• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Ukraine
ୟୁକ୍ରେନ୍‌ ମାଟିର ସୁଯୋଗ୍ୟ ସୁତ : ରୁଷୀୟ ଟ୍ୟାଙ୍କକୁ ରୋକିବା ପାଇଁ ବ୍ରିଜ ସହ ନିଜକୁ ବିସ୍ଫୋରଣରେ ଉଡ଼ାଇଦେଲେ ବିଟାଲୀ ଶକୁନ

ଜଣେ ବାହାଦୂର ସୈନିକଙ୍କୁ ହରାଇ ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ ନିଜ ଫେସବୁକ୍ ପେଜରେ ଏସମ୍ପର୍କରେ ପୋଷ୍ଟ କରି ଶୋକପ୍ରକାଶ କରିଛନ୍ତି । ଋଷୀୟ ସେନାଙ୍କୁ ଅଟକାଇବା ପାଇଁ ଏକମାତ୍ର ଉପାୟ ଥିଲା ବ୍ରିଜକୁ ଉଡ଼ାଇବା ଏବଂ ତେଣୁ ବାଟାଲିୟନ ଏହି ନିଷ୍ପତ୍ତି ନେଇଥିଲା

Ukraine Russia War
ଜେଲେନସ୍କିଙ୍କ ନୂଆ ଭିଡିଓ ମେସେଜ୍‌ : ‘ଅସ୍ତ୍ରଶସ୍ତ୍ର ତ୍ୟାଗ କରିବୁନି, ଦେଶର ରକ୍ଷା କରିବୁ ’

ଋଷୀୟ ସେନା ୟୁକ୍ରେନର ରାଜଧାନୀ କିଭ୍ ପହଞ୍ଚି ସାରିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ମିଥ୍ୟା ଖବରକୁ ବିଶ୍ୱାସ ନକରିବାକୁ ଭିଡିଓରେ କହିଛନ୍ତି ।

Ukraine Russia War
ରାଜଧାନୀ ଛାଡ଼ିବାରୁ ରାଜି ନୁହଁନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି : ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ USକୁ କଲେ ଅନୁରୋଧ

କିଭ ଖାଲି କରିବା ପାଇଁ ଭୋଲୋଡିମିର ଜେଲେନସ୍କିଙ୍କୁ ଆମେରିକା ସରକାର ଅନୁରୋଧ କରିଥିଲେ ବୋଲି କହିଛନ୍ତି ଆମେରିକାର ଗୁପ୍ତଚର ବିଭାଗର ଜଣେ ବରିଷ୍ଠ ଅଧିକାରୀ । ହେଲେ ନିଜ ଦେଶ ତଥା ଦେଶବାସୀଙ୍କୁ ଏପରି ଦୋଦୁଲ୍ୟମାନ ଅବସ୍ଥାରେ ଛାଡ଼ିବାକୁ ଚାହୁଁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ।

UN Meeting
ଋଷିଆ ଉପରେ ଚାପ ପ୍ରୟୋଗ ଲାଗି ଏକାଠି ହେଲେ ଅନେକ ଦେଶ

ଋଷିଆ ଉପରେ ଚାପ ପ୍ରୟୋଗ କରିବା ପାଇଁ ଏଥିରେ ବିଭିନ୍ନ ଦେଶ ମତ ଦେଇଛନ୍ତି। ୟୁକ୍ରେନ ଉପରେ ଆକ୍ରମଣକୁ ବନ୍ଦ କରିବା ପାଇଁ ଜାତିସଂଘ ମହାସଚିବ ପୁଣି ଥରେ ଅପିଲ କରିଛନ୍ତି।   

How to safe yourself in nuclear attack
ପରମାଣୁ ଆକ୍ରମଣ ହେଲେ କିପରି ନିଜକୁ ରକ୍ଷା କରିବେ

ଋଷ୍-ୟୁକ୍ରେନ୍ ପରିସ୍ଥିତି ବିଗିଡିବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତିରେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଅନେକ ଦେଶ ପରସ୍ପର ବିରୁଦ୍ଧରେ ପରମାଣୁ ବୋମା ମଧ୍ୟ ବ୍ୟବହାର କରିବେ। ଯଦି କୌଣସି ଦେଶରେ ପରମାଣୁ ଆକ୍ରମଣ ହୋଇଯାଏ, ତେବେ କିପରି ନିଜକୁ ରକ୍ଷା କରିପାରିବେ ଆସନ୍ତୁ ସେ ବିଷୟରେ ନଜର ପକେଇବା।

Ukraine Russia War
ଯୁଦ୍ଧ ମଧ୍ୟରେ ଦେଶ ଛାଡ଼ିଯିବାକୁ ବାଧ୍ୟ ହେଉଛନ୍ତି ୟୁକ୍ରେନ୍‌ବାସୀ : ପଡ଼ୋଶୀ ଦେଶ ଶରଣରେ ମହିଳା ଓ କୁନି କୁନି ପିଲା

ୟୁକ୍ରେନରୁ ହଜାର ହଜାର ଲୋକ ପଶ୍ଚିମ ଦିଗକୁ ଯାଉଛନ୍ତି ଏବଂ ପଡୋଶୀ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ସୀମା ଅତିକ୍ରମ କରି ଶତାଧିକ ୟୁକ୍ରେନ ଶରଣାର୍ଥୀ ମୋଲଡୋଭାରେ ପ୍ରବେଶ କରିଛନ୍ତି ।

Ukraine Russia War
ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ପାଇଁ ସରକାରଙ୍କ ନୂଆ ଆଡ଼ଭାଇଜରି : ସୀମାବର୍ତ୍ତୀ ଅଞ୍ଚଳକୁ ନଯିବାକୁ ପରାମର୍ଶ

ଭାରତ ସରକାର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା ନକରି ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।

Russia- Ukraine War । US Betrays Ukraine
ୟୁକ୍ରେନକୁ ଧୋକା ଦେଲା ଆମେରିକା। ଯୁଦ୍ଧରେ ସାହାଯ୍ୟ କଲାନି କି ପୁଟିନ୍‌ଙ୍କ ସହ ଆଲୋଚନା ବି କଲାନି...

ଋଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଧୋକା ଦେଲା ଆମେରିକା। ଅସ୍ତ୍ରଶସ୍ତ୍ରରେ କୌଣସି ସାହାଯ୍ୟ କଲାନି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଥରେ ବି ଆଲୋଚନା କଲାନି। କେବଳ ଋଷିଆ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଚୁପ୍‌ ବସିଗଲେ ବାଇଡ଼େନ୍‌

Why No Country Extended Help To Ukraine As Russia Continues Attack
ଯୁଦ୍ଧ ବେଳେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି। କହିଲେ, ଏମିତି ସମୟରେ ଆମକୁ ଏକା କରିଦେଲା ବିଶ୍ୱ

ଯୁଦ୍ଧ ସମୟରେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି। କହିଲେ, ଏମିତି ଖରାପ ସମୟରେ ଆମକୁ ଏକା କରିଦେଲା ବିଶ୍ୱ...ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କି ଋଷିଆକୁ ଡରୁଛି ପୂରା ବିଶ୍ୱ

France May attack Nucler on Russia
ଋଷିଆ ଉପରେ ପରମାଣୁ ବୋମା ପକାଇବ ଫ୍ରାନ୍ସ ! ଯଦି...

ଋଷିଆ-ୟୁକ୍ରେନ୍‌ ମଧ୍ୟରେ ବଢୁଛି ତିକ୍ତତା । ଋଷିଆକୁ ଧମକ ଦେଲା ଫ୍ରାନ୍ସ...କହିଲା, କଥା ନମାନିଲେ ଆମେ କରିଦେବୁ ପରମାଣୁ ଆକ୍ରମଣ। ସେପଟେ ଋଷିଆ କହିଲା.....

Yulia Tymoshenko first Ukrainian- woman prime minister
ୟୁକ୍ରେନ୍‌ର ଏହି ମହିଳାଙ୍କୁ ଡରୁଥିଲେ ପୁଟିନ୍, ଯିଏ ଋଷ୍‌କୁ ଦେଉଥିଲେ ଖୋଲାଖୋଲି ଧମକ

ଋଷ୍‌ ୟୁକ୍ରେନ ଉପରେ ଆକ୍ରମଣ ପରେ ଲୋକେ ସେହି ମହିଳାଙ୍କୁ ମନେ ପକଉଛନ୍ତି ଯାହାଙ୍କୁ ଋଷ୍‌ର ରାଷ୍ଟ୍ରପତି ଡରନ୍ତି। ସେ ହେଉଛନ୍ତି ୟୁକ୍ରେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ସେ ଋଷ୍‌ ବିରୋଧରେ ଖୋଲାଖୋଲି ଧମକ ଦେଉଥିଲେ। ତେବେ କିଏ ଏହି ମହିଳା, ତାଙ୍କ ପାଖରେ ଏମିତି କେଉଁ ଶକ୍ତି ଥିଲା ଯେ ଯାହାକୁ ଋଷ୍ ଭୟ କରୁଥିଲା ଆସନ୍ତୁ ଜାଣିବା।

Check Military Strength
କଣ ମୁକାବଲା କରିପାରିବ ୟୁକ୍ରେନ୍

ଏହା ଏକ ଏମିତି ରିପୋର୍ଟ, ଯାହା ବୟାନ କରୁଛି ଋଷ୍‌ର ବିଶାଳ ସେନା ଆଗରେ ୟୁକ୍ରେନ୍ କେତେ ସମର୍ଥ। ଦେଖନ୍ତୁ ଏହି ନମ୍ୱର ୨ ବନାମ ନମ୍ୱର ୨୨ । ତଥାପି ପୁଟିନଙ୍କ ନିଷ୍ପତି ଆଗରେ ମୁଣ୍ଡ ନୁଆଁଇନି ଛୋଟିଆ ଦେଶ ୟୁକ୍ରେନ୍।

Russia-Ukraine War
ରୁଷିଆ ଉପରେ ୟୁକ୍ରେନର କାଉଣ୍ଟର ଆଟାକ୍

ରୁଷିଆ ଉପରେ ୟୁକ୍ରେନର କାଉଣ୍ଟର ଆଟାକ୍ I ଲଙ୍ଗ୍ ରେଂଜ୍ ମିସାଇଲରେ ରୁଷିଆକୁ ଟାର୍ଗେଟ୍ I ରୁଷିଆର ଏୟାର ବେସ୍ ଧ୍ୱଂସ କଲା ୟୁକ୍ରେନ୍ I ଆଲୋଚନା ପାଇଁ ସର୍ତ୍ତମୂଳକ ରାଜି ହେଲା ରୁଷିଆ I ୟୁକ୍ରେନ୍ ସେନା ଅସ୍ତ୍ର ଛାଡିଲେ ହିଁ ଆଲୋଚନା ହେବ କହିଲା ରୁଷିଆ

russia VS ukraine
ୟୁକ୍ରେନ୍‌ ତୁଳନାରେ ରୁଷିଆ କେତେ ଶକ୍ତିଶାଳୀ, ଜାଣଛନ୍ତି କି?

ଏବେ ନଜର ପକାନ୍ତୁ ଦୁଇ ଦେଶର ସାମରିକ ଶକ୍ତିର ତୁଳନାତ୍ମକ ଚିତ୍ର ଉପରେ।

russia ukraine war
ୟୁକ୍ରେନ-ଋଷିଆ ଯୁଦ୍ଧରେ ଲାଗିବ କି ବିରାମ?

ୟୁକ୍ରେନର ସାଧାରଣ ନାଗରିକ କିନ୍ତୁ ତ୍ରାହି ତ୍ରାହି ଡାକିଲେଣି।

  • Friday, 25 February 2022
President of China Xi-Jinping speaks his Russian counterpart Vladimir Putin
ପୁଟିନ୍‌ଙ୍କ ସହ ଫୋନ୍‌ରେ କଥା ହେଲେ ଜିନ୍‌ପିଙ୍ଗ୍‌

ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଶୁକ୍ରବାର ଦିନ ଫୋନ୍ ମାଧ୍ୟମରେ ନିଜ ଋଷ୍‌ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ ପୁଟିନଙ୍କୁ ଆଲୋଚନା ମାଧ୍ୟମରେ ୟୁକ୍ରେନ୍‌ ସଙ୍କଟର ସମାଧାନ ପାଇଁ ସମର୍ଥନ କରିଛନ୍ତି।

Evacuation Plan
ଭାରତୀୟଙ୍କୁ ଆଣିବ ସ୍ୱତନ୍ତ୍ର ବିମାନ, ଖର୍ଚ୍ଚ ବହନ କରିବ କେନ୍ଦ୍ର

ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଉଦ୍ଧାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି।

Ukrainian Uniform
ସୈନିକଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଯୁଦ୍ଧକୁ ଓହ୍ଲାଇଲେ ଯୁକ୍ରେନ ରାଷ୍ଟ୍ରପତି

ଋଷ ସେନା କିଭ୍ ଅଭିମୂଖା ହେଉଥିବା ବେଳେ ଏହାର କଡ଼ା ଜବାବ ଦେଇଛି ୟୁକ୍ରେନ ସେନା । କିଭ୍ ସହର ନିକଟରେ ଋଷ ସେନାର ଏକ ଲଢୁଆ ହେଲିକପ୍ଟର କ୍ରାସ ହୋଇଛି । ଯୁକ୍ରେନ ସେନା ଏହି ହେଲିକପଟରକୁ ମାରି ତଳେ ପକାଇଥିବା ଦାବି କରିଛି ।

russia ukraine war
ଆଲୋଚନା ପାଇଁ ରାଜି ହେଲା ରୁଷିଆ

ଲଙ୍ଗ୍ରେଂଜ ମିସାଇଲ୍ ଜରିଆରେ ରୁଷର ଏୟାର ବେସ୍ ଟାର୍ଗେଟ କରିଛି ୟୁକ୍ରେନ୍।

President Zelensky
ଯୁଦ୍ଧ ବେଳେ ଭାବବିହ୍ୱଳ ହେଲେ ୟୁକ୍ରେନ ରାଷ୍ଟ୍ରପତି: କହିଲେ, ଆମକୁ ସମସ୍ତେ ଏକା କରିଦେଲେ

ଋଷିଆର ପ୍ରଚଣ୍ଡ ଆକ୍ରମଣକୁ ସାମ୍ନା କରିପାରୁନି ୟୁକ୍ରେନ। କିନ୍ତୁ ମୁଣ୍ଡ ନୁଆଁଇବାର ପ୍ରଶ୍ନ ଉଠୁନାହିଁ ବୋଲି ୟୁକ୍ରେନ ସ୍ପଷଟ କରିଛି। ଗୋଟିଏ ପଟେ ଆକ୍ରମଣର ସାମ୍ନା କରିପାରୁନି ସତ କିନ୍ତୁ ଋଷିଆକୁ କଡ଼ା ଜବାବ ଦେବାକୁ ଚେଷ୍ଟା କରୁଛି ୟୁକ୍ରେନ

Nuclear Weapons
ଋଷିଆ ଉପରେ ପରମାଣୁ ଆକ୍ରମଣ କରିଦେବ କି ଫ୍ରାନ୍ସ?

ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ସମଗ୍ର ୟୁରୋପ ପ୍ରତି ବିପଦ ସୃଷ୍ଟି ହୋଇଛି। ଯଦି କୌଣସି ରାଷ୍ଟ୍ର ୟୁକ୍ରେନକୁ ସହାୟତା କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଧମକ ଦେଇଛନ୍ତି।

Ukraine
ଯୁଦ୍ଧ ବେଳେ ୟୁକ୍ରେନକୁ ଧୋକା ଦେଲା ଆମେରିକା !!

ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣର ପୂର୍ବ ନିର୍ଦ୍ଧାରିତ। ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଋଷିଆ ଚାହୁଁଛି। ଏଥିପାଇଁ ସାରା ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ

Ukraine Russia War
ଆକାଶରେ ଉଡ଼ୁଛି ମୃତ୍ୟୁ, କାହା ଉପରେ କେତେବେଳେ ଖସି ପଡ଼ିବ କେହି ଜାଣନ୍ତି ନାହିଁ...

ଯେତେଶୀଘ୍ର ପାରୁଛ, ତମେ ସୁରକ୍ଷିତ ସ୍ଥାନକୁ ଚାଲିଯାଅ ମାଆ। ଏଠି କେତେବେଳେ ବି କିଛି ହୋଇପାରେ। ମୋ କଥା ଆଦୌ ଚିନ୍ତା କରିବ ନାହିଁ। ଜୀବନ ଥିଲେ ପୁଣି ଦେଖାହେବ।… ନିଜ ବାପା ମାଆଙ୍କ ଉଦ୍ଦେଶ୍ୟରେ ୟୁକ୍ରେନୀୟ ସୈନିକ ପଠେଇଥିବା ଭିଡିଓ ବାର୍ତ୍ତା ଆଖିରୁ ଲୁହ ଦୁଇଟୋପା ଖସେଇ ଦେବାକୁ ଯଥେଷ୍ଟ।

Kyiv airport
କିଭ୍ ବିମାନବନ୍ଦର ବନ୍ଦ: କେମିତି ସ୍ୱଦେଶ ଫେରିବେ ୟୁକ୍ରେନରେ ଫସିଥିବା ୨୦ ହଜାର ଭାରତୀୟ ?

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନ୍‌ର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସେଠାରେ ଫସି ରହିଥିବା ୨୦ ହଜାର ଭାରତୀୟ ମାନଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।   

Ukraine Shoots Down 5 Russian Planes, 1 Helicopter
ୟୁକ୍ରେନର ଦାବି- ଯୁଦ୍ଧରେ ଆମେ ଋଷିଆର ୫୦ ଜଣ ସୈନିକଙ୍କୁ ମାରି ଦେଇଛୁ

ୟୁକ୍ରେନ ପକ୍ଷରୁ ମଧ୍ୟ ରୁଷିଆ ଉପରେ ପ୍ରତିଆକ୍ରମଣ ହେଉଥିବା ଦାବି ହୋଇଛି। ଖାର୍କିଭ୍ ନିକଟରେ ଋଷିଆର ୫ଟି ଟ୍ୟାଙ୍କ ସହ ୫୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।