• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Lottery
ବାପ୍‌ରେ ବାପ୍‌ ! ଏତେ ଟଙ୍କା ଥାଇ ବି ମହିଳା ଏମିତି କଞ୍ଜୁସ୍‌, ଜାଣନ୍ତୁ ପୁରା କାହାଣୀ...

ଟଙ୍କାକୁ ଲୁଚାଇ ସାରିବା ପରେ ମହିଳା ଜଣକ ପୁଣି ଥରେ ସାଧାରଣ ଜୀବନ ଯାପନ ଆରମ୍ଭ କରିଦେଲେ ।

Bus Firemishap
ଦୁର୍ଘଟଣା ପରେ ବସ୍‌ରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ୨୦ ତୀର୍ଥଯାତ୍ରୀ

ପ୍ରାଥମିକ ରିପୋର୍ଟରୁ ଯେଉଁ ତଥ୍ୟ ମିଳିଛି ସେଥିରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଖବର ରହିଛି । ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ମଧ୍ୟ ରହିଛି ।

plane crash
ଚମତ୍କାର : ୩୩,୩୩୩ ଫୁଟ ଉପରୁ ଖସିପଡ଼ିଲେ, ତଥାପି ବଞ୍ଚିଗଲା ଜୀବନ

ଟ୍ୱିଟରରେ ଏହି ଘଟଣା ସହ ଜଡିତ ଏକ ଭିଡିଓ ଗିନିଜ ୱାର୍ଲ୍ଡ ରେକର୍ଡ ପକ୍ଷରୁ ସେୟାର କରାଯାଇଛି ।

Woman Passes Driving Test at 69
DL ପାଇବାକୁ ଖର୍ଚ୍ଚ ହେଲା ୧୧ଲକ୍ଷ ; ୧୮ ବର୍ଷ ପରେ ମହିଳା ପାଇଲେ ଡ୍ରାଇଭିଂ ଲାଇସେନ୍ସ

ଏହି ମହିଳାଙ୍କ ଜୋସ୍ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ମହିଳା ଜଣକ ସପ୍ତାହକୁ ୫ ଥର ଡ୍ରାଇଭିଂ ଟେଷ୍ଟ ଦେଉଥିଲେ । ଖାଲି ସେତିକି ନୁହେଁ ଏହିପରି ୩ ବର୍ଷ ଯାଏ ମହିଳା ଜଣକ ପରୀକ୍ଷା ଦେଇଚାଲିଥିଲେ ।

mosquito
ସାମାନ୍ୟ ମଶା !! ଡ୍ୟାନ୍ସରଙ୍କୁ କରିଦେଲା ପଙ୍ଗୁ, କାଟିବାକୁ ପଡ଼ିଲା ହାତଗୋଡ଼...

ମଶା ପାଇଁ ଆଜି ସେ ଭିନ୍ନକ୍ଷମ । ନା କେବେ ନାଚି ପାରିବେ, ନା ଷ୍ଟେଜ୍‌କୁ ଯାଇପାରିବେ . .

Former Australian embassy employee jailed for installed hidden cameras in women's bathrooms
ଲେଡିଜ ଟଏଲେଟ୍‌ରେ ଲାଗିଥିଲା ସିକ୍ରେଟ୍‌ କ୍ୟାମେରା ! ୬୦ ଭିଡିଓ ରେକର୍ଡ, ତା’ପରେ...

ଲେଡିଜ ଟଏଲେଟ୍‌ରେ ସିକ୍ରେଟ୍‌ କ୍ୟାମେରା। ଆଉ ଲୁଚିଛପି ୬୦ ଭିଡିଓ ରେକର୍ଡ କରାଯାଇଥିବା ଅଭିଯୋଗ ହୋଇଛି। ଏହା କୌଣସି ଶପିଂ ମଲ୍‌ କିମ୍ବା ଅନ୍ୟ କୌଣସି ସ୍ଥାନରେ ନୁହେଁ ବରଂ ଏକ ଦୂତିବାସ (ଏମ୍ବାସି)ରେ ଏଭଳି ଘୃଣ୍ୟ କାର୍ଯ୍ୟ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।

  • Monday, 27 March 2023
Tornado
ସହରକୁ ଖିନ୍‌ଭିନ୍‌ କରିଦେଲା ଘୂର୍ଣ୍ଣିଝଡ଼ : ୨୩ ମୃତ, ଅନେକ ନିଖୋଜ

ଘୂର୍ଣ୍ଣିଝଡ଼ ମାଡ଼ରେ ଆମେରିକାର ମିସିସିପିପ ସହର ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି ।

 emergency landing
ଉଡ଼ନ୍ତା ବିମାନରେ ପାଇଲଟ୍‌ ଗୁରୁତର : ସୁରକ୍ଷିତ ଲ୍ୟାଣ୍ଡିଂ କରାଇଲେ ଯାତ୍ରୀ

ଡ୍ୟୁଟିରେ ନଥାଇ ବି ଶହ ଶହ ଲୋକଙ୍କୁ ନୂଆ ଜୀବନ ଦେଲେ

  • Saturday, 25 March 2023
Earth Hour
Earth Hour: ପୃଥିବୀ ପାଇଁ ଘଣ୍ଟାଟିଏ, ରାତି ୮.୩୦ରୁ ୯.୩୦ ଯାଏଁ ସବୁ ଲାଇଟ୍ ଫ୍ୟାନ୍‌ ସ୍ୱିଚ୍ ବନ୍ଦ

ବାଲୁକା କଳା ଜରିଆରେ ପୃଥିବୀର ସୁରକ୍ଷା ଲାଗି ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।

African Black Wood
ଦୁର୍ଲଭ କାଠ ! ଏହା ଦୁନିଆର ସବୁଠୁ ଦାମୀ...ଜାଣନ୍ତୁ ଏହା ରହିଛି କେଉଁଠି...

କେବଳ ଏହି ଗଛର କାଠ ନୁହେଁ ଦୁନିଆରେ ଏମିତି ଅନେକ ଜିନିଷ ରହିଛି ଯାହାର ଦାମ୍‌ ସାଧାରଣ ଲୋକଙ୍କ ହୋସ୍ ଉଡ଼ାଇଦେବ ।

  • Friday, 24 March 2023
After Hindenburg Report Jack Dorsey Block Inc Loses $526 Million
ହିଣ୍ଡେନ୍‌ବର୍ଗ ରିପୋର୍ଟରେ ଧମାକା: ବଡ଼ କ୍ଷତି ସହିଲା ଏହି କମ୍ପାନୀ, ତାସ୍‌ ଘର ଭଳି ଖସିଲା ଶେୟାର...

ପ୍ରଥମେ ଟ୍ୱିଟ୍‌, ଏହାର କିଛି ଘଣ୍ଟା ପରେ ଧମାକା। ଆଦାନୀ ଗ୍ରୁପ୍‌ ପରେ ଏବେ ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ଟାର୍ଗେଟ୍‌ରେ ଟେକ୍ନୋଲୋଜି ଫାର୍ମ ବ୍ଲକ୍‌ ଇଙ୍କ୍‌। 

  • Friday, 24 March 2023
Donald Trump
ଭାଇରାଲ ହେଉଛି ଫଟୋ ! ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କଲା କି ପୋଲିସ ?

ସୋସିଆଲ ମିଡିଆରେ କିଛି ଫଟୋ ଏବେ ଭାଇରାଲ ହେଉଛି । ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ଭାବିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଛି ।

TV Anchor
Video: ଭୂକମ୍ପରେ ଥରୁଥିଲେ, ତଥାପି ଭୟ କରି ନଥିଲେ..ନ୍ୟୁଜ୍‌ ପଢ଼ିବା ଜାରି ରଖିଥିଲେ

ପାକିସ୍ତାନର ମଶ୍ରିକ୍‌ ଟିଭିରେ ଭୂକମ୍ପ ସମ୍ପର୍କିତ ବ୍ରେକିଂ ନ୍ୟୁଜ୍‌ କ୍ୟାମେରା ସାମ୍ନାରେ ପଢ଼ୁଥିବା ବେଳେ ଜଣେ ଆଙ୍କର ଭୂକମ୍ପ ଯୋଗୁ ଥରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ ଭୟଭୀତ ନହୋଇ ଆଙ୍କର ଜଣକ ସେମିତି ନ୍ୟୁଜ୍‌ ପଢ଼ିବା ଜାରି ରଖିଥିଲେ।

noodles
ମହଙ୍ଗା ପଡ଼ିଲା ନୁଡୁଲ୍ସ ଖାଇବା : କାଟିବାକୁ ପଡ଼ିଲା ହାତଗୋଡ

ନୁଡୁଲ୍ସ ଖାଉଥିଲେ ସାବଧାନ !!! ଭିନ୍ନକ୍ଷମ କରିଦେଲା ନୁଡୁଲ୍ସ

  • Tuesday, 21 March 2023
Rupert Murdoch
୯୨ ବର୍ଷରେ ୫ମ ବିବାହ କରିବେ ରୂପର୍ଟ; ଖୁବ୍‌ଶୀଘ୍ର ପାଇବେ ନୂଆ ଜୀବନସାଥୀ

ଚଳିତ ବର୍ଷ ଏପ୍ରିଲ ଶେଷରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡ଼ିଛି । ଗତ ବର୍ଷ ମରଡୋକ୍‌ ତାଙ୍କର ୪ର୍ଥ ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ।

Sperm factory set up in china
ଏଠି ଶୁକ୍ରାଣୁ ଦାନ କଲେ ମିଳୁଛି ୫୬ ହଜାର ଟଙ୍କା

ଚୀନ୍‌ରେ ଦ୍ରୁତଗତିରେ ଜନସଂଖ୍ୟା ହ୍ରାସ ପାଉଥିବା କୁହାଯାଉଛି। ଏ ବିଷୟରେ ଚିନ୍ତା କରି ଚୀନ୍ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ଆରମ୍ଭ କରିଛି। ଏଠାରେ କିଛି ଶୁକ୍ରାଣୁ ଦାନ ଶିବିର ଆୟୋଜିତ ହେଉଛି।

Military Aircraft
ତାଇୱାନକୁ ଧସେଇ ପଶିଲା ଚୀନର ୨୬ ସୈନ୍ୟ ବିମାନ

ଚୀନ ଗତ ଗୋଟିଏ ମାସ ମଧ୍ୟରେ ୬୭ ନୌ ଜାହଜ ଏବଂ ୨୬୬ ସୈନ୍ୟ ବିମାନ ତାଇୱାନକୁ ପଠାଇଛି । ସେପ୍ଟେମ୍ୱର ୨୦୨୦ରେ ତାଇବାନ୍‌ ବାୟୁସେନା କ୍ଷେତ୍ରକୁ ନିୟମିତ ବିମାନ ପଠାଉଥିଲା ।

Ecuador Earthquake
ଭୂମିକମ୍ପରେ ଥରିଲା ଇକ୍ୱାଡର୍ : ୧୫ ମୃତ

ପ୍ରଳୟଙ୍କାରୀ ଭୂମିକମ୍ପରେ ଥରିଲା ଇକ୍ୱାଡର୍ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି ।

bus accident
ଭାରସାମ୍ୟ ହରାଇ ଖାଇକୁ ଖସିଲା ବସ୍‌ : ୧୬ ମୃତ, ୩୦ ଗୁରୁତର

ବାଙ୍ଗଲାଦେଶରେ ବଡ଼ ଦୁର୍ଘଟଣା( Bangladesh Bus Accident ) । ୧୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।

Pakistan
ଆତଙ୍କୀ ପଞ୍ଝାରେ ପାକିସ୍ତାନ : ଆଫଗାନିସ୍ତାନ ଠାରୁ ବି ଟପିଗଲା ଦୁର୍ଦ୍ଦଶା

ଯେଉଁ ସାପକୁ ଦିନେ ଘରେ ପାଳିଥିଲା ତାହାରି ଚୋଟରେ ଆଜି ଘାଇଲା ପାକିସ୍ତାନ। ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଏବେ ନିଜେ ଆତଙ୍କୀଙ୍କ ହମଲାରେ ଲହୁଲୁହାଣ । ଏନେଇ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଛି ।  

Us State Wyoming government prohibiting abortion pills
ଗର୍ଭପାତ ବଟିକା ଉପରେ ନିଷେଧାଦେଶ; ବିକି ପାରିବେ ନାହିଁ କି କିଣିପାରିବେ ନାହିଁ

ଏଠି ଗର୍ଭପାତ ବଟିକା ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି। ଗର୍ଭପାତ କରାଇବା ଉଦ୍ଦେଶ୍ୟରେ କୌଣସି ଔଷଧ ଲେଖିବା, ବିତରଣ କରିବା, ବିକ୍ରି କରିବା ବା ବ୍ୟବହାର କରିବା ବେଆଇନ ବୋଲି କୁହାଯାଇଛି।

Imran Khan
କବାଟ ଭାଙ୍ଗି ଇମ୍ରାନ୍‌ ଖାନ୍‌ଙ୍କ ଘରେ ପଶିଲା ପୋଲିସ୍‌ : ସମର୍ଥକଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼

ପୋଲିସ ଏବଂ ପିଟିଆଇ କର୍ମୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ।

Traffic Rule
ଏହି ଦେଶରେ ଅଜବ ଟ୍ରାଫିକ ନିୟମ, ଲୋକ ଖୁସି କିନ୍ତୁ ପୋଲିସ ନାକେଦମ !

ଏଠାରେ ଲୋକଙ୍କ ପାଖରେ ଟଙ୍କାର ଅଭାବ ନାହିଁ କିମ୍ବା ସେମାନଙ୍କ ଆର୍ଥିକ ସ୍ଥିତି ଖରାପ ନୁହେଁ । ତଥାପି ସରକାର ସବୁ ଦାୟିତ୍ୱ ନେଇଥାନ୍ତି ।

Finland
ଚାକିରି ଚାଲିଗଲେ ବି ଭୟ ନାହିଁ, ଏଠାକାର ସରକାର ନିଅନ୍ତି ସବୁ ଦାୟିତ୍ୱ...!

ମାନବିକ ଅଧିକାର ଏଠାରେ ସବୁଠାରୁ ଅଧିକ ସୁରକ୍ଷିତ ବୋଲି କୁହାଯାଏ ।

Donald Trump Shares First Facebook Post After Two-Year Ban
“I'M BACK”... ବ୍ୟାନ୍‌ ହଟିବା ପରେ ୨ ବର୍ଷ ପରେ ଫେସ୍‌ବୁକ୍‌ରେ ପ୍ରଥମ ପୋଷ୍ଟ ଶେୟାର କଲେ ଡୋନାଲ୍ଡ ଟ୍ରମ୍ପ

ବ୍ୟାନ୍‌ ହଟିବା ପରେ ଟ୍ରମ୍ପ ଫେସ୍‌ବୁକ୍‌ରେ ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି। ୧୨ ସେକେଣ୍ଡର ଭିଡିଓ ପୋଷ୍ଟ ସହ ଟ୍ରମ୍ପ ଲେଖିଛନ୍ତି-“I'M BACK ! ”। ଭିଡିଓରେ ଟ୍ରମ୍ପଙ୍କ ୨୦୧୬ ନିର୍ବାଚନର ବିଜୟୀ ଭାଷଣ ରହିଛି।