Bangladesh Protest
ଦର୍ଶକ ବନ୍ଧୁ ଏ ଦୃଶ୍ୟକୁ ଦେଖି କିଛି ବର୍ଣ୍ଣନା କରିବା ଆମ ପକ୍ଷେ ସମ୍ଭବପର ନୁହେଁ । ଏ ଫଟୋକୁ ଦେଖାଇବାକୁ ଆମେ ମଧ୍ୟ ଚାହୁଁନା । ହେଲେ କେବଳ ଖବର ପ୍ରସାରଣ ପାଇଁ ମହାପ୍ରଭୁଙ୍କ ପ୍ରତି ଏପରି ଅପମାନ ଜନକ ଫଟୋକୁ ଆମେ ଦେଖାଉଛୁ । ଏହା ବ୍ୟତୀତ ଆଉ କିଛି କହିବାକୁ ଆମ ପକ୍ଷେ ଶବ୍ଦ ନାହିଁ । କାରଣ ଏ ରକ୍ତ ମୁଖା ମଣିଷ ଗୁଡ଼ାକ ଯେମିତି ପଶୁ ପାଲଟିଯାଇଛନ୍ତି । ଆଉ ସବୁ କିଛି କରିଦେଇଛନ୍ତି ଛାରଖାର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)