ଗୁରୁବାର ରାତିରେ ବାଂଲାଦେଶର ରାଜଧାନୀ ଢ଼ାକାର ଏକ ମନ୍ଦିରକୁ କିଛି ଉଗ୍ରବାଦୀ ଟାର୍ଗେଟ କରିଥିଲେ । ମନ୍ଦିରରେ ଭଙ୍ଗାରୁଜା କରିବା ସହ ଲୁଟପାଟ୍ କରିଥିବା ଜଣାପଡ଼ିଛି
ନିଆଁର ପ୍ରକୋପ ଏତେ ମାତ୍ରରେ ଥିଲା ଯେ, ଯାହାକୁ ଆୟତ୍ତ କରିବା କଷ୍ଟସାଧ୍ୟ ଥିଲା। ନିଜ ଜୀବନ ବଞ୍ଚାଇବାକୁ ଅନେକ ଯାତ୍ରୀ ବିକଳରେ ନଦୀକୁ ଡେଇଁ ପଡ଼ିଥିଲେ।