ଭାରତୀୟ ରେଳବାଇରେ ଚାକିରି ଖୋଜୁଥୁବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଦକ୍ଷିଣ ରେଳବାଇ ଖେଳ କୋଟା ଅଧିନରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଆଜିକାଲି ସମସ୍ତେ ସରକାରୀ ଚାକିରି ପଛରେ ଦୌଡୁଛନ୍ତି। ଏନେଇ ବର୍ଷ ବର୍ଷ ମଧ୍ୟ ପରିଶ୍ରମ କରୁଛନ୍ତି। ଅନେକ ମଧ୍ୟ ଖାଇବା ପିଇବା ଭୁଲି ଯାଉଛନ୍ତି। କ’ଣ ରହିଛି ଏହାର କାରଣ? ଏଥିରୁ କ’ଣ ମିଳୁଛି ଲାଭ? ଆସନ୍ତୁ ଜାଣିବା।
ନୌସେନାରେ ଚାକିରି ପାଇବାର ଏକ ସୁବର୍ଣ୍ଣ ସୁଯୋଗ। ବିଶେଷ କରି ଏହି ନିଯୁକ୍ତି ପାଇଁ ୧୦ମ, ୧୨ଶ ପାଶ୍ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ଏଭଳି ପରିସ୍ଥିତିରେ, ସମୟ ନଷ୍ଟ ନକରି ଆବେଦନ ପାଇଁ ତୁରନ୍ତ ପ୍ରସ୍ତୁତ ହୋଇଯାଆନ୍ତୁ।
NPCIL ବୈଜ୍ଞାନିକ ସହାୟକ, ଫାର୍ମାସିଷ୍ଟ, ଷ୍ଟାଇପେଣ୍ଡାରୀ ଟ୍ରେନି, ନର୍ସ, ଆସିଷ୍ଟାଣ୍ଟ ଗ୍ରେଡ୍ -୧ ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକରେ ଚାକିରି କରିବାକୁ ଚାହାନ୍ତି ଏବଂ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଛନ୍ତି ସେମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS), ଭୁବନେଶ୍ୱରରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଏଏସ୍ଓ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଓପିଏସସି କଟ୍ ଅଫ୍ ମାର୍କ ନିର୍ଦ୍ଧାରଣ କରିପାରିବ କି ନାହିଁ। ଏହି ପ୍ରଶ୍ନକୁ ନେଇ ହାଇକୋର୍ଟରେ ମୁହାଁମୁହିଁ ଓପିଏସସି ଓ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ଯୁକ୍ତି ହେଲା- ଏଏସ୍ଓ ନିଯୁକ୍ତିର ଲିଖିତ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଅଲଗା ଅଲଗା ଭାବେ କଟ୍ ମାର୍କ ରଖିପାରିବ ନାହିଁ ଓପିଏସସି।
ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ଦ୍ୱାରା କରାଯାଉଥିବା ଏହି ନିଯୁକ୍ତିର ଲିଖିତ ପରୀକ୍ଷା ଗତ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା।
ଯିଏ UPSC ପରୀକ୍ଷାରେ ବସିଛି ସିଏ ଜାଣିଛି ଏହା କେତେ କଷ୍ଟକର। ଏହାକୁ ପ୍ରଥମ ଚେଷ୍ଟାରେ ସଫଳ କରିବା ନିହାତି କଷ୍ଟକର। କିନ୍ତୁ ଆପଣ ଯଦି ଏହାକୁ ଏକାଥରେ ସମ୍ଭବ କରିବାକୁ ଚାହାନ୍ତି ତେବେ ଏହି ଟିପ୍ସକୁ ଅନୁସରଣ କରିବାକୁ ପଡିବ।
କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ଖାଲି ପଡ଼ିଥିବା ପ୍ରାଇମେରୀ ଶିକ୍ଷକ ପଦବୀ ପାଇଁ KVS ଆବେଦନପତ୍ର ଆହ୍ୱାନ କରୁଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ KVS ୱେବ୍ସାଇଟ୍- www.kvsangathan.nic.in କୁ ଯାଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ।
ସରକାରୀ ଚାକିରି ତାହା ପୁଣି କେନ୍ଦ୍ର ସରକାରରେ, କିଏ ବା ଖୁସି ନ ହେବ। ଦଶମ ପାଶ୍ କରିଥିଲେ ବି ଆବେଦନ କରିପାରିବେ। BPNL ଏନେଇ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
କୋକୋନଟ୍ ଡେଭଲପମେଣ୍ଟ୍ ବୋର୍ଡ ଅନେକ ପଦବୀରେ ନିଯୁକ୍ତି ବାହାର କରିଛି। ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ।
ରାଜ୍ୟରେ ଏକ ଲକ୍ଷ ୨୦ ହଜାର ପ୍ରାଥମିକ ଶିକ୍ଷକ ଅଛନ୍ତି। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଏମାନଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ।
OSSC ଗ୍ରୁପ୍ ବି ଷ୍ଟେଟ୍ କ୍ୟାଡର ଅଧୀନରେ ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୨୨୫ଟି ପଦବୀ ପୂରଣ ହେବ।
ଏସଏସଆର ଜରିଆରେ ‘ଅଗ୍ନିବୀର୍’ ପଦବୀ ପୂରଣ ପାଇଁ ଭାରତୀୟ ନୌସେନା ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୪୦୦ ପଦବୀ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ବିବରଣୀ।
ଏନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଭିନ୍ନ ପଦବୀ ପୂରଣ ପାଇଁ ଭାରତୀୟ ରେଳ ବିଭାଗ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୫୨୧ଟି ଖାଲି ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।
ଆପଣ କୌଣସି ଏକ କମ୍ପାନୀରେ ଅଧସ୍ତନ କର୍ମଚାରୀ ଭାବେ କାମ କରୁଛନ୍ତି ଆଉ ବାରମ୍ବାର ବସ୍ଙ୍କ ଗାଳି ଶୁଣୁଛନ୍ତି କି? ମନେ ମନେ ବସ୍ ହେବାକୁ ଭାବୁଛନ୍ତି କି ? ତେବେ ଆପଣଙ୍କ ପାଇଁ କିଛି ଟିପ୍ସ।
ଚାକିରି ସୁଯୋଗ ଦେଉଛି ଭାରତୀୟ ଆର୍ମି ।
ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ୨ ହଜାର ପଦବୀ ରାଜ୍ୟ ସରକାର ସୃଷ୍ଟି କରିଛନ୍ତି। ସମସ୍ତ ୩୦ ଜିଲ୍ଲା ପାଇଁ ଗ୍ରୁପ୍ ଏ ରାଙ୍କ୍ର ୨ ହଜାର ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(LTRMO) ପଦବୀ ସୃଷ୍ଟି କରାଯାଇଛି।
ପାରାମିଲିଟାରୀ ଫୋର୍ସରେ ଯୋଗଦେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଏଥିପାଇଁ କେନ୍ଦ୍ରୀୟ ଔଦ୍ୟୋଗୀକ ସୁରକ୍ଷା ବଳ (CISF) କନଷ୍ଟେବଳ / ଟ୍ରେଡ୍ସମ୍ୟାନ୍ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି।
CCL ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଜୁନିଅର ଡାଟା ଏଣ୍ଟ୍ରି ଅପରେଟର (ଟ୍ରେନିଂ) ପାଇଁ ମୋଟ ୧୩୯ଟି ପୋଷ୍ଟରେ ଏହି ନିଯୁକ୍ତି କରାଯିବ। ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।
UPSCର ତଥ୍ୟ ଅନୁସାରେ, ମୋଟ ୫୧୯ ଜଣ ଲିଖିତ ପରୀକ୍ଷା ଆଧାରରେ ଏଥିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରୀକ୍ଷା ୧୦ ଏପ୍ରିଲ ୨୦୨୨ରେ କରାଯାଇଥିଲା । ଏହାପରେ ମୌଖିକ ପରୀକ୍ଷା ମଧ୍ୟ ହୋଇଥିଲା ।
CISF ରେ ମୋଟ୍ ୭୮୭ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେବେଠୁ କରିବେ ଆବେଦନ ।
ଯୁବଗୋଷ୍ଠୀଙ୍କ ପାଇଁ ଖୁସି ଖବର । ଦେଶରେ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ସୂଚନା ଦେଲେ ଆଇଟି ମନ୍ତ୍ରୀ ।
ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL), ଫିଲ୍ଡ ଇଞ୍ଜିନିୟର ଏବଂ ଫିଲ୍ଡ ସୁପର୍ଭାଇଜର୍ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ପ୍ରକ୍ରିୟାରେ ୮୦୦ ପଦବୀ ପୂରଣ ହେବ। ଜାଣନ୍ତୁ କିପରି କରିବେ ଆବେଦନ।