ଇଣ୍ଡିଆନ୍ କୋଷ୍ଟଗାର୍ଡ ରିଜନ୍ ଉତ୍ତର ପୂର୍ବ ଗ୍ରୁପ୍ ସି ସିଭିଲିଆନ୍ ବର୍ଗ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏହି ନିଯୁକ୍ତି ପାଇଁ ବିଜ୍ଞାପନ ୧୫ ରୁ ୨୧ ଜୁଲାଇ ପର୍ଯ୍ୟନ୍ତ ପ୍ରକାଶିତ ହୋଇଛି। ଏହି ପୋଷ୍ଟଗୁଡିକ ଜେନେରାଲ୍ ସେଣ୍ଟ୍ରାଲ୍ ସର୍ଭିସ୍, ଗ୍ରୁପ୍ ସି, ଅଣ ଗେଜେଟେଡ୍, ଅଣ ମନ୍ତ୍ରଣାଳୟ ଅଧୀନରେ ଉପଲବ୍ଧ।
କୋଚିନ୍ ଶିପ୍ୟାର୍ଡ ଲିମିଟେଡ୍ ଏବେ ଶ୍ରମିକ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୦୦ ପଦବୀ ପୂରଣ ହେବ। ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।
ISRO ବୈଜ୍ଞାନିକ / ଇଂଜିନିୟର ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ଆବେଦନ ପ୍ରକ୍ରିୟା ଚାଲିଛି। ଅନ୍ୟାନ୍ୟ ତଥ୍ୟ ପାଇଁ ପଢନ୍ତୁ।
ନିଯୁକ୍ତିକୁ ନେଇ ଉତ୍ତର ପୂର୍ବାଞ୍ଚଳ ରେଳବାଇ ପକ୍ଷରୁ କିଛି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଉତ୍ତର ପୂର୍ବାଞ୍ଚଳ ରେଳ ଆପ୍ରେଣ୍ଟିସ ନିଯୁକ୍ତିରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ନେବାକୁ ପଡିବ ।
ଏହାର ଅଫିସିଆଲ ୱେବ୍ସାଇଟ୍ ହେଲା, bankofmaharashtra.in. । ଆବେଦନ କରିବାର ଶେଷ ତାରିଖ ଜୁଲାଇ ୨୫ ରହିଛି ।
ASO ଚୟନ ପ୍ରକ୍ରିୟା ବିବାଦ ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ ।
ଅଗ୍ନିବୀର ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା କ’ଣ ରହିବା ଆବଶ୍ୟକ, କିପରି କରିବେ ଆବେଦନ ?
ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଏହି ସବୁ ପଦବୀ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ରହିଛି । ୬୪୨ଟି ପୋଷ୍ଟ୍ ଗ୍ରାଜୁଏଟ୍ ଟିଚର (ପିଜିଟି) ପଦବୀ ପାଇଁ ରହିଥିବା ବେଳେ ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍ ପଦବୀ ପୂରଣ ହେବା ନେଇ କୁହାଯାଇଛି ।
HCL ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୧୮୪ ପଦବୀ ପୂରଣ ହେବ।
ବିଭିନ୍ନ ପଦବୀ ପାଇଁ ଇଣ୍ଡିଆନ୍ କୋଷ୍ଟ ଗାର୍ଡ (ICG) ନିଯୁକ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ କେବଳ ଅଫ୍ଲାଇନ୍ ମୋଡ୍ରେ ଆବେଦନ କରିବାକୁ ପଡିବ।
ଆସିଷ୍ଟାଣ୍ଟ୍ ପ୍ରଫେସର ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଏଥିପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ କୁହାଯାଇଛି ଯେ ଆସିଷ୍ଟାଣ୍ଟ୍ ପ୍ରଫେସର ଚାକିରି ପାଇଁ ବର୍ତ୍ତମାନ PhD ଆବଶ୍ୟକ ନାହିଁ।
ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
NLC ଇଣ୍ଡିଆ ଲିମିଟେଡ୍ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଡେପୁଟି ଜେନେରାଲ୍ ମ୍ୟାନେଜର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୨୯୪ ପଦବୀ ପୂରଣ ହେବ।
AIIMS, ଭୁବନେଶ୍ୱର ପାଇଁ ଜବରଦସ୍ତ ନିଯୁକ୍ତି ବାହାରିଛି। AIIMS ଭୁବନେଶ୍ୱର ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୭୫ ପଦବୀ ପୂରଣ ହେବ।
ଭଲ ରୋଜଗାର କରିବାକୁ ହେଲେ ଏବେର ସମୟରେ ଡିଜିଟାଲ ମାର୍କେଟିଂ ହେଉଛି ସବୁଠାରୁ ଭଲ ବିକଳ୍ପ । ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ କିଛି ନୂତନ ଏବଂ ବୈଷୟିକ କଳା ଶିଖିବାର ନିରନ୍ତର ସୁଯୋଗ ରହିଛି ।
OPSC ରେ ଚାକିରି ସୁଯୋଗ। ଇସ୍ପାତ ଏବଂ ଖଣି ବିଭାଗ ଅଧୀନରେ ଓଡିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ କ୍ୟାଡରର ଗ୍ରୁପ୍ ଏ’ରେ ଏହି ନିଯୁକ୍ତି ମିଳିବ। ଏହି ନିଯୁକ୍ତି ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।
ଏହି ମହଙ୍ଗା ଦୁନିଆରେ ବିଶେଷ କରି ମହିଳାମାନଙ୍କ ପାଇଁ ଘର କାମ ସାଙ୍ଗକୁ କୌଣସି ନା କୌଣସି ଚାକିରି ମଧ୍ୟ କରିବାକୁ ପଡୁଛି। ଘର ଏବଂ ଅଫିସ୍ ଏକାଠି ପରିଚାଳନା କରିବା ନିହାତି କଷ୍ଟକର। ଏଠାରେ ଦିଆଗଲା ଆପଣଙ୍କ ପାଇଁ କିଛି ଟିପ୍ସ।
ଏହି ପଦବୀ ପାଇଁ ଆବେଦନ କରିବାର ବୟସ ୨୦ରୁ ୨୮ ରଖାଯାଇଛି । ଇଚ୍ଛୁକ ପ୍ରାର୍ଥୀ ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସହ ଆବେଦନ କରିପାରିବେ । ପ୍ରାର୍ଥୀ ଅନ୍ୟୁନ ଗ୍ରାଜୁଏସନ୍ ପାସ୍ କରିଥିବା ଉଚିତ୍ ।
SSC ମଲ୍ଟି ଟାସ୍କିଂ କର୍ମଚାରୀ ଏବଂ ହାବିଲଦାର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୫୫୮ଟି ପୋଷ୍ଟ ପୂରଣ ହେବ। ଅନ୍ୟାନ୍ୟ ସୂଚନା ଜାଣିବା ପାଇଁ ପୂରା ଖବର ପଢନ୍ତୁ।
ଆଶାୟୀମାନେ ଆର୍ବିଆଇର ଅଫିସିଆଲ୍ ୱେବସାଇଟ୍ opportunities.rbi.org.in ରେ ଯାଇ ଅନଲାଇନ୍ ଆବେଦନ କରିପାରିବେ । ୨୦୨୩ ଜୁଲାଇ ୧୧ ଆବେଦନର ଶେଷ ତାରିଖ।
ଭାରତ ସରକାରରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ-ତିବ୍ବତ ସୀମା ପୋଲିସ୍ ଫୋର୍ସରେ ମିଳିବ ନିଯୁକ୍ତି। ୪୫୮ ଜଣ କନଷ୍ଟେବଳ ପାଇଁ ନିଯୁକ୍ତି ବାହାର କରାଯାଇଛି।
UPSC ଖୁବ୍ ଶିଘ୍ର ଶେଷ କରିବ ଆସିଷ୍ଟାଣ୍ଟ ପ୍ରଫେସର, ଆସିଷ୍ଟାଣ୍ଟ ସର୍ଜନ / ମେଡିକାଲ ଅଫିସର, ସ୍ପେଶାଲିଷ୍ଟ ଗ୍ରେଡ୍ III ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ପ୍ରକ୍ରିୟା। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୧୩ଟି ପଦବୀ ପୂରଣ ହେବ।
ରେଳବାଇରେ ଚାକିରି ଖୋଜୁଛନ୍ତି କି? ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ରେଲୱେ ରିକ୍ରୁଟମେଣ୍ଟ ସେଲ୍ ୱେଷ୍ଟର୍ଣ୍ଣ ରିଜିଅନ୍ (RRC WR) ଆପ୍ରେଣ୍ଟିସିପ୍ ଟ୍ରେନିଂ ପାଇଁ ବମ୍ପର ନିଯୁକ୍ତି ବାହାର କରିଛି। ଏହି ନିଯୁକ୍ତି ମାଧ୍ୟମରେ, ୩୬୨୪ ପଦବୀ ପୂରଣ ହେବ।
ଆପ୍ରେଣ୍ଟିସ୍ ଟ୍ରେନି ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।
SSBO ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୫। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୫୫୫ ପଦବୀ ପୂରଣ ହେବ।