/odishatv-khabar/media/post_attachments/uploadimage/library/16_9/16_9_0/Accident_1724398968.jpg)
Accident
ଭୟଙ୍କର ଦୁର୍ଘଟଣା । ନଦୀକୁ ଖସିଲା ବସ୍ । ଏକାଥରକେ ୧୪ ଭାରତୀୟ ମୃତ । ନେପାଳରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । ନେପାଳର ମାର୍ସାଙ୍ଗଗଡ଼ି ନଦୀକୁ ଖସିପଡ଼ିଛି ଯାତ୍ରୀବାହୀ ବସ୍ । ଯେଉଁଥିରେ ଯାତ୍ରା କରୁଥିଲେ ୪୦ ଯାତ୍ରୀ । ଆଉ ସମସ୍ତେ ଭାରତୀୟ ହୋଇଥିବା ସୂଚନା । ଯାତ୍ରୀଙ୍କୁ ନେଇ କାଠମାଣ୍ଡୁରୁ ପୋଖରା ଯାଉଥିଲା ଏହି ବସ୍ ।
Advertisment
#ନଦୀକୁ_ଖସିଲା_ବସ୍
-ନେପାଳ: ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ବସ୍ ନଦୀକୁ ଖସିଲା
-ନେପାଳ ମାର୍ସାଙ୍ଗଗଡ଼ି ନଦୀକୁ ଖସିଲା ଯାତ୍ରୀବାହୀ ବସ୍
-କାଠମାଣ୍ଡୁରୁ ପୋଖରା ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ
-ବସ୍ର ସମସ୍ତ ଯାତ୍ରୀ ଭାରତୀୟ ଥିବା ପ୍ରାଥମିକ ସୂଚନା#BusAccident#Nepal#Kathamandu#OTVpic.twitter.com/eUotnkPsU1— ଓଟିଭି (@otvkhabar) August 23, 2024
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)