ଲାବୋରେଟୋରୀରେ ବିକଶିତ ଆବଶ୍ୟକୀୟ ସୁସ୍ଥ କୋଷ ଦ୍ୱାରା ରୋଗାକ୍ରାନ୍ତ ଅଙ୍ଗ-ପ୍ରତ୍ୟଙ୍ଗର କୋଷଗୁଡିକ ଯାଗାରେ ସ୍ଥାପିତ କରି ନୂତନ ସୁସ୍ଥ କୋଷ ତିଆରି ବା ରିଜେନେରେଟ୍ କରିହେବ। ଏହି ଚିକିତ୍ସା ପଦ୍ଧତିରେ ଡାଇବେଟିସ୍, ଆଘାତପ୍ରାପ୍ତ ମେରୁଦଣ୍ଡ, ହୃଦ୍ରୋଗ, ବ୍ରେନ୍-ଷ୍ଟ୍ରୋକ୍, କ୍ୟାନସର ଆଦିରେ ପୀଡିତ ବ୍ୟକ୍ତି ବିଶେଷ ଉପକୃତ ହେବେ।
ପ୍ରାୟ ୧୬ ଘଣ୍ଟା ଧରି ଅତି ନିଖୁଣତାର ସହ ମୁମ୍ବାଇ ଗ୍ଲୋବାଲ ହସ୍ପିଟାଲର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଏହି ସର୍ଜରୀ କରିଥିଲେ । ଆଉ ଏଥିରେ ଡାକ୍ତରଙ୍କୁ ଏକ ବିରାଟ ସଫଳତା ମିଳିଛି । ସମଗ୍ର ଏସିଆରେ ଏଭଳି ହାତଯୋଡ଼ା ଯିବା ଘଟଣା ପ୍ରଥମ ବୋଲି କୁହାଯାଉଛି।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରାର ମହତ୍ତ୍ୱ ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ମାର୍ଚ୍ଚ ମାସର ତୃତୀୟ ଶୁକ୍ରବାରକୁ ବିଶ୍ୱ ନିଦ୍ରା ଦିବସ ଭାବେ ପାଳନ କରାଯାଉଛି । ଏ ବର୍ଷର ଥିମ୍ ରହିଛି ‘ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଜରୁରୀ’ ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରାର ମହତ୍ତ୍ୱ ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ମାର୍ଚ୍ଚ ମାସର ତୃତୀୟ ଶୁକ୍ରବାରକୁ ବିଶ୍ୱ ନିଦ୍ରା ଦିବସ ଭାବେ ପାଳନ କରାଯାଉଛି । ଏ ବର୍ଷର ଥିମ୍ ରହିଛି ‘ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଜରୁରୀ’ ।
ବର୍ତ୍ତମାନ ପରୀକ୍ଷାର ଋତୁ। ପ୍ରତ୍ୟେକ ପିଲା ଚାହାନ୍ତି ପରୀକ୍ଷାରେ ଭଲ ମାର୍କ ଆଣିବା । ଏଭଳି କ୍ଷେତ୍ରରେ ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାର ପୂର୍ବ ରାତିରେ ଅନିଦ୍ରା ହୋଇ ପ୍ରସ୍ତୁତ ହୁଅନ୍ତି। ଆପଣ ଜାଣିଛନ୍ତି କି, ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ଆସନ୍ତୁ ଜାଣିବା…
ଆପଣ ଜାଣନ୍ତି କି, ପରୀକ୍ଷା ପୂର୍ବରୁ ଶୋଇବା ନିହାତି ଜରୁରୀ । କାରଣ ଭଲ ନିଦ ହେବା ଦ୍ୱାରା ଜଣେ ପରୀକ୍ଷାର୍ଥୀଙ୍କୁ ଅନେକ ଫାଇଦା ମିଳିଥାଏ ।
୫ ବର୍ଷରୁ କମ୍ ବୟସର ପିଲା ଏହି H3N2 ଇନ୍ଫ୍ଲୁଏନ୍ଜାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି ।
ଆଜିକାଲି ଲୋକମାନେ ଥଣ୍ଡା ସମସ୍ୟାରେ ପୀଡିତ ହେଉଛନ୍ତି। ଏହାକୁ ଠିକ୍ ସମୟରେ ଦୂର କରା ନ ଗଲେ ଏହା ଫ୍ଲୁ ଏବଂ ବ୍ରୋଙ୍କୋନିମୋନିଆର ରୂପ ନେଇଥାଏ। ଥଣ୍ଡାରୁ ମୁକ୍ତି ପାଇଁ ଏମିତି କିଛି ପ୍ରଭାବଶାଳୀ ଯୋଗ ଅଛି, ଯାହା କରି ଆପଣ ଯଥାଶୀଘ୍ର ଭଲ ହୋଇପାରିବେ। ଆସନ୍ତୁ ଜାଣିବା…
ମାନସିକ ଅବସାଦ ଏମିତି ଏକ ବ୍ୟାଧି ଯାହା ନିଜର ଅନୁଭବ, ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏହାର ଶିକାର ହୋଇଥିବା ଲୋକେ କ୍ରମାଗତ ଭାବେ ଦୁଃଖ, କାମ ପ୍ରତି ଅନାଗ୍ରହର ସମ୍ମୁଖୀନ ହୁଅନ୍ତି। ତେବେ ଆସନ୍ତୁ ପ୍ରତି ସକାଳେ ଏହି ୬ଟି ଅଭ୍ୟାସକୁ ଜାରି ରଖିବା ଆଉ ଅବସାଦରୁ ମୁକ୍ତି ପାଇବା।
ଔଷଧ, ଅକ୍ସିଜେନ୍ ଓ ଆଇସିୟୁ ସ୍ଥିତି ନିୟମିତ ଅନୁଧ୍ୟାନ କରିବାକୁ ଦିଆଯାଇଛି ପରାମର୍ଶ । ଏହାରି ଭିତରେ ଦୀର୍ଘ ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କୋଭିଡ୍ ସଂକ୍ରମଣ । ଏଣୁ କୋଭିଡ୍ ଅନୁରୂପ ନିୟମ ପାଳନ ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ଔଷଧ, ଅକ୍ସିଜେନ୍ ଓ ଆଇସିୟୁ ସ୍ଥିତି ନିୟମିତ ଅନୁଧ୍ୟାନ କରିବାକୁ ଦିଆଯାଇଛି ପରାମର୍ଶ । ଏହାରି ଭିତରେ ଦୀର୍ଘ ୧୧୩ ଦିନ ପରେ ଦେଶରେ ପୁଣିଥରେ ୫୦୦ ଟପିଛି ଦୈନିକ କୋଭିଡ୍ ସଂକ୍ରମଣ । ଏଣୁ କୋଭିଡ୍ ଅନୁରୂପ ନିୟମ ପାଳନ ଲାଗି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
H3N2 ଭୂତାଣୁ ସାଧାରଣତଃ ନାକ ଓ ପାଟିରୁ ନିର୍ଗତ ତରଳ କଣିକା ବା ଡ୍ରପଲେଟ୍ସ ଦ୍ୱାରା ବ୍ୟାପିଥାଏ
ଇନଫ୍ଲୁଏଞ୍ଜା ସନ୍ଦେହରେ ଗତ ଜାନୁଆରୀ ଓ ଫେବ୍ରୁଆରୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୨୫ଟି ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୯ଟି H3N2, ୫ଟି ଇନଫ୍ଲୁଏଞ୍ଜା-ଏ ଏବଂ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଇନଫ୍ଲୁଏଞ୍ଜା ସନ୍ଦେହରେ ଗତ ଜାନୁଆରୀ ଓ ଫେବ୍ରୁଆରୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୨୨୫ଟି ସାମ୍ପଲ୍ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ ୫୯ଟି H3N2, ୫ଟି ଇନଫ୍ଲୁଏଞ୍ଜା-ଏ ଏବଂ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଆଗକୁ କୋଭିଡ୍ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ ଓ ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।
କର୍ଣ୍ଣାଟକ ଓ ହରିୟାଣାରେ ୨ ମୃତ୍ୟୁ ପରେ କେନ୍ଦ୍ରର ଆଡ଼ଭାଇଜାରୀ । ବିଶେଷଜ୍ଞ କହିଲେ କରୋନା ଭଳି ସଂକ୍ରମଣ ଶୈଳୀ ସମାନ ।
ଚଳିତ ବର୍ଷର ବାର୍ତ୍ତା କିଡ୍ନୀ ହେଲଥ ଫର୍ ଅଲ୍...
ଆଜି ବିଶ୍ୱ କିଡ୍ନୀ ଦିବସ। ରକ୍ତକୁ ପରିସ୍କାର ରଖିବା ଏବଂ ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ କିଡ୍ନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେବେ ଆସନ୍ତୁ କିଡ୍ନୀ ସହ ଜଡିତ କିଛି ସମସ୍ୟା ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ବିଷୟରେ ଜାଣିବା…
ଦୀର୍ଘ ଦିନ ଧରି ଅସୁସ୍ଥତା ଲାଗି ରହୁଥିବାରୁ ଏଥିପାଇଁ ଭୟ ବଢ଼ିଛି
ଦେଶରେ ବର୍ତ୍ତମାନ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏନେଇ ଦିଲ୍ଲୀରେ ବିଶେଜ୍ଞମାନେ ଏକ ଆଲୋଚନା କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ହୃଦରୋଗ ବିଶେଷଜ୍ଞ ମାନେ ଦିଲ୍ଲୀରେ ଆୟୋଜିତ ହୋଇଥିବା ‘କାର୍ଡିଓଲୋଜି ସୁମା ୨୦୨୩’ରେ ଯୋଗଦେଇ ସେମାନେ ସେମାନଙ୍କ ମତ ରଖିଛନ୍ତି ।
ସୁନ୍ଦର ଏବଂ ଗୋଲାପୀ ଓଠ ପାଇବା ପାଇଁ ସମସ୍ତଙ୍କର ଆଗ୍ରହ। ବାରମ୍ବାର ବିଭିନ୍ନ କେମିକାଲ୍ ଯୁକ୍ତ ଲିପ୍ଷ୍ଟିକ୍ଗୁଡିକୁ ବ୍ୟବହାର କରିବା ଦ୍ୱାରା ଓଠର ପ୍ରାକୃତିକ ରଙ୍ଗ ଏବଂ ସ୍ୱାସ୍ଥ୍ୟ ଖରାପ ହୋଇଯାଏ। ହେଲେ କିଛି ସହଜ ତଥା ସରଳ ଘରୋଇ ଉପାୟ ଦ୍ୱାରା ଆପଣ ସବୁଦିନ ଗୋଲାପୀ, ନରମ ଓଠ ପାଇପାରିବେ। ଆସନ୍ତୁ ଜାଣିବା…
କୌଣସି ଭାଇରାଲ୍ ଫିଭର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ମେଡିସିନ୍ ନଖାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏହାସହ IMA ମଧ୍ୟ ଏନେଇ ସତର୍କ କରାଇଛି।
ରାଜ୍ୟରେ ୧୦ ହଜାର ୭୧୯ କ୍ୟାଡର ପୋଷ୍ଟ ଥିବା ବେଳେ ମାତ୍ର ୪୦ରୁ ୪୫ ପ୍ରତିଶତ ଡାକ୍ତରରେ କାମ ଚାଲିଛି । ତେଣୁ ସରକାର ଡାକ୍ତରମାନଙ୍କୁ ୨୪ ଘଣ୍ଟା କାମରେ ଖଟାଉଛନ୍ତି ।
ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଆଦୌ ଫ୍ରିଜ୍ରେ ରଖି ଖାଆନ୍ତୁ ନାହିଁ । ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଆମେ ଆପଣଙ୍କୁ ବର୍ତ୍ତମାନ ୭ଟି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଫ୍ରିଜ୍ରେ ରଖି ଖାଇବା ଜମା ବି ଠିକ୍ ନୁହେଁ, ଆସନ୍ତୁ ଜାଣିବା ।
ଯଦି ଆପଣ ଡାର୍କ ଚକୋଲେଟ୍ ଖାଉଛନ୍ତି ତେବେ ଏଥିରେ ୭୦ ପ୍ରତିଶତରୁ ଅଧିକ କୋକୋ ଭରି ରହିଥାଏ । ଯାହା ଆପଣଙ୍କ ଶରୀରକୁ ପୋଷକତତ୍ୱ ଦେଇଥାଏ ।