• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Agitation

ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ
Protest for Medical: ନିର୍ମାଣାଧୀନ ଡାକ୍ତରଖାନା ସ୍ଥାନାନ୍ତରକୁ ବିରୋଧ...ସରପଞ୍ଚଙ୍କ ସ୍ୱାମୀ ନିଜ ଗାଁକୁ ନେବାକୁ କରୁଛନ୍ତି ମସୁଧା !

ଲୋକଙ୍କ କହିବା କଥା, ଅଧିକ ଲୋକ ରହୁଥିବା ଅଞ୍ଚଳରେ ଡାକ୍ତରଖାନା ନିର୍ମାଣ ହେଲେ ଅଧିକ ଲୋକ ଉପକୃତ ହେବେ। ମାତ୍ର ଏହି ଡାକ୍ତରଖାନାକୁ କମ୍ ଜନସଂଖ୍ୟା ଅଞ୍ଚଳକୁ ସ୍ଥାନାନ୍ତର ପାଇଁ ମସୁଧା ଚାଲିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। 

ମଦ ଦୋକାନ ବିରୋଧରେ ଅଭିନବ ପ୍ରତିବାଦ
Agitation Against Liquor: ମଦ ଦୋକାନ ବିରୋଧରେ ଅଭିନଵ ପ୍ରତିଵାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୀର୍ତ୍ତନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଝାଞ୍ଜ, ମୃଦଙ୍ଗ ବଜାଇ ନାମ ସଂକୀର୍ତ୍ତନ କରିବା ସହିତ ନିଆରା ପ୍ରତିବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଇପାସଠାରେ ଏକ ମଦ ବାର ଖୋଲିବା ନିମନ୍ତେ ସର୍ବସାଧାରଣଙ୍କ ଆପତ୍ତି ଅଭିଯୋଗ ନିମନ୍ତେ ନୋଟିସ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି। ବାରର ନାମକୁ ଅମ୍ବିକାଙ୍କ ନାମରେ ନାମିତ ପାଇଁ ଆବେଦନ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ବିଜେଡିର ଆନାକୋଣ୍ଡା ଉପାଖ୍ୟାନ
BJD Agitation: ‘କାପିବାରାଙ୍କ ସଂଖ୍ୟା ବଢିଗଲାଣି, ବିଜେଡି ଆଣିବ ଆନାକୋଣ୍ଡା’

ବିଜେଡିର ପ୍ରତିବାଦ ସଭାରେ ନେତା ଉଠାଇଲେ କାପିବାରା କଥା । କାପିବାରାଙ୍କୁ ଖାଇବାକୁ ବିଜେଡି ଆଣିବ ଆନାକୋଣ୍ଡା । ତେବେ କିଏ ଏହି ଆନାକୋଣ୍ଡା ?

student agitation in BJP college
ବିଜେବି କଲେଜରେ ଛାତ୍ର ଅଶାନ୍ତି, ଟାୟାର ଜାଳି କଲେ ପ୍ରତିବାଦ

ପୁଣି ବିଜେବି କଲେଜରେ ଛାତ୍ର ଉତ୍ତେଜନା । କଲେଜ ଗେଟରେ ତାଲା ପକାଇ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ ।