• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Health Updates

Health Tips For Women
Bad Habits: ମହିଳାଙ୍କୁ ଖୁବ୍‌ଶୀଘ୍ର ବୁଢ଼ୀ କରିଦିଏ ଏହି ସବୁ ବଦ ଅଭ୍ୟାସ

ବର୍ତ୍ତମାନ ଅନେକ ମହିଳା ନିଜର ଜୀବନ ଶୈଳୀ ପାଇଁ ସେମାନଙ୍କ ବୟସ ଠାରୁ ଅଧିକ ବୟସ୍କ ଦେଖାଯାଉଛନ୍ତି । ଏମିତି ସମସ୍ୟାରୁ ମୁକ୍ତି ପାଇବା ପାଇଁ କମ୍ ବୟସରେ ଆସୁଥିବା ବାର୍ଦ୍ଧକ୍ୟକୁ ରୋକିବାକୁ ପଡ଼ିବ । ଏଥିପାଇଁ କିଛି ଅଭ୍ୟାସକୁ ପରିତ୍ୟାଗ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ ।

  • Sunday, 02 March 2025
Cancer prevention tips early screening can prevent 80 of cases
Health Tips: କର୍କଟ ଏବେ ସାରା ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି; ଆପଣ ଏହି ରୋଗରେ ପୀଡିତ କି… ଜାଣନ୍ତୁ ଏମିତି

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହୃଦ୍‌ରୋଗ ପରେ କର୍କଟ ରୋଗର ଭୟାବହତା ବଢ଼ିବାରେ ଲାଗିଛି। ଏହାକୁ ନେଇ ପିଲାଦିନରୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହାର ଲକ୍ଷଣ ପ୍ରତି ଗମ୍ଭୀର ଧ୍ୟାନ ଦେବା ଏବଂ ଏହାକୁ ଠିକ୍ ସମୟରେ ଚିହ୍ନଟ କରିପାରିଲେ ଜୀବନ ରକ୍ଷା ହୋଇପାରେ।

Fruits
Health Tips: ରାତିରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ, ଏହି ୫ଟି ଫଳ

ଆମର ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ସବୁଠୁ ଅଧିକ ପ୍ରଭାବ ପକାଇଥାଏ । ଫଳ ଖାଇବା ଦ୍ୱାରା ଏହା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । କିନ୍ତୁ, ଏମିତି କିଛି ଫଳ ଅଛି ,ଯାହାକୁ ରାତିରେ ଭୁଲ୍‌ରେ ବି ଖାଇବା ଉଚିତ୍ ନୁହେଁ ।

  • Saturday, 01 March 2025
Red Spinach
Red Spinach: ବଢିବ ରକ୍ତ, ହାଡ଼ ହେବ ମଜଭୁତ; ଖାଆନ୍ତୁ ଏହି ଶାଗ...

କୋଶଳା ଶାଗ ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଏହି ଶାଗ ଅନେକ ପୋଷକର ତତ୍ତ୍ୱର ଭଣ୍ଡାର । ଏଥିରେ ଭିଟାମିନ-ଇ, ଭିଟାମିନ-କେ, ଭିଟାମିନ-ସି ସହିତ କ୍ୟାଲସିୟମ, ଆଇରନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ । ଏହା ଶରୀରରେ ରକ୍ତହୀନତା ଦୂର କରିଥାଏ । କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ଆରାମ ଦେଇଥାଏ । ଜାଣନ୍ତୁ କୋଶଳା ଶାଗ ଖାଇଲେ ଆଉ କ'ଣ ସବୁ ଫାଇଦା ମିଳେ...

  • Saturday, 01 March 2025
mango ginger will keep you young face will look beautiful
Ginger Benefit: ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏହି ଅଦା

ଅନେକଙ୍କ ରୋଷେଇ ଘରେ ଆମ୍ବକଷିଆ ଅଦା ବ୍ୟବହାର କରାଯାଏ। ଆମ୍ବକଷିଆ ଅଦା ଆପଣଙ୍କୁ ଯୁବକ ରଖିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ଅନେକ ରୋଗରୁ ରକ୍ଷା କରିଥାଏ। ଆମ୍ବକଷିଆ ଅଦାରେ ଏମିତି କିଛି ଗୁଣ ଅଛି ଯାହା ଅନେକ ପ୍ରକାରର ରୋଗ ସହିତ ଲଢିବା ପାଇଁ ଶକ୍ତି ପ୍ରଦାନ କରେ।

ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ
Protest for Medical: ନିର୍ମାଣାଧୀନ ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ...ସରପଞ୍ଚଙ୍କ ସ୍ୱାମୀ ନିଜ ଗାଁକୁ ନେବାକୁ କରୁଛନ୍ତି ମସୁଧା !

ଲୋକଙ୍କ କହିବା କଥା, ଅଧିକ ଲୋକ ରହୁଥିବା ଅଞ୍ଚଳରେ ଡାକ୍ତରଖାନା ନିର୍ମାଣ ହେଲେ ଅଧିକ ଲୋକ ଉପକୃତ ହେବେ। ମାତ୍ର ଏହି ଡାକ୍ତରଖାନାକୁ କମ୍ ଜନସଂଖ୍ୟା ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ମସୁଧା ଚାଲିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। 

Summer Season
Fruit Juice : ଖରା ଦିନରେ ପିଅନ୍ତୁ ଏହି ଫ୍ରୁଟ୍‌ ଜୁସ୍‌; ପେଟ ଥଣ୍ଡାହେବା ସହିତ ମିଳିବ ଅନେକ ଫାଇଦା

ଖରା ଦିନରେ ଶରୀର ଅନ୍ତଃଭାଗକୁ ଶୀତଳତା ପ୍ରଦାନ ପାଇଁ ଥଣ୍ଡା ପାନୀୟ ବା ଜୁସ୍‌ର ଆବଶ୍ୟକତା ପଡ଼ିଥାଏ । ଆସନ୍ତୁ ଜାଣିବା ଖରା ଦିନରେ ଶରୀରକୁ କୁଲ୍‌ ଫିଲିଙ୍ଗ ଦେଉଥିବା କିଛି ଉପକାରୀ ଫ୍ରୁଟ୍‌ ଜୁସ୍‌ ବିଷୟରେ...

  • Thursday, 27 February 2025
ସୁସ୍ଥ କେଶ ଓ ନଖ ପାଇଁ ଜାଣିବା ଜରୁରୀ
Health Tips: ସୁସ୍ଥ କେଶ ଓ ନଖ ପାଇଁ କେଉଁ ଖାଦ୍ୟରୁ ପାଇବେ ‘ବାୟୋଟିନ୍’

ବିଗତ କିଛି ବର୍ଷ ମଧ୍ୟରେ ଯଦି କୌଣସି ଖାଦ୍ୟସାର ସପ୍ଲିମେଣ୍ଟସ୍ ବା ଟାବଲେଟ୍ସ ବଜାରରେ ସର୍ବାଧିକ ବ୍ୟବସାୟ କରିଥାଏ ତାହେଲେ ତା’ ଭିତରୁ ଅନ୍ୟତମ ହେଉଛି “ବାୟୋଟିନ୍”! ସୁନ୍ଦର ଲମ୍ବା, ସାଇନି କେଶ ଓ ସୁସ୍ଥ ନଖ ପାଇଁ ଅନେକ ପରିବାର, ପ୍ରତ୍ୟେକ ମାସରେ ହଜାର ହଜାର ଟଙ୍କାର ବାୟୋଟିନ୍ ଟାବଲେଟ୍ସ କିମ୍ବା କ୍ୟାପସୁଲ୍ କିଣି ବ୍ୟବହାର କରନ୍ତି। କିନ୍ତୁ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି ଏ ବାୟୋଟିନ୍ କ’ଣ, ପ୍ରତିଦିନ ଆପଣଙ୍କ ଶରୀର ପାଇଁ କେତେ ମାତ୍ରାରେ ଆବଶ୍ୟକ ଏବଂ ପ୍ରକୃତରେ ଶରୀର ପାଇଁ ଏହି ଟାବଲେଟ୍ସ ଖାଇବା ଜରୁରୀ ନା’ ଅନାବଶ୍ୟକ ?

Know when you should not take amla
Health Tips: ଏହି ସମୟରେ ଅଁଳା ଖାଇବା ଉଚିତ ନୁହେଁ, ନଚେତ…

ଅଁଳା ହେଉଛି ଏମିତି ଏକ ଫଳ ଯେଉଁଥିରେ ଅନେକ ଔଷଧୀୟ ଗୁଣ ଥାଏ। ଏହାକୁ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। କିନ୍ତୁ ଅନେକ ସମୟରେ ଏହାକୁ ଖାଇବା ଉଚିତ ନୁହେଁ। ଆସନ୍ତୁ ସେ ବିଷହରେ ଜାଣିବା…

  • Wednesday, 26 February 2025
Bitter Gourd Health Benefits
Bitter Gourd Health Benefits: କଲରା ଖାଇଲେ ମିଳେ ଏହି ସବୁ ଫାଇଦା

କଲରା ଏପରି ଏକ ପରିବା ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରିନଥା'ନ୍ତି । ଏହା ପାଟିକୁ ସୁଆଦିଆ ଲାଗୁନଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ।

  • Wednesday, 26 February 2025
Home remedies for strong and cleaning teeth
Dental Care Tips: ଏହି କାଠିରେ ଘଷନ୍ତୁ ଦାନ୍ତ; ହେବ ମଜବୁତ, କରିବ ଚକ୍‌ଚକ୍‌

ସମସ୍ତେ ମଜବୁତ ଏବଂ ଚକଚକିଆ ଦାନ୍ତ ପାଇବାକୁ ଇଚ୍ଛା କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଦାମୀ ଟୁଥ୍‌ପେଷ୍ଟ ଏବଂ ବ୍ରଶ ବିନା ମଧ୍ୟ ଦାନ୍ତକୁ ସୁସ୍ଥ ରଖାଯାଇପାରିବ? ପୁରୁଣା କାଳରେ, ଲୋକଙ୍କ ଦାନ୍ତ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ମଧ୍ୟ ଦୃଢ ରହୁଥୁଲା। ଏହାର କାରଣ କ’ଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା…

ପୁଣି ନୂଆ ଭାଇରସ୍ ଡର
ମାଡ଼ି ଆସୁଛି ଭୟଙ୍କର ମହାମାରୀ !

ସବୁଠାରୁ ଚିନ୍ତାଜନକ କଥା ହେଉଛି ଏହି ଭାଇରସର କୋଭିଡ୍-୧୯ ସହିତ ସମାନତା ରହିଛି ଓ ଏହା ମଧ୍ୟ ମଣିଷ ଶରୀରକୁ ସଂକ୍ରମିତ କରିବାର କ୍ଷମତା ରଖିଛି ।

Health Benefits Of Ginger Tea
Ginger Tea Health Benefits: ଚା' ରେ ଅଦା ପକାଇ ପିଇଲେ ମିଳେ ଅନେକ ଫାଇଦା

ସକାଳର ଆରମ୍ଭ ହୁଏ ଚା' କପ୍‌ରୁ । ଅନେକ ଲୋକ ଦୈନିକ ଚା' ପିଇବାକୁ ପସନ୍ଦ କରିଥା'ନ୍ତି । ଆମେ ଅନେକ ସମୟରେ ଚା' ରେ ଅଦା ପକାଇ ପିଇବାକୁ ପସନ୍ଦ କରନ୍ତି । ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ।

  • Tuesday, 25 February 2025
Egg Health Benefits
Egg Health Benefits: ଦିନକୁ କେତୋଟି ଅଣ୍ଡା ଖାଇବା ସ୍ୱାସ୍ଥ୍ୟକର, ଜାଣନ୍ତୁ...

ଅଣ୍ଡା ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଖାଦ୍ୟ । ଅଣ୍ଡା ଓମଲେଟ୍, ଭୁଜି, ତରକାରୀ କିଏ କେତେ ପ୍ରକାରେ ଅଣ୍ଡା ଖାଆନ୍ତି । କୁହାଯାଏ, ଗରମ ହେଉ ଅବା ଥଣ୍ଡା, ସବୁଦିନ ଖାଆନ୍ତୁ ଅଣ୍ଡା । କାରଣ ଅଣ୍ଡାରେ ପ୍ରଚୁର ପ୍ରୋଟିନ ମିଳେ । ଏଥିସହ ଭିଟାମିନ ଏ, ବି, ଭିଟାମିନ ଡି, ଆଣ୍ଟିଅକ୍ସିଡାଣ୍ଟ ସହ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହାକି ଶରୀରକୁ ସୁସ୍ଥ ରଖେ । ଯଦିଓ ଅଣ୍ଡା ଏକ ସୁପରଫୁଡ୍, ହେଲେ ଅଧିକ ଅଣ୍ଡା ଖାଇବା ହାନିକାରକ ହୋଇପାରେ । ତେଣୁ ଏହି ଖବରରେ ଜାଣନ୍ତୁ ଦିନକୁ କେତୋଟି ଅଣ୍ଡା ଖାଇବା ଶରୀର ପାଇଁ ସ୍ୱାସ୍ଥ୍ୟକର

  • Tuesday, 25 February 2025
papaya leaf
Health Tips: ଅମୃତଭଣ୍ଡା ପତ୍ରରେ ଅଛି ଆୟୁର୍ବେଦିକ ଗୁଣ; ଭଲ ହୁଏ ଏହି ମାରାତ୍ମକ ରୋଗ

ଅମୃତଭଣ୍ଡା ପତ୍ରରୁ ଭିଟାମିନ୍, ମିନେରାଲ୍ସ, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟର ଉତ୍ସ ମିଳିଥାଏ। ଏଥିରେ ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, ଭିଟାମିନ୍ ଇ, ଭିଟାମିନ୍ କେ ମଧ୍ୟ ରହିଥାଏ।ଏହା ବ୍ୟତୀତ ଫସଫରସ୍, ଆଇରନ୍, ପୋଟାସିୟମ୍, କ୍ୟାଲସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଅମୃତଭଣ୍ଡା ପତ୍ରରୁ ମିଳିଥାଏ।

  • Tuesday, 25 February 2025
ପୁଣି ନୂଆ ଭାଇରସ୍ ଡର
New Bat Virus: ମାଡ଼ି ଆସୁଛି ଭୟଙ୍କର ମହାମାରୀ ! ପୁଣି ହେବ କି ଲକଡାଉନ୍ ?

ସବୁଠାରୁ ଚିନ୍ତାଜନକ କଥା ହେଉଛି ଏହି ଭାଇରସର କୋଭିଡ୍-୧୯ ସହିତ ସମାନତା ରହିଛି ଓ ଏହା ମଧ୍ୟ ମଣିଷ ଶରୀରକୁ ସଂକ୍ରମିତ କରିବାର କ୍ଷମତା ରଖିଛି ।

Warm Water Benefits
ସକାଳୁ ଖାଲିପେଟରେ ଉଷୁମ ପାଣି ପିଇବାର ଫାଇଦା...

ଉଷୁମ ପାଣି ଶରୀର ପାଇଁ ଖୁବ୍ ଲାଭଦାୟକ । ପ୍ରତିଦିନ ସକାଳୁ ଖାଲିପେଟରେ ଉଷୁମ ପାଣି ପିଇଲେ ଅନେକ ରୋଗରୁ ରକ୍ଷା ମିଳେ । ହଜମ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ । କୋଷ୍ଠକାଠିନ୍ୟ, ପେଟ ଫୁଲିବା, ଏସିଡିଟିରୁ ଆରାମ ମିଳେ । କିଡନୀକୁ ସଫା କରି ସୁସ୍ଥ ରଖିଥାଏ ।

  • Tuesday, 25 February 2025
Mobile Phone Use
Avoid Using Mobile Phones On Toilet: ଟଏଲେଟରେ ମୋବାଇଲ ବ୍ୟବହାର କଲେ ହେବ ସଂଘାତିକ ରୋଗ

ଟଏଲେଟରେ ଦୀର୍ଘ ସମୟ ମୋବାଇଲ୍ ଫୋନ୍ ବ୍ୟବହାର କରିବା କାରଣରୁ ବୃଦ୍ଧି ପାଉଛି ମାରାତ୍ମକ ରୋଗ । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କବାଣୀ ଶୁଣାଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହିଭଳି ଖରାପ ଅଭ୍ୟାସ ପାଇଁ ହେମୋରଏଡ୍ସ (hemorrhoids) ଏବଂ ଆନାଲ ଫିଷ୍ଟୁଲା(anal fistulas) ରୋଗ ବୃଦ୍ଧି ପାଇବାରେ ଲାଗିଛି ।

bean sprouts benefits
Bean Sprouts Benefits: ଗଜା ମୁଗ ଖାଇଲେ ମିଳେ ଅନେକ ଫାଇଦା

ଗଜା ମୁଗ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଅନେକ ସୁପ୍ରଭାବ ପଡ଼ିଥାଏ । ଏଥିରେ ଫୋଲେଟ୍, ଭିଟାମିନ୍ B6, ଆଇରନ୍ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଭରପୂର ପରିମାଣରେ ରହିଥାଏ ।

  • Monday, 24 February 2025
ପେଟ ଫାମ୍ପିବାର କାରଣ
Health Tips: ଆପଣଙ୍କର ପେଟ ଫାମ୍ପୁଛି କି...ଜାଣନ୍ତୁ ଏହାର କାରଣ ଓ ନିରାକରଣ

ସେ ଛୋଟ ପିଲା ହେଉ କିମ୍ବା ପ୍ରାପ୍ତ ବୟସ୍କ, ପୁରୁଷ ହୁଅନ୍ତୁ ବା ମହିଳା, ସମସ୍ତେ କେବେ ନା କେବେ ପେଟ ଫାମ୍ପିବା ସମସ୍ୟା ଭୋଗିଥିବେ। ଅନେକ ସମୟରେ ଏହା ଦୈନନ୍ଦିନ ଏବଂ କାର୍ଯ୍ୟ କ୍ଷେତ୍ରରେ ମଣିଷର ଦକ୍ଷତାକୁ ପ୍ରଭାବିତ କରେ ଏବଂ କୌଣସି କାମ ଠିକ୍ ଭାବରେ କରି ହୁଏ ନାହିଁ। କିନ୍ତୁ ଅନେକ କ୍ଷେତ୍ରରେ ଏହାକୁ ଏଡା ଯାଇ ପାରେ। ତେବେ ଚାଲନ୍ତୁ ଜାଣିବା ପେଟ ଫାମ୍ପିବାର କାରଣ କ’ଣ ଏବଂ କେମିତି ପାଇବେ ଏ ସମସ୍ୟାରୁ ମୁକ୍ତି।

PM Modi Health Tips
PM Modi Health Tips: ମନ୍-କୀ-ବାତ୍'ରେ ପ୍ରଧାନମନ୍ତ୍ରୀଙ୍କ ମୋଟାପା ଚିନ୍ତା; ଓବେସିଟିରୁ ବର୍ତ୍ତିବାକୁ PM ବତାଇଲେ ସରଳ ମନ୍ତ୍ର

ଖାଇବା ତେଲ ୧୦ ପ୍ରତିଶତ କମାଇବାକୁ କଲେ ଅପିଲ୍ । ଓବେସିଟି, ମୋଟାପା ବା ମେଦବହୁଳତା। ଆବଶ୍ୟକତାଠୁ ଶରୀର ଅଧିକ ଓଜନ। ଏହା କେବଳ ଯେ ସୌନ୍ଦର୍ଯ୍ୟକୁ ବିଗାଡ଼େ ତା ନୁହେଁ, ଡାକିଆଣେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଓ ଜଟିଳ ବ୍ୟାଧି। 

new virus
ଡରାଲାଣି ଚୀନ୍,ମାଡ଼ି ଆସୁଛି ନୂଆ ଭୂତାଣୁ

କରୋନାର ତାଣ୍ଡବ ଏଯାଏଁ ମନରୁ ଲିଭି ନଥିବା ବେଳେ ଆଉ ଏକ ମହାମାରି ଆସିବାକୁ ପ୍ରସ୍ତୁତ ହେଲାଣି। ଚୀନ୍‌ରେ କାୟା ବିସ୍ତାର କଲାଣି ନୂଆ ଭାଇସର। ଏହି ନୂଆ ଭୂତାଣୁ କୋଭିଡ-୧୯ ଭଳି ମଣିଷକୁ ସଂକ୍ରମଣ କରିବାର ଆଶଙ୍କା ଦେଖାଦେଇଛି।

Liver transplantation clinic
AIIMS Bhubaneswar: ଉନ୍ନତ ଯକୃତ ଚିକିତ୍ସାରେ ମାଇଲଖୁଣ୍ଟ; ଭୁବନେଶ୍ୱର AIIMSରେ ଖୋଲିଲା ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ କ୍ଲିନିକ୍

ଭୁବନେଶ୍ୱର AIIMS ଯକୃତ (ଲିଭର) ଟ୍ରାନ୍ସପ୍ଲାଣ୍ଟେସନ୍ କ୍ଲିନିକ୍ ଉଦଘାଟିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡାଙ୍କ ଉପସ୍ଥିତିରେ AIIMS ଭୁବନେଶ୍ୱରର ଅଧ୍ୟକ୍ଷ ଡ. ଶୈଳେଶ କୁମାର ଏହି କ୍ଲିନିକ୍ ଉଦଘାଟନ କରିଛନ୍ତି।

new virus
New Bat Coronavirus: ମାଡ଼ି ଆସୁଛି ଆଉ ଏକ ମହାମାରୀ! ବାଦୁଡି ଦେହରୁ ପୁଣି ବ୍ୟାପିଲାଣି

ଚୀନର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି। ଏହି ଭାଇରସ ମଧ୍ୟ ବାଦୁଡି ଦେହରୁ ମିଳିଛି। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବୈଜ୍ଞାନିକଙ୍କମାନେ ଆଶଙ୍କା କରୁଛନ୍ତି, ଏହି ନୂଆ ଭୂତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ।

For thyroid include this energetic superfood in your diet
Health Tips: ଆପଣଙ୍କର ଅଛି କି ଥାଇରଏଡ୍ ସମସ୍ୟା; ଖାଆନ୍ତୁ ଏହି ସବୁ ସୁପର୍‌ଫୁଡ୍, ହୋଇଯିବ ଠିକ୍

ଥାଇରଏଡ୍ କାରଣରୁ ଯଦି ଥକ୍କାପଣ, ଦୁର୍ବଳତା, ଓଜନ ବୃଦ୍ଧି କିମ୍ବା ହ୍ରାସ, ଚୁଟି ଝଡ଼ିବା ଏବଂ ମୁଡ୍ ସ୍ୱିଙ୍ଗ୍ ଭଳି ସମସ୍ୟା ଦେଖାଯାଏ, ତେବେ ନିଶ୍ଚିତ ଭାବରେ ସଚେତନ ହୋଇଯିବା ଉଚିତ। ଥାଇରଏଡ୍‌କୁ ଠିକ ରଖିବା ନେଇ କେତେକ ସୁପରଫୁଡ୍‌କୁ ନିଜ ଡାଏଟ୍‌ରେ ସାମିଲ କରିବାରେ ଅଛି। ଆସନ୍ତୁ ସେହି ସୁପର୍‌ଫୁଡ୍ ବିଷୟରେ ଜାଣିବା।