନ ନେଇପାରିବେ । ଖରା ଦିନେ କିପରି ଆମ ତ୍ୱଚାର ଯତ୍ନ ନେବା ତାହା ଏକ ବଡ ସମସ୍ୟା ଭାବେ ଦେଖାଦିଏ । ଏଥିଯୋଗୁ ତ୍ୱଚା କଳା ପଡିଯିବା ସହ ଟ୍ୟାନ୍‌ ସମସ୍ୟା ଦେଖାଦିଏ । ଆପଣ ଘରୋଇ ଉପାୟରେ ହର୍ବାଲ ଫେସ୍‌ପ୍ୟାକ ବନେଇ ତ୍ୱଚ୍ଚାରେ ଲଗେଇ ପାରିବେ । ତା’ହେଲେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ…

Daily Horoscope
ସାବଧାନ ! ଏହି ସବୁ ରାଶିର ବ୍ୟକ୍ତି ଆଜି ସମସ୍ୟାରେ ପଡିପାରନ୍ତି

ଆଜି, ୨୦୨୨ ମସିହା, ମେ ମାସ, ୧୮ ତାରିଖ, ବୁଧବାର, ବୃଷ, ୪ ଦିନ, ଜ୍ୟେଷ୍ଠ ମାସ, କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ…

Daily Horoscope
ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତିମାନଙ୍କ ସମ୍ପତ୍ତି ବୃଦ୍ଧି ହୋଇପାରେ...

ଆଜି ୨୦୨୨ ମସିହା, ମେ ମାସ, ୧୭ ତାରିଖ, ମଙ୍ଗଳବାର, ସୈାର, ବୃଷ ମାସ, ଜ୍ୟେଷ୍ଠ କୃଷ୍ଣପକ୍ଷ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

daily horoscope
ଆଜି ଆପଣଙ୍କ ଭାଗ୍ୟ କଣ ରହିଛି, ଜାଣନ୍ତୁ...

ଆଜି ୨୦୨୨ ମସିହା, ମେ ମାସ, ୧୬ ତାରିଖ, ସୋମବାର, ବୃଷ, ୨ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ପୂର୍ଣ୍ଣିମ ତିଥି, ବିଶାଖା ନକ୍ଷତ୍ର, ତୁଳା ଚନ୍ଦ୍ର ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ....

Daily Horoscope
ଆଜିର ରାଶିଫଳ: ଅପରାହ୍ନରେ ମିଳିବ ଖୁସି ଖବର !

ଆଜି ୨୦୨୨ ମସିହା, ମେ ମାସ, ୧୫ ତାରିଖ, ରବିବାର, ବୃଷ, ୧ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର, ତୁଳା ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ....

Daily Horoscope
ଆଜିର ରାଶିଫଳ : କାହା ପାଇଁ ଶୁଭ, କାହାକୁ ମିଳିପାରେ ଅପବାଦ ?

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

vastu and clove
ଭାଗ୍ୟ ବଦଳାଇବ ଲବଙ୍ଗ,ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ ଲବଙ୍ଗ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ଘରେ ନିୟମିତ ବ୍ୟବହାର ହେଉଥିବା ଲବଙ୍ଗକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ସାମାନ୍ୟ ଆକାରର ଲବଙ୍ଗଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ବାସ୍ତୁବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।

Horoscope today
Daily Horoscope 13 May 2022: ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୨୨ ମସିହା, ମେ ମାସ ୧୩ ତାରିଖ, ଶୁକ୍ରବାର, ମେଷ, ୩୦ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି, ହସ୍ତା ନକ୍ଷତ୍ର, କନ୍ୟା ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

daily horoscope
Daily Horoscope 12 May 2022: ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୨୨ ମସିହା ମେ ମାସ ୧୨ ତାରିଖ, ଗୁରୁବାର, ମେଷ, ୨୯ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି, ଉତ୍ତରା ଫାଲଗୁନି ନକ୍ଷତ୍ର, କନ୍ୟା ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

daily horoscope
Daily Horoscope 11 May 2022: ଆଜି ଏହି ସବୁ ରାଶିର ଛାତ୍ରଛାତ୍ରୀଙ୍କୁ ମିଳିପାରେ ଚାକିରି

ଆଜି ୨୦୨୨ ମସିହା, ମେ ମାସ, ୧୧ ତାରିଖ, ବୁଧବାର, ମେଷ, ୨୮ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ପୂର୍ବାଫାଲଗୁନି ନକ୍ଷତ୍ର, ସିଂହ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ହସ୍ତତନ୍ତ ମେଳାରେ ଗ୍ରାହକଙ୍କ ଭିଡ଼
ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ହସ୍ତତନ୍ତ ମେଳା ଆରମ୍ଭ...

ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ହସ୍ତତନ୍ତ ମେଳା ଆରମ୍ଭ...ଏହି ମେଳା ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ

Daily Horoscope
Daily Horoscope 10 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା ମେ ୧୦ ତାରିଖ, ମଙ୍ଗଳବାର, ମେଷ, ୨୭ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ନବମୀ ତିଥି, ମଘା ନକ୍ଷତ୍ର, ସିଂହ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Daily Horoscope
Daily Horoscope 9 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା ମେ ମାସ ୯ ତାରିଖ, ସୋମବାର, ମେଷ, ୨୬ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Daily Horoscope
Daily Horoscope 8th May 2022: ଆଜି ଏହି ୩ ରାଶିର ବ୍ୟକ୍ତି ଜଗି ରଖି ଚଳନ୍ତୁ

ଆଜି ୨୦୨୨ ମସିହା ମେ ମାସ ୮ ତାରିଖ ରବିବାର ମେଷ ୨୫ ଦିନ ବୈଶାଖ ମାସ ଶୁକ୍ଳପକ୍ଷ, ସପ୍ତମୀ ତିଥି ପୂଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Daily Horoscope
Daily Horoscope 7th May 2022: ସାବଧାନ ! ବୃଷ-ସିଂହ-କନ୍ୟା ରାଶିର ବ୍ୟକ୍ତିଙ୍କ ଘାତ ବାର, ହୋଇପାରେ ଏହି ସବୁ କ୍ଷତି

ଜ୍ୟୋତିଷ ବାଣୀ- ଶରୀର ସୁସ୍ଥ ରହିବା ସହିତ ଗୃହରେ ସୁଖ ଶାନ୍ତି ପାଇବା ପାଇଁ ସରଳ ପ୍ରତିକାର। ପ୍ରତ୍ୟେକ ରବିବାର ଦିନ ସ୍ନାନ ପରେ ଲାଲ୍ ରଙ୍ଗର ବସ୍ତ୍ର ପିନ୍ଧି ଧୂପ, ଦୀପ, ଲାଲ୍ ମନ୍ଦାର ଫୁଲ, ଦେଇ ତମ୍ବା ପାତ୍ରରେ ଗୁଡ଼ ପାଣିରେ ଆଦିତ୍ୟ ହୃଦୟ ସ୍ତୋତ୍ର ପଢି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ, ଏହା ୪୩ ଟି ରବିବାର କରନ୍ତୁ

Daily Horoscope
Daily Horoscope 6 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ମେ ମାସ, ୬ ତାରିଖ, ଶୁକ୍ରବାର, ମେଷ, ୨୩ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ଷଷ୍ଠୀ ତିଥି, ଆଦ୍ରା ନକ୍ଷତ୍ର,ମିଥୁନ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Daily Horoscope
Daily Horoscope 5 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା ମେ ମାସ ୫ ତାରିଖ, ଗୁରୁବାର, ମେଷ, ୨୨ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Daily Horoscope 4 May 2022
Daily Horoscope 4 May 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା ମେ ମାସ ୪ ତାରିଖ, ବୁଧବାର, ମେଷ, ୨୧ ଦିନ, ବୈଶାଖ ମାସ, ଶୁକ୍ଳପକ୍ଷ,ଚତୁର୍ଥୀ ତିଥି, ମୃଗଶିରା ନକ୍ଷତ୍ର, ବୃଷ ଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...