ହିନ୍ଦୁସ୍ତାନ କପର ଲିମିଟେଡ୍ (HCL) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ଜୁନିଅର ମ୍ୟାନେଜର ପଦବୀ ପୂରଣ ହେବ। ଏନେଇ HCL ବିଜ୍ଞପ୍ତି ପ୍ରକାଶ କରିଛି।
HCL ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୧୮୪ ପଦବୀ ପୂରଣ ହେବ।
HCL ରେ ଚାକିରି ସୁଯୋଗ। ୧୦ମ ପାସ୍ ଓ ITI କରିଥିଲେ ବିନା ପରୀକ୍ଷାରେ କରିପାରିବେ ଚାକିରି। ୨୭୦ ପଦବୀ ଖାଲି ଅଛି।