• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Korea's 'Artificial Sun’
‘କୃତ୍ରିମ ସୂର୍ଯ୍ୟ’ ତିଆରି କଲା ଦକ୍ଷିଣ କୋରିଆ; ସୂର୍ଯ୍ୟଠାରୁ ୭ଗୁଣ ଉତ୍ତାପରେ ଜଳୁଛି

୧୦କୋଟି ଡିଗ୍ରୀ ସେଲସିୟସରେ ପ୍ଲାଜମାର ଭାରି ହାଇଡ୍ରୋଜେନ୍ ଆଇସୋଟୋପ୍ ଏକାସାଙ୍ଗେ ଫ୍ୟୁଜ୍ କରାଯାଏ। ଏଥିରୁ ଏତେ ପରିମାଣର ତାପଶକ୍ତି ଉତ୍ପନ୍ନ ହୁଏ ଯାହା ସୂର୍ଯ୍ୟର କୋରରେ ଥିବା ତାପ ସହ ସମାନ ଭାବରେ ତାପଶକ୍ତି ନିର୍ଗତ କରିଥାଏ।

Taiwan Earthquake
୭.୫ ତୀବ୍ରତାର ଭୂମିକମ୍ପରେ ଥରିଲା ତାଇୱାନ

୨୫ ବର୍ଷରେ ଦେଶର ସବୁଠୁ ବଡ଼ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ।

Girl Child
ଜନ୍ମ କଲା ଛୁଆକୁ ପୋଷ୍ୟ ସନ୍ତାନ ପାଇଁ ଦେଇଦେଲେ ଦମ୍ପତି, କହିଲେ ଛୁଆ ପାଳିବାକୁ ଆମ ପାଖରେ ସମୟ ନାହିଁ

କାମ ପ୍ରେସରର ଦ୍ୱାହି ଦେଇ ଜଣେ ଦମ୍ପତି ମାତ୍ର ୩ ମାସର ଶିଶୁକୁ ଲାଳନପାଳନ କେନ୍ଦ୍ରକୁ ଟେକି ଦେଇଛନ୍ତି । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେବାକୁ ନିଜର ୩ ମାସର ଝିଅକୁ ଟେକି ଦେବା ଯେତିକି ଆଶ୍ଚର୍ଯ୍ୟକର, ସେତିକି ଘୃଣ୍ୟ ମଧ୍ୟ ।

Marriage
ଏମିତି ପରମ୍ପରା... ୬୩ ବର୍ଷୀୟ ବରକୁ ବାହା ହେଲେ ୧୨ ବର୍ଷୀୟ କନ୍ୟା

ବର ୬୩ କୁ କନ୍ୟା ୧୨ ବର୍ଷ । ଜଣେ ୬୩ ବର୍ଷୀୟ ପୁରୋହିତ ସହ ଜଣେ ୧୨ ବର୍ଷୀୟ ନାବାଳିକାର ବିବାହ ହେବା ପରେ ବିବାଦ ଦେଖାଦେଇଛି । ଏପରି ଘଟଣା ଘାନାରେ ଘଟିଛି ।

Earthquake
ଭୂକଂପରେ ଥରିଲା ତାଇୱାନ

ତାଇବାନରେ ଅନୁଭୂତ ଭୂକଂପର କେନ୍ଦ୍ରସ୍ଥଳ ଥିଲା ହୁଆଲିଆନ ସହରର ଦକ୍ଷିଣ ପଟୁ ୧୮ କିଲୋମିଟର ଦୂରରେ । ଏହା ପୂର୍ବରୁ ୧୯୯୯ ସେପ୍ଟେମ୍ବର ମାସରେ ତାଇୱାନରେ ହୋଇଥିବା ଭୂକଂପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୭.୬ । ସେତେବେଳେ ୨ ହଜାର ୪ ଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ହଜାର ବିଲଡିଂ ଭୁଶୁଡି ପଡିଥିଲା ।

Earthquake
ଭୂକମ୍ପରେ ଥରିଲା ତାଇୱାନ; ୭ ମୃତ, ୭୩୦ ଆହତ...ସୁନାମୀ ସତର୍କତା ଜାରି

ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭.୪ରହିଛି।ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚିନ୍ତା ବଢିଯାଇଛି। ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି। ସୁନାମୀ ସତର୍କତା ଜାରି କରିଛି ଜାପାନ।

Ship
ବିଳମ୍ବ ହେଲା ବୋଲି ପଳାଇଲା ଜାହାଜ, ନିର୍ଜ୍ଜନ ଦ୍ୱୀପରେ ରହିଗଲେ ୮ଯାତ୍ରୀ

ଯାତ୍ରୀଙ୍କୁ ଛାଡ଼ି ଜାହାଜ ଫେରାର୍ । ପ୍ରାୟ ୮ ଜଣ ଯାତ୍ରୀଙ୍କୁ ଛାଡ଼ି ଦେଇ ପଳାଇଛି ଜାହାଜ । ଯାତ୍ରୀଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ଜଣେ ହୃଦଘାତ ରୋଗୀ ମଧ୍ୟ ରହିଛନ୍ତି । ଆଠ ଜଣ ଜାହାଜ ଯାତ୍ରୀ ଏକ ଆଫ୍ରିକୀୟ ଦ୍ୱୀପରେ ଫସି ରହିଥିବା ସୂଚନା ।

Kachatibu Island
ଶ୍ରୀଲଙ୍କାକୁ ‘କଚାତିବୁ’ କାହିଁକି ଦେଇଥିଲେ ! ନେହରୁ, ଇନ୍ଦିରାଙ୍କ ଉପରେ ବର୍ଷିଲେ ଜୟଶଙ୍କର

ବିଜେପିର ବୟାନ ପରେ ବିରୋଧୀଙ୍କ ପାଲଟା ପ୍ରଶ୍ନ । ୧୦ ବର୍ଷ ହେଲା କଣ କରୁଥିଲେ ମୋଦି ସରକାର: କଂଗ୍ରେସ ।

PM Sheikh Hasina
ଭାରତ ସପକ୍ଷରେ ବାହାରି ବିରୋଧୀଙ୍କୁ ଧୋଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା

ବାଙ୍ଗଲାଦେଶର ବିରୋଧୀ ଦଳ ନେତାଙ୍କ ବୟକଟ ଇଣ୍ଡିଆ ଅଭିଯାନ ।

  • Monday, 01 April 2024
Maternity Leave
ମାତୃତ୍ୱ ଛୁଟି ମାଗିବାରୁ ସହକର୍ମୀଙ୍କୁ ବିଷ ଦେଇଦେଲେ ମହିଳା !

କର୍ମଚାରୀ ଜଣକ ମହିଳାଙ୍କ ପାଣି ବୋତଲରେ ନିୟମିତ ଭାବରେ କିଛି ମିଶାଉଥିଲେ। ପାଣିର ସ୍ୱାଦ ପରିବର୍ତ୍ତନ ହେବାରୁ  ସେ ଫୁଟାଯାଇଥିବା ପାଣି ପିଇବା ଆରମ୍ଭ କଲେ। ଏହାପରେ ମଧ୍ୟ ସମାନ ସ୍ୱାଦ ଆସିବାରୁ ପାଣିରେ କେହି କିଛି ମିଶାଉଥିବା ସେ ସନ୍ଦେହ କରିଥିଲେ।

'India Zindabad' slogan
ମଝି ଦରିଆରେ ପାକିସ୍ତାନୀଙ୍କ ମୁହଁରେ ‘ଇଣ୍ଡିଆ ଜିନ୍ଦାବାଦ’ ନାରା...

ମଝି ଦରିଆରେ ପାକିସ୍ତାନ ନାଗରିକଙ୍କ ଇଣ୍ଡିଆ ଜିନ୍ଦାବାଦ ନାରାରେ କଂପିଲା ଚାରିଆଡ । ବାରମ୍ବାର ଭାରତୀୟ ନୌସେନାକୁ ଧନ୍ୟବାଦ ଦେବାସହ ଜୀବନ ବଂଚିଥିବାରୁ ଭାରତ ଜିନ୍ଦାବାଦ କହିଲେ ପାକିସ୍ତାନୀ ।

Car Bomb Blast
କାରରେ ଥିଲା ବୋମା, ଜନଗହଳି ସ୍ଥାନରେ ହେଲା ବିସ୍ପୋରଣ

ସିରିଆରେ ନେଟୱାର୍କ ଥିବା ବ୍ରିଟେନ ସ୍ଥିତ ଅବଜରଭେଟୋରୀ ,ସମ୍ପର୍କରେ ସୂଚନା ଦେଇଛି। ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

  • Sunday, 31 March 2024
  • Syria
Indian Navy
ଭାରତୀୟ ନୌସେନା ପାଇଁ ବଞ୍ଚିଲା ଜୀବନ, ପାକିସ୍ତାନୀ କହିଲେ ‘ଇଣ୍ତିଆ ଜିନ୍ଦାବାଦ’

ମଝି ଦରିଆରେ ଇଣ୍ଡିଆ ଜିନ୍ଦାବାଦ ନାରା ଦେଲେ ପାକିସ୍ତାନ ନାଗରିକ । ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ ।

Lay Off
ଛଟେଇର ମାସ ମାର୍ଚ୍ଚ ମାସ, ବଡ଼ ଧରଣର ଛଟେଇ କଲେ ବଡ଼ ବଡ଼ କମ୍ପାନୀ !

ସାମ୍ପ୍ରତିକ ବଜାର ପରିସ୍ଥିତିକୁ ଚ୍ୟାଲେଞ୍ଜ ଦେବାରେ ଅସଫଳ ହେବାରୁ ଏହି ଛଟେଇ କରିଥିବା କୁହାଯାଉଛି ।

Taliban
ମହିଳାଙ୍କ ପରକୀୟା ପ୍ରୀତି ପାଇଁ ଦଣ୍ତ ଘୋଷଣା କଲା ତାଲିବାନ, ସର୍ବସମ୍ମୁଖରେ ପଥରରେ ଛେଚି କରିବ ହତ୍ୟା

ପରକୀୟା ପ୍ରୀତି ପାଇଁ ମିଳିବ ସର୍ବସାଧାରଣରେ ମାଡ଼ । କେବଳ ମାଡ଼ ନୁହେଁ ସର୍ବସାଧାରଣରେ ପଥରରେ ଛେଚି ହତ୍ୟା କରାଯିବ । ଏପରି ଅତି ଅମାନୁଷିକ ଓ ବର୍ବରୋଚିତ ଘୋଷଣା କରିଛି ତାଲିବାନ ।

Pakistan-China
ଠିକ ନାହିଁ ପାକିସ୍ତାନ-ଚୀନ ସମ୍ପର୍କ! ଆତ୍ମଘାତୀ ବିସ୍ଫୋରଣ ପରେ ଦୁଇଟି ବଡ଼ ପ୍ରୋଜେକ୍ଟ ବନ୍ଦ କଲା ଚୀନ

ଚୀନକୁ ନଜର ଗଡଫାଦର ଭାବୁଥିବା ପାକିସ୍ତାନ ଏବେ ଅଡୁଆରେ । ପାକିସ୍ତାନରେ ନିଜର ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଚୀନ । ଉଭୟ ଦେଶ ମଧ୍ୟରେ ଆର୍ଥିକ ଗତିବିଧି ବୃଦ୍ଧି କରିବା ପାଇଁ କରୁଥିବା ବିଭିନ୍ନ ଯୋଜନାକୁ ଏବେ ବନ୍ଦ କରିବା ପାଇଁ ବାହାରିଛନ୍ତି ଚୀନ ସରକାର ।

  • Saturday, 30 March 2024
  • Halts
Indian Navy
୧୨ ଘଣ୍ଟାର ଅପରେସନ; ଭାରତୀୟ ନୌସେନାର ସଫଳତା, ଆତ୍ମସମର୍ପଣ କଲେ ଲୁଟେରା

୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ଉଦ୍ଧାର ହେଲେ ୨୩ ପାକିସ୍ତାନୀ ନାଗରିକ । ଆରବ ସାଗରରେ ଇରାନର ଫିସିଂ ଭେସଲ ଅପହରଣ ପରେ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା ।

Blood
୧୦ ବର୍ଷରେ ପ୍ରାୟ ୪ ହଜାର ଲିଟର ରକ୍ତ ପିଇସାରିଲେଣି ଏହି ମହିଳା

କାଲିଫର୍ଣ୍ଣିଆ ଲାନକାଷ୍ଟରର ୨୯ ବର୍ଷୀୟା ମହିଳା ମିଚେଲ୍‌। ସେ କିଶୋର ଥିବା ସମୟରୁ ଘୁଷୁରୀ ରକ୍ତ ପିଉଛନ୍ତି।

Bus Catches Fire
ଦୁର୍ଘଟଣାରେ ଜଳିଗଲା ତୀର୍ଥଯାତ୍ରୀ ବସ୍‌; ୪୫ ମୃତ

ଦକ୍ଷିଣ ଆଫ୍ରିକାର ଉତ୍ତର-ପୂର୍ବ ଲିମ୍ପୋପୋ ପ୍ରଦେଶରେ ଗୁରୁବାର ବ୍ରିଜ୍‌ ଉପରୁ ଏକ ବସ୍‌ ପ୍ରାୟ ୫୦ ମିଟର ତଳେ ପଡ଼ିବା ପରେ ଜଳିଯିବାରୁ ୪୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।

Cow
ବିଶ୍ୱର ସବୁଠାରୁ ଦାମୀ ଗାଈ, ଦାମ୍ ଜାଣିଲେ ଉଡ଼ିବ ହୋସ୍...

ଗାଈ ଭଳି ଜୀବକୁ ଆପଣ କେତେ ଟଙ୍କାରେ କିଣିବାକୁ ଚାହିଁବେ ? ୨୦ ହଜାର, ୩୦ ହଜାର, ୪୦ ହଜାର.. ବେଶୀରୁ ବେଶି ହେଲେ ଲକ୍ଷେ ଟଙ୍କା । ତେବେ ଯଦି ଆପଣଙ୍କୁ କୁହାଯିବ ଗାଈର ଦାମ୍ ୪୦ କୋଟି । ତେବେ ଆପଣ ବିଶ୍ୱାସ କରିବେ କି.. ନୁହେଁ ନା ।

  • Thursday, 28 March 2024
ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକିଲେ...
ହନିମୁନ୍‌ରେ ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକି ଫସିଲେ ସ୍ୱାମୀ; ଏବେ ଦେବେ ୩ ‌କୋଟିର କ୍ଷତିପୂରଣ... 

ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକିବା ପଡ଼ିଲା ମହଙ୍ଗା । ସ୍ତ୍ରୀକୁ 'ସେକେଣ୍ତ ହ୍ୟାଣ୍ତ’ ଡାକି ଦେବେ ୩ କୋଟି ଟଙ୍କା । ଏଭଳି ରୋଚକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି ।

Joe Biden
ଭାରତୀୟ କ୍ରୁ ମେମ୍ବରଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି, କହିଲେ ବଞ୍ଚିଲା ଅନେକ ଜୀବନ

ଦୁର୍ଘଟଣା ପୂର୍ବରୁ ଠିକ ସମୟରେ ପ୍ରଶାସନକୁ ସୂଚନା ଦେବା ଯୋଗୁଁ ଫ୍ରାନସିସ୍ ସ୍କଟ୍ ବ୍ରିଜ୍ ଉପରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଫଳରେ ବଡ଼ କ୍ଷତିରୁ ଆମେ ବର୍ତ୍ତି ଯାଇଛୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

Bridge Collapse
Viral Video: ଆମେରିକା ମେରିଲ୍ୟାଣ୍ଡରେ କାର୍ଗୋ ଧକ୍କାରେ ଭୁଶୁଡ଼ିଲା ବ୍ରିଜ୍

ସାମ୍ନାକୁ ଆସିଲା ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ୍ । ବ୍ରିଜ୍ ଭୁଶୁଡ଼ିବା ସହ ନଦୀ ଗର୍ଭକୁ ଖସିପଡ଼ିଲେ ଲୋକେ । ବ୍ରିଜରେ ଥିବା ଗାଡ଼ି ସହ ଖସିପଡ଼ିଲେ ପ୍ରାୟ ୨୦ଜଣ ।

Pakistan Airbase Attack
ବାଲୋଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ରକେଟ୍ ମାଡ଼

ବାଲୋଚିସ୍ତାନରେ ଚୀନର ନିବେଶକୁ ବିରୋଧ କରି ହମଲା । ପାକିସ୍ତାନର ଦ୍ୱିତୀୟ ସବୁଠୁ ବଡ଼ ଏୟାରବେସରେ ହମଲା ।

  • Tuesday, 26 March 2024
Loot
ଚୋରି ପୂର୍ବରୁ ଫିଟ ରହିବାର ଚେଷ୍ଟା, କଲେ ଯୋଗ; ଭାଇରାଲ ହେଲା ଭିଡିଓ

ଚୋରି କରିବା ପୂର୍ବରୁ ନିଜକୁ ଫିଟ ରଖିବା ପାଇଁ ଚୋରର ଯୋଗାଭ୍ୟାସ । ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚୋରଟିଏ ଚୋରି କରିବା ଆଗରୁ ଯୋଗ ଅଭ୍ୟାସ କରିଛି ।