Advertisment

SSB Odisha Recruitment: ଓଡ଼ିଶାରେ ସରକାରୀ ଚାକିରି; ନିଯୁକ୍ତି ପାଇବେ ୫୫୫ ଶିକ୍ଷକ; ଦରମା ୧.୪୨ ଲକ୍ଷ

SSBO ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୫। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୫୫୫ ପଦବୀ ପୂରଣ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
SSB Recruitment 2023 Odisha

SSB Odisha recruitment 2023

ରାଜ୍ୟ ଚୟନ ବୋର୍ଡ (SSB) ଓଡ଼ିଶା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ (PGT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୫। ଆଗ୍ରହୀ ପ୍ରାର୍ଥୀମାନେ SSBର ଅଫିସିଆଲ୍ ୱେବସାଇଟ୍ ssbodisha.ac.in କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ।

Advertisment

ମୋଟ୍ ପଦବୀ:

  • ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକମାନଙ୍କର ୫୫୫ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: Indian Army Recruitment 2023: ଭାରତୀୟ ସେନାରେ ପୂରଣ ହେବ ଏହିସବୁ ପଦବୀ

ବୟସ ସୀମା:

  • ସର୍ବନିମ୍ନ ବୟସ - ୨୧ ବର୍ଷ
  • ସର୍ବାଧିକ ବୟସ - ୩୮ ବର୍ଷ

ଆବେଦନ ଶୁଳ୍କ:

  • ସାଧାରଣ / SEBC ବର୍ଗଙ୍କ ପାଇଁ – ୫୦୦ ଟଙ୍କା
  • SC / ST / PWD ବର୍ଗଙ୍କ - ୨୦୦ ଟଙ୍କା
Advertisment

ଦରମା:

  • ସର୍ବନିମ୍ନ ମାସିକ ଦରମା – ୪୪,୯୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୪୨,୪୦୦ଟଙ୍କା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ ssbodisha.ac.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ, “Apply online” ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ପଞ୍ଜିକରଣ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟାକୁ ଆଗକୁ ନିଅନ୍ତୁ
  • ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଶୁଳ୍କ ପୈଠ କରନ୍ତୁ ଏବଂ Submit ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ଡାଉନ୍‌ଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs SSB Recruitment
Advertisment
Advertisment