କେବେ ଘଟିବ ଋଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ । କେବେ ଆଶ୍ୱସ୍ତି ପାଇବେ ଯୁଦ୍ଧ ଘନଘଟାରେ ଫସିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକ । ବାରମ୍ବାର ଆଲୋଚନା ସତ୍ତ୍ୱେ ଦୁଇ ପକ୍ଷ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିବା ବେଳେ, ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି । ତେଣେ ୟୁକ୍ରେନ ମୁଣ୍ଡ ନୁଆଁଉ ନଥିବାରୁ ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି ପୁଟିନ୍ ବିଧ୍ୱଂସକାରୀ ।
Published: Satyendu Shekher Mishra
Last updated: 20 March 2022, 08:18 PM IST
ଦୁଇ ଦୁଇ ଥର ଠକାମିର ଶିକାର ହେବା ପରେ ଯାଇ ସମ୍ପୃକ୍ତ ମହିଳାଙ୍କର ବୁଦ୍ଧି ଉଦୟ ହୋଇଛି । ଆଉ ଅନ୍ୟମାନଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ ସେ ଏହି କଥା ପ୍ରକାଶ କରିବା ପରେ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।