• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

What Is Hamas ?
Israel-Hamas War: କେବେ ପ୍ରତିଷ୍ଠା ହୋଇଥିଲା ହମାସ୍ ଓ ଏହାର ଲକ୍ଷ୍ୟ କ’ଣ ?

ହମାସ ହେଉଛି ପାଲେଷ୍ଟାଇନର ଏକ ଆତଙ୍କବାଦୀ ଗୋଷ୍ଠୀ। ୧୯୭୮ ମସିହାରେ ଅହମ୍ମଦ ୟାସିନ ଏବଂ ଅବଦେଲ ଅଜିଜ୍‌ ଅଲ୍‌-ରାଣ୍ଟିସଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା।

Israel War
ଆହୁରି ଘମାଘୋଟ ହେବ ଇସ୍ରାଏଲ-ହମାସ୍ ଯୁଦ୍ଧ, ଏୟାରଷ୍ଟ୍ରାଇକ୍ ପରେ ଗାଜାରେ ପଶିବେ ଇସ୍ରାଏଲୀ ସେନା

ସୀମାରେ ସୀମିତ ନରହି, ଯୁଦ୍ଧ ଯେତେବେଳେ ଜନବସତିରେ ପଶେ। ଆକାଶ ମାର୍ଗରୁ ଧ୍ୱଂସର ତାଣ୍ଡବ, ଏମିତି ହିଁ କିଛି ଦିଶେ। ଯେଉଁଠି ବଡ଼ ବଡ଼ କୋଠା-ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶେ। ସେଠି ଖାଲି ଖୋଲା ଆକାଶ ନୁହେଁ, ଚାରିକାନ୍ଥ ଭିତରେ ବି, ଛାତିରେ ଛନକା ପଶେ।

Yom Kippur War
ୟୋମ କିପୁର ଯୁଦ୍ଧ, ଯେଉଁଥିରେ ଆରବ ଦେଶ ଗୁଡ଼ିକୁ ଏକା ଧୂଳି ଚଟାଇଥିଲା ଇସ୍ରାଏଲ

୧୯୭୩ରେ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଲଢିଥିଲା ଇସ୍ରାଏଲ...ଆରବ-ଇସ୍ରାଏଲ ୱାର ବା ଅକ୍ଟୋବର ୱାର ନାଁରେ ପରିଚିତ...

  • Thursday, 12 October 2023
  • Israel
Hamas Commander Mahmoud Warns Entire Planet Will Be Under Our Law
ହମାସ୍‌ କମାଣ୍ଡରଙ୍କ ଚେତାବନୀ- ‘ସାରା ବିଶ୍ୱରେ ଚାଲିବ ଆମ ରାଜ୍‌, ସବୁଠି ଆମ ନିୟମ’

ଇସ୍ରାଏଲ୍‌ ଓ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। । ଏସବୁ ଭିତରେ ଆତଙ୍କବାଦୀ ସଂଗଠନ ହମାସ୍‌ କମାଣ୍ଡର ମହମୁଦ୍‌ ଅଲ୍‌-ଜହରଙ୍କ ଏକ ବାର୍ତ୍ତା ସାମ୍ନାକୁ ଆସିଛି।

  • Thursday, 12 October 2023
 Iron Dome
ଇସ୍ରାଏଲର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଆଇରନ ଡୋମ୍ କ'ଣ ?

ଆଇରନ ଡୋମ୍ ବା ଲୌହ କବଚ...କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ଲାଗି ବ୍ୟବସ୍ଥା ...ଖରା, ବର୍ଷା, ଶୀତ ସବୁ ପରିସ୍ଥିତିରେ ସଜାଗ ଥାଏ

Israeli Intelligence Agency Mossad
ଇସ୍ରାଏଲର ସୁଦକ୍ଷ ଗୁଇନ୍ଦା ସଂସ୍ଥା ମୋସାଦ,ହମାସ ଆକ୍ରମଣ ନେଇ କିଭଳି ପାଇଲାନି ସୁରାଗ୍ ?

ଦୁବାଇରେ ହମାସ ନେତାଙ୍କୁ ଟାର୍ଗେଟ, ତେହରାନରେ ଇରାନର ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା । ମୋସାଦର କାର୍ଯ୍ୟଦକ୍ଷତାକୁ ନେଇ କାହାରି ମନରେ ବି ସନ୍ଦେହ ନଥାଏ। ମାତ୍ର ଗତ ୭ ତାରିଖ ଏଥିରେ ଆସିଛି ବ୍ୟତିକ୍ରମ।

  • Thursday, 12 October 2023
Israel-Hamas war
ଶବଗଦା ତଳେ ଲୁଚି ରହିଲେ ୭ଘଣ୍ଟା

ଶବର ପାହାଡ଼ ତଳେ ଲୁଚି ରହି ଜୀବନ ବଞ୍ଚାଇଲେ ଯୁବତୀ..ମୃତ୍ୟୁର କୋଳରୁ ମୁକୁଳି ବଖାଣିଲେ ହମାସ ଆତଙ୍କୀଙ୍କ ବର୍ବରତାର କାହାଣୀ..

  • Thursday, 12 October 2023
Israeli-Palestinian Conflict
ଶବର ପାହାଡ଼ ତଳେ ଲୁଚି ରହି ଜୀବନ ବଞ୍ଚାଇଲେ ଯୁବତୀ.. ବଖାଣିଲେ ହମାସ ଆତଙ୍କୀଙ୍କ ବର୍ବରତାର କାହାଣୀ..

ଇସ୍ରାଏଲ୍-ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁଁ ଦିନକୁ ଦିନ ସ୍ଥିତି ବିଗିଡ଼ୁଥିବା ବେଳେ ରକ୍ତମାଂସରେ ଗଢ଼ା ମଣିଷ ବି ଏମିତି ରକ୍ତପୀପାସୁ ହୋଇପାରେ ସେକଥା ବଖାଣିଛନ୍ତି ନୂଆ ଜୀବନ ପାଇଥିଲା ଯୁବତୀ ଲି ସାସି

  • Thursday, 12 October 2023
  • Israel
Israel War
ଆତଙ୍କ ଭିତରେ ଇସ୍ରାଏଲୀ ଜନତାଙ୍କ ଏକତାର ସ୍ୱର, ବାଲକୋନି ଲାଇଟ୍ ଜାଳି ଗାଇଲେ ଜାତୀୟ ସଂଗୀତ 'ହାତିକଭା'

ଏଠି ଗୁଳି ଗୋଳାର ଗର୍ଜନ ନୁହେଁ, ଶୁଭୁଛି ଇସ୍ରାଏଲୀ ଜନତାଙ୍କ ଏକତାର ସ୍ୱର। ସେନାର ମନୋବଳ ବଢ଼ାଇବାକୁ ବାଲକୋନି ଲାଇଟ୍ ଧପ୍ ଧପ୍ କରିବା ସହ, ଏକସ୍ୱରରେ ଗାଉଛନ୍ତି ନିଜ ଜାତୀୟ ସଂଗୀତ 'ହାତିକ୍ଭା'- ଯାହାର ଅର୍ଥ ଆମେ ନଇଁବୁ ନାହିଁ, ଭାଙ୍ଗିବୁ ନାହିଁ।

Gaza Border
ଭୟଙ୍କର ହେଉଛି ଇସ୍ରାଏଲ୍- ହମାସ ଯୁଦ୍ଧ; ୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଗାଜାରେ ବର୍ଷୁଛି ବୋମା । ଧ୍ୱଂସସ୍ତୁପରେ ପରିଣତ ହେଉଛି ସହର । ଆଉ ଇଏ ବିମାନ ଆକ୍ରମଣ ହେବାର କିଛି କ୍ଷଣ ପୂର୍ବର ଭିଡିଓ । ସାଇରନ ବାଜିବା କ୍ଷଣି ପ୍ରାଣ ବଞ୍ଚାଇବାକୁ ଚାଲିଛି ଏମିତି ଧାଁଧପଡ଼ । ଏପଟେ ପାଣି ବନ୍ଦ, ବିଦ୍ୟୁତ ବନ୍ଦ, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସପୂର୍ଣ୍ଣ ବନ୍ଦ ।

  • Wednesday, 11 October 2023
  • Israel
Google
ରିଜେକ୍ସନ ପରେ ସିଲେକ୍ସନ୍‌; ୧୬ କଲେଜ୍‌ରୁ ତଡ଼ା ଖାଇବା ପରେ Google ରେ ଚାକିରି

ଉଚ୍ଚ ଶିକ୍ଷା ନିମନ୍ତେ ଷ୍ଟେନ୍‌ଲି ୧୮ଟି କଲେଜରେ ଆବେଦନ କରିଥିଲେ । ଏଥିମଧ୍ୟରୁ ୧୬ଟି କଲେଜ୍ ତାଙ୍କ ଆବେଦନପତ୍ର ଖାରଜ କରିଥିଲେ ।

Hamas terrorists live-stream brutal killing of Israeli family
ବର୍ବରତାର ସୀମା ଟପିଲେ ହମାସ୍‌ ଆତଙ୍କବାଦୀ, ହତ୍ୟା କରି ଲାଇଭ୍ ଷ୍ଟ୍ରିମିଂ

ବର୍ବରତାର ସୀମା ଟପିଲେ ହମାସ୍‌ ଆତଙ୍କବାଦୀ। ହତ୍ୟା କରି କଲେ ଲାଇଭ୍ ଷ୍ଟ୍ରିମିଂ। ଗତ କିଛିଦିନ ମଧ୍ୟରେ ଅନେକ ଭୟାନକ ଦୃଶ୍ୟ ଇସ୍ରାଏଲ୍‌ରୁ ଆସିଛି । ହମାସ୍‌ ଆତଙ୍କବାଦୀଙ୍କ ବର୍ବରତା ସବୁ ସୀମା ଲଙ୍ଘିଛି...

  • Wednesday, 11 October 2023
white phosphorus
ଯୁଦ୍ଧରେ ଧଳା ଫସଫରସର ବ୍ୟବହାର, ପୋକମାଛି ଭଳି ମରୁଛନ୍ତି ଲୋକେ

ବିସ୍ଫୋରଣ ପାଇଁ ଧଳା ଫସଫରସକୁ ବ୍ୟବହାର କରୁଛି ଇସ୍ରାଏଲ ସେନା । ଏନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୃଶ୍ୟ । ବିଭିନ୍ନ ଫଟୋ, ଭିଡିଓରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

Shahid Latif
ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀକୁ ଗୁଳି ମାରି ହତ୍ୟା

ସିଆଲକୋଟ୍‌ରେ ଗୁଳିକରି ହତ୍ୟା କଲେ ଅଜଣା ଦୁର୍ବୃତ୍ତ,NIAର ୱାଣ୍ଟେଡ୍‌ ତାଲିକାରେ ଥିଲା ସାହିଦ ଲତିଫ୍‌

crypto
ହମାସ ଆତଙ୍କବାଦୀଙ୍କ ହାତରେ କ୍ରିପ୍ଟୋ କରେନ୍ସି...ଭାରତରୁ ନେଇ କାମରେ ଲଗାଉଥିଲା

ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀ ଗତ ୨୦୨୧ରେ ୪ କୋଟିର କ୍ରିପ୍ଟୋ କରେନ୍ସି ହରେଇ ଥିଲେ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଣ୍ଟି ଟେରର୍ ୟୁନିଟ ତଦନ୍ତ ଆରମ୍ଭ କରିବା ପରେ ଏଥିରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି ।

Israel Palestine war baba vanga predictions third world war
Baba Vanga Predictions: ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ; ଇସ୍ରାଏଲ-ହମାସ ଯୁଦ୍ଧ ପରେ ତୃତୀୟ ବିଶ୍ୱଯୁଦ୍ଧ!

୨୦୨୩ ବର୍ଷ ପାଇଁ ବାବା ଭେଙ୍ଗା ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟାନକ। ଏଥିମଧ୍ୟରୁ ଅନେକ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇଛି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ବାବା ଭେଙ୍ଗାଙ୍କ ଅନ୍ୟ ଭବିଷ୍ୟବାଣୀଗୁଡିକ ମଧ୍ୟ କ’ଣ ସତ ହେବ କି? ଯଦି ଏହା ହୁଏ ତେବେ ପୃଥିବୀର ବିନାଶ ଘଟିପାରେ।

Israel Palestine Conflict
ପାଲେଷ୍ଟାଇନ୍‌କୁ ବେଞ୍ଜାମିନଙ୍କ ଚେତାବନୀ; ଆମେ ଯୁଦ୍ଧ ଆରମ୍ଭ କରିନୁ, କିନ୍ତୁ ଶେଷ କରିବୁ..

ଧୂଆଁ ଓ ନିଆଁର ସହର ପାଲଟିଛି ପୃଥିବୀର ଅନ୍ୟତମ ଭିଡ଼ବହୁଳ ଇଲାକା ଗାଜା ପଟ୍ଟି । ମାତ୍ର ୩୬୨ ବର୍ଗ କିଲୋମିଟର ଅଞ୍ଚଳରେ ରହନ୍ତି ୨୦ ଲକ୍ଷ ଲୋକ । ହମାସ୍ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ଇସ୍ରାଏଲ ଏୟାରଷ୍ଟ୍ରାଇକ୍ ଜାରି ରଖିଥିବା ବେଳେ, ବହୁ ନିରୀହ ଲୋକ ଓ ଶିଶୁ ପ୍ରାଣ ହରାଉଛନ୍ତି ।

Hamas
କୁକୁରକୁ ଗୁଳି କରି ମାରିଲେ, ଘରକୁ ନିଆଁ ଲଗାଇ ଜାଳି ଦେଲେ

ଆତଙ୍କବାଦୀ ସଂଗଠନ ହମାସ୍ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିବା ସହ ସେଠାରେ ଥିବା ପଶୁମାନଙ୍କୁ ମଧ୍ୟ ଅତି ନିର୍ମମ ସହ ହତ୍ୟା କରୁଛନ୍ତି। ଇସ୍ରାଏଲର ଏକ ଘରକୁ ଜଗିଥିବା କୁକୁରକୁ ଗୁଳି କରି ହତ୍ୟା କରିଛି ହମାସ୍ ।

Hamas terrorists,
ଇସ୍ରାଏଲରୁ ଆସିଲା ଛାତିଥରା ଦୃଶ୍ୟ, ନାତୁଣୀ ସାମ୍ନାରେ ଜେଜେମା ହତ୍ୟାର ଲାଇଭ୍ ଷ୍ଟ୍ରିମିଂ

ଆତଙ୍କବାଦୀମାନଙ୍କ ପାଶବିକ ଅତ୍ୟାଚାର ସୀମା ଲଙ୍ଘିଛି । ଗାଜାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ ସ୍ଥାନାନ୍ତରଣ ଚାଲିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆତଙ୍କବାଦୀଙ୍କ ଛାତିଥରା କାହାଣୀ ସାମ୍ନାକୁ ଆସୁଛି ।

World Oil Market likely to get impacted by ongoing Israel war
ବଢ଼ିପାରେ ତୈଳ ଓ ଗ୍ୟାସ୍ ଦର

ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ତୈଳ ଓ ଗ୍ୟାସ୍ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିପାରୋ ଗତକାଲି ଅଶୋଧିତ ତୈଳ ବ୍ୟାରେଲ୍ ପ୍ରତି ୩ ଡଲାର୍ ବଢ଼ି ୧୦୦ ଡଲାରରେ ପହଞ୍ଚିଛି। 

Qatar
ଇସ୍ରାଏଲ-ପାଲେଷ୍ଟାଇନ ମହାଯୁଦ୍ଧରେ ନୂଆ ମୋଡ଼; ମଧ୍ୟସ୍ଥତା କରିବ କତାର୍ !

ହମାସ୍ ଆତଙ୍କବାଦୀଙ୍କ ଉପରେ ହମଲାକୁ ଅଧିକ ଜୋରଦାର କରିଛି ଇସ୍ରାଏଲ୍ । ଗାଜାପଟ୍ଟି ଉପରେ ଘନ ଘନ ବୋମାମାଡ଼ ପରେ ଏବେ ସ୍ଥଳ ପଥରେ ଅପରେସନ୍ ଆରମ୍ଭ ହୋଇଛି ।

Israel Hamas war
ପାଲେଷ୍ଟାଇନ୍‌କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ଖୋଲା ଚ୍ୟାଲେଞ୍ଜ; ଯୁଦ୍ଧ ଶେଷ କରିବ ଇସ୍ରାଏଲ୍

ହମାସର ଆତଙ୍କୀ ଠିକଣାକୁ ଖୋଜି ଖୋଜି ଧ୍ୱଂସ କରାଯାଉଛି । ତା’ସହ ବିଭିନ୍ନ ସ୍ଥାନରେ ଅପହୃତ ହୋଇଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ଚାଲିଛି । ଅନ୍ୟପଟେ ବନ୍ଧକ ରଖିଥିବା ଶହ ଶହ ଇସ୍ରାଏଲ୍ ନାଗରିକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ହମାସ୍ ।

Israel Palestine Conflict
ଆମର ଦୋଷ କ’ଣ ? ଆଉ କେତେ ସହିବୁ ନିର୍ଯାତନା

ଆଖି ପିଛୁଳାକେ ବିସ୍ଫୋରଣ, ଆଉ ଆଖି ଖୋଲିବା ବେଳକୁ ସବୁକିଛି ଛାରଖାର, ଏକାକାର ।

Israel Palestine Conflict
ଖୋଜି ଖୋଜି ବଦଲା ନେଉଛି ଇସ୍ରାଏଲ; ରାତିକରେ ୫ଶହ ଆତଙ୍କୀ ଆଡ୍ଡା ଧ୍ୱଂସ

ଇସ୍ରାଏଲ ନିଜର ଲକ୍ଷ ଲକ୍ଷ ରିଜର୍ଭ ଫୋର୍ସକୁ ଡକାଇବା ପରେ ଯୁଦ୍ଧ ଆଗକୁ ଆହୁରି ଭୟାନକ ହୋଇପାରେ ଆଶଙ୍କା କରାଯାଉଛି ।

Israel Palestine War
ସାଂଘାତିକ ସ୍ଥିତିରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ, ଆଗକୁ ସ୍ଥିତି ଆହୁରି ଗମ୍ଭୀର: UAE

ଦିନକୁ ଦିନ ଗମ୍ଭୀର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ହମାସ୍ ଆତଙ୍କବାଦୀମାନେ ଏକ ଇହୁଦି ପରିବାର ଉପରେ ଆକ୍ରମଣ କରୁଥିବା ସିସିଟିଭି ଭିଡିଓରେ ଦେଖାଯାଉଛି ।