ପ୍ରତିଶୋଧ ନିଆଁରେ ଜଳୁଛନ୍ତି ପୁଟିନ୍। ୟୁକ୍ରେନ ଦଖଲ ପରେ ସ୍ୱଡ଼େନ୍- ଫିନଲ୍ୟାଣ୍ଡ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଛି ମସ୍କୋ। ନାଟୋରେ ସାମିଲ ହେବା ପଡ଼ିବ ମହଙ୍ଗା, ସେପଟେ ଆମେରିକା କହିଲା...
ଋଷିଆ ସୈନ୍ୟଙ୍କୁ ମୁହଁତୋଡ୍ ଜବାବ ଦେଲେ ୟୁକ୍ରେନ ଚାଷୀ। ଟ୍ରାକ୍ଟର ଲଗାଇ ନେଇ ପଳାଇଲେ ଋଷ୍ ଟ୍ୟାଙ୍କର...ପଛରେ ଗୋଡ଼ାଇଲେ ଋଷିଆ ସୈନ୍ୟ, ଭାଇରାଲ ହେଉଛି ଏମିତି ଭିଡ଼ିଓ
ଋଷ ଟାର୍ଗେଟ୍ରେ ୨୩ ମହାରଥୀ। ଏମାନଙ୍କ ମୁଣ୍ଡ ଗଡ଼ାଇବାକୁ ଉଡ଼ାଣ ଭରିଲେଣି ଋଷ ସୈନ୍ୟ...ଲିଷ୍ଟର ପ୍ରଥମ ନାଁରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଜାଣନ୍ତୁ ଆଉ କାହାର ରହିଛି ନାଁ?
ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା।
ଯୁଦ୍ଧର ବିଭୀଷିିକା ଭିତରେ ସାଧାରଣ ୟୁକ୍ରେନୀୟଙ୍କ କାରନାମା ବି ଚର୍ଚ୍ଚାର ଖୋରାକ୍ ଯୋଗାଇଛି।
ଅରିନ୍ଦମ ବାଗଚି କହିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ କହିବାକୁ ପଡ଼ୁଛି, ଖାରକିଭରେ ଘଟୁଥିବା ଏୟାର ଷ୍ଟ୍ରାଇକରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମନ୍ତ୍ରଣାଳୟ ଛାତ୍ରଙ୍କ ପରିବାର ସହ ଯୋଗାଯୋଗରେ ରହିଛି । ଆମର ସହାନୁଭୂତି ପରିବାର ସହିତ ରହିଛି ।
ଆକାଶରୁ ବୋମା ବର୍ଷା ସହ ହୋଇଛି ଭୟଙ୍କର ବିସ୍ଫୋରଣ । ଖାରକିଭ୍ ସହରର ବୋମା ବର୍ଷା ଯୋଗୁ ସ୍ଥାନୀୟ ଅଞ୍ଚଳ ଧ୍ୱଂସ ସ୍ତୁପରେ ପରିଣତ ହୋଇଛି ।
ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷ ବିରୋଧରେ ଆମେରିକାର ବଡ଼ କାର୍ଯ୍ୟାନୁଷ୍ଠାନ । ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା । ମାର୍ଚ୍ଚ ୭ ସୁଦ୍ଧା ନ୍ୟୁୟର୍କ ଛାଡ଼ି ପଳାଇବାକୁ ଆମେରିକା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜାତିସଂଘରେ ରୁଷର ସ୍ଥାୟୀ ପ୍ରତିନିଧି ବାସିଲି ନେବେଜିଆ ସୂଚନା ଦେଇଛନ୍ତି ।
ଏହି ମାସରେ ଋଷ ବିଶ୍ୱକପ ଲାଗି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଲିବାର ଥିଲା । ସେହିପରି ଋଷ ମହିଲା ଦଳ ବି ଇଂଲଣ୍ଡରେ ହେବାକୁ ଥିବା ୟୁରୋପିଅନ ଚାମ୍ପିୟନସିପରେ ଅଂଶଗ୍ରହଣ କରିପାରିବନି ।
ମିଳିତ ଜାତିସଂଘରେ ଅବସ୍ଥାପିତ ରୁଷ ଡିପ୍ଲୋମେଟିକ ମିଶନର ୧୨ ଅଧିକାରୀଙ୍କୁ ବହିଷ୍କାର କରିଛି ଆମେରିକା ।
ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସେନା ବେଲାରୁଷ ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା ।
ଭାରତ ସରକାରଙ୍କ ଅପରେସନ ଗଙ୍ଗା ସପ୍ତମ ପର୍ଯ୍ୟାୟରେ ୧୮୨ଜଣ ଭାରତୀୟ ନାଗିରକଙ୍କୁ ରୋମାନିଆର ବୁଚାରେଷ୍ଟରୁ ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଅଣାଯାଉଛି ।
ୟୁକ୍ରେନ୍-ଋଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ୍ରେ ଫସିଛନ୍ତି ହଜାର ହଜାର ସଂଖ୍ୟକ ଭାରତୀୟ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଲୋକ ମଧ୍ୟ ଅଛନ୍ତି। ଯେଉଁମାନେ କି ସ୍ୱଦେଶ ଫେରିବାକୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
। ପାଶ୍ଚାତ୍ୟ ଦେଶ ଗୁଡିକର ଚାପ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ନ୍ୟୁକ୍ଲିଆର୍ ଫୋର୍ସକୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘ ନିରାପତ୍ତା ପରିଷଦର ଜରୁରୀ ବୈଠକ ଡକାଯାଇଛି। ପ୍ରାୟ ୪୦ ବର୍ଷ ପରେ ନିରାପତ୍ତା ପରିଷଦର ଏପରି ଜରୁରୀ ବୈଠକ ଡକାଯାଇଛି।
ଋଷିଆ ସାରା ବିଶ୍ୱରେ ରାଜ୍ କରିବ । ବଞ୍ଜର ଭୂମିରେ ପରିଣତ ହୋଇଯିବ ୟୁରୋପ୍ । ଋଷିଆକୁ ଚାହିଁଲେ ବି କେହି ଅଟକାଇ ପାରିବେ ନାହିଁ । ସବୁକିଛି ବରଫ ପରି ତରଳି ଯିବ ।
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ମହାଯୁଦ୍ଧ। ୟୁକ୍ରେନ ଉପରେ ଜବରଦସ୍ତ ଆଟାକ୍ ପାଇଁ ମାତ୍ର ଗୋଟିଏ ଦିନରେ ପୁଟିନ୍ ଖର୍ଚ୍ଚ କରୁଛନ୍ତି ଏତିକି ଲକ୍ଷ କୋଟି ଟଙ୍କା…ଏତେ ପରିମାଣ ଟଙ୍କାରେ ପୂରା ବିଶ୍ୱ…
ପାକିସ୍ତାନ ସେନାରେ ପ୍ରଥମ ଥର ପାଇଁ ଦୁଇଜଣ ହିନ୍ଦୁ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ହୋଇଛି ।
ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାରଙ୍କୁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?
ଋଷିଆକୁ ଆର୍ଥିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଅନେକ ରାଜ୍ୟ ଋଷିଆ ନିର୍ମିତ ଭୋଡକା(ପ୍ରଖ୍ୟାତ ରୁଷୀୟ ମଦ)କୁ ବୟକଟ୍ କରିବା ଆରମ୍ଭ କରିଛନ୍ତି ।
ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ଼ ଯୋଜନା କରିଛନ୍ତି ଭାରତ ସରକାର । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ହେବ ଆହୁରି ତ୍ୱରାନିତ କରାଯିବ । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ କେନ୍ଦ୍ର ମନ୍ତ୍ରୀ ଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ରଷିଆ-ୟୁକ୍ରେନ୍ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା ହେବ ।
ପୋଲାଣ୍ଡ ପଳାୟନ କରୁଥିବା ବେଳେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । ଆକ୍ରମଣର ଶିକାର ହୋଇଥିବା ଛାତ୍ର ଫତେହାବାଦର ବାସିନ୍ଦା । ମାଡ଼ପିଟରେ ଜଣେ ଛାତ୍ରଙ୍କ ହାତ ଭାଙ୍ଗି ଯାଇଛି ।
ପଞ୍ଚମ ଦିନରେ ପହଞ୍ଚିଛି ୟୁକ୍ରେନ ଉପରେ ଋଷିଆର ଆକ୍ରମଣ। ତେବେ ଏହା ପୂର୍ବରୁ ଶାନ୍ତି କଥାବାର୍ତ୍ତା ପାଇଁ ସମ୍ମତି ଜଣାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି।
ଦିନେ ୟୁକ୍ରେନବାସୀଙ୍କୁ ମନଖୋଲା ହସାଉଥିଲେ। ଆଜି ସେହି ୟୁକ୍ରେନବାସୀଙ୍କ ପାଇଁ କାନ୍ଦୁଛନ୍ତି...ରାତିରେ ନିଦ ହେଉନି, ଦିନରେ ଖାଇବା ରୁଚୁନି। ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ସବୁ ଦେଶକୁ କରୁଛନ୍ତି ନିବେଦନ। ଜାଣନ୍ତୁ କମେଡ଼ିଆନରୁ ସେ କେମିତି ହୋଇଥିଲେ ରାଷ୍ଟ୍ରପତି...
ୟୁକ୍ରେନ-ଋଷିଆ ଯୁଦ୍ଧ ବେଳେ ଋଷିଆ ଉପରେ ଡିଜିଟାଲ ଷ୍ଟ୍ରାଇକ କଲା ଗୁଗୁର। ଅଚାନକ ବନ୍ଦ ହୋଇଗଲା ସବୁ ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମର ମନିଟାଇଜେସନ୍...ଚିନ୍ତାରେ ପୁଟିନ୍, ଦୋହଲି ଯିବ ଋଷିଆର ଅର୍ଥନୀତି...