• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bank Job

SBI Recruitment 2023 Vacancy 5280 posts
SBI Recruitment 2023: SBIରେ ପୂରଣ ହେବ ୫ ହଜାରରୁ ଅଧିକ ପୋଷ୍ଟ୍; ଆବେଦନ ପ୍ରକ୍ରିୟା ଆରମ୍ଭ

ଆପଣ ଯଦି ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ।

Apply 147 manager posts in central bank of india
ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ଚାକିରି; ଦରମା ୧ ଲକ୍ଷ

ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ମାନବ ସମ୍ବଳ ବିକାଶ ବିଭାଗ ମୁଖ୍ୟ ପରିଚାଳକ ନିଯୁକ୍ତି ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରିଛି। ବିଭିନ୍ନ ମ୍ୟାନେଜର ପଦବୀରେ ନିଯୁକ୍ତି କରାଯିବ। ମାସିକ ଦରମା ପାଖାପାଖି ୧ ଲକ୍ଷ ରହିଛି।

bank job
ବ୍ୟାଙ୍କ ଅଫ୍‌ ବରୋଦାରେ ଖାଲିପଡିଛି ପଦବୀ, ଆବେଦନ କରିବାର ଶେଷ ତାରିଖ ୨୪ ମାର୍ଚ୍ଚ, ତୁରନ୍ତ କରନ୍ତୁ ଆବେଦନ

ଆପଣ ବ୍ୟଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବ୍ୟାଙ୍କ ଅଫ ବରୋଦା ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ ବରୋଦାରେ ଫ୍ରଡ୍‌ ରିସ୍କ ମ୍ୟାନେଜମେଣ୍ଟ, ଏମଏସଏମଇ ଏବଂ କର୍ପୋରେଟ କ୍ରେଡିଟ୍‌ ବିଭାଗରେ ସ୍ପେଶାଲିଷ୍ଟ ଅଫିସର ପଦବୀ ଖାଲିପଡିଛି। ଏ ନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

bank job
ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଖାଲିପଡିଛି ୧୯୮ ପଦବୀ, ତୁରନ୍ତ ଆବେଦନ କରନ୍ତୁ

ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବ୍ୟାଙ୍କ୍ ଅଫ୍ ବରୋଦା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । Bank Of Baroda ରେ ଖାଲିପଡିଛି ୧୯୮ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।