ଗତ ୫ ବର୍ଷ ହେଲା ଅଯୋଧ୍ୟାରେ ଦୀପୋତ୍ସବର ଆୟୋଜନ ହୋଇ ଆସୁଛି । କେବଳ ନଦୀ ଘାଟରେ ଥିବା ରାମ କି ପୌଡିରେ ଏଥର ୧୮ ଲକ୍ଷ ଦୀପ ଜାଳିବାକୁ ବ୍ୟବସ୍ଥା କରାଯାଇଛି ।
ଆଖି ଝଲସିଆ ଆଲୁଅ, ଆକର୍ଷଣୀୟ ମଣ୍ଡପ, ମନଲୋଭା ସାଜସଜ୍ଜା । କାଳୀପୂଜା ପାଇଁ ସଜେଇ ହେଲାଣି ଭଦ୍ରକ ସହର ।
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି କି? ଏଇ ସବୁ ନିୟମକୁ ମାନିବାକୁ ପଡିବ ଆପଣଙ୍କୁ...
ମୋଟ ୧୬ ମିନିଟ ୨୬ ସେକେଣ୍ଡ ପୁରୀକୁ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ।
ଧାମନଗରରେ ହେବାକୁ ଯାଉଛି ହାଇଭୋଲ୍ଟେଜ୍ ମ୍ୟାଚ୍ ! ଭୋଟ୍ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ନିର୍ବାଚନୀ ମୈଦାନ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
କନକ୍ଲେଭର ଗୋଟିଏ ସେସନ୍ରେ ବାର୍କ ଓ ବିୟଣ୍ଡ ଶୀର୍ଷକ ଆଲୋଚନାରେ ସ୍ଥାନ ପାଇଥିଲା ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ରେଟିଂ ବ୍ୟବସ୍ଥା।
ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ କହିଲେ ଭୁବନେଶ୍ୱର ଡିସିପି।
ସୋସିଆଲ ମିଡିଆ ଯୁଗରେ ଟିଭି ତିଷ୍ଠି ରହିବ କେମିତି, ପ୍ରଶ୍ନ କରିଥିଲେ ଲିତିଶା
ଏନବିଏଫ୍ ନ୍ୟାସନାଲ କନକ୍ଲେଭରେ ''ବାର୍କ ଏବଂ ବିୟଣ୍ଡ'' ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା।
ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଏହାର ଶିକାର ହୋଇଛନ୍ତି।
ସଜେଇ ହେଉଛି କଟକର ଐତିହାସିକ ବାଲିଯାତ୍ରା ପଡିଆ । ବାଲିଯାତ୍ରା ପଡିଆର ମୁଖ୍ୟ ଗେଟ୍ରେ ଚାଲିଛି ରଙ୍ଗ କାମ । ଆଉ ଏପଟେ ପଡିଆରେ ବ୍ୟବସାୟୀ ଏବଂ ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ସହ ବିଦ୍ୟୁତ୍ ବ୍ୟବସ୍ଥା କରାଯାଉଛି । ହେଲେ ପ୍ଲଟ୍ ନିଲାମ ଆରମ୍ଭରୁ ଦେଖାଦେଇଛି ବିବାଦ ।
ଧର୍ମମାସ କାର୍ତ୍ତିକରେ ଅବଢ଼ା ରେଟ୍ ହୋଇଛି ଆକାଶଛୁଆଁ । ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି ।
ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଆଉ ମିଳିବନି ତ୍ରାହି। ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦେଶର ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା।
୫ ଟଙ୍କାରେ ହବିଷ୍ୟାଳିଙ୍କୁ ଦିଆଯାଉଛି ହବିଷାନ୍ନ । ପ୍ରତିଦିନ ରାଧାରାଣୀ ମଠରେ ପ୍ରସ୍ତୁତ ହୋଇଥାଏ ଏହି ଖାଦ୍ୟ ।
ପୂରା ଜାକଜମକରେ ଚାଲିଛି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଭସାଣି ସମାରୋହ। ଏଥର ସମୁଦାୟ ୩୮ ଟି ମେଢ଼ କ୍ରମାନ୍ୱୟରେ ବିସର୍ଜନ ପାଇଁ ବାହାରିଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିଲେ ସମୁଦାୟ୨୬ ପ୍ଳାଟୁନ୍ ପୋଲିସ୍।
ଆଉ ମାତ୍ର ସପ୍ତାହେ ରହିଲା କାଳୀପୂଜା ବା ଦୀପାବଳି। ଘରେ ଘରେ ଜଳିବ ଦ୍ୱୀପ...ସେଇଥି ପାଇଁ ତ ଏବେଠୁ ଦୀପ ଗଢିବାରେ ବ୍ୟସ୍ତ କୁମ୍ଭାର ପରିବାର
ଧରାପୃଷ୍ଠରୁ ମାଆ ଯିବେ.... ପୁଣି ଆସିବେ ଆର ବର୍ଷକୁ.. ବିଦାୟ ସମୟରେ ଘଣ୍ଟ, ମୃଦଙ୍ଗ ବଜାଇ ମାଆଙ୍କୁ ଦିଆଯାଉଛି ମେଲାଣି
ସମାଜର ସମସ୍ତ ବର୍ଗ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିଲେ ଡକ୍ଟର କଲାମ । ଆଜି ବି ଭାରତବାସୀଙ୍କ ହୃଦୟରେ ତାଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ।
ଅମାବାସ୍ୟାରେ ଦୀପଦାନ, ପୟାଶ୍ରାଦ୍ଧ, କାଳୀପୂଜା ଓ ବଡବଡୁଆ ଡାକ କିଭଳି ଏବଂ କେଉଁ ସମୟରେ ପାଳିବେ, ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ରାଜ୍ୟବାସୀ । ଆସନ୍ତୁ ଜାଣିବା ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ବିଧି ପାଳନ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ ଓ ପଣ୍ଡିତ ।
ଏଥର ଗୋଟିଏ ମାସରେ ଅମାବାସ୍ୟାରେ ସୂର୍ଯ୍ୟୋପରାଗ ପଡୁଥିବା ବେଳେ ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ ।
ନିଜ ଦେଶରେ ହଜାରେ ସମସ୍ୟା। ତାକୁ ସୁଧାରିବା ପାଇଁ ନାକେଦମ ହେଉଛି । ତଥାପି ପାକିସ୍ତାନ ନେତାଙ୍କ ମୁଣ୍ଡରୁ କାଶ୍ମୀର ନିଶା ଉତୁରୁନି । ଅନ୍ତର୍ଜାତିକ ସ୍ତରରେ କାଶ୍ମୀର ପ୍ରସଙ୍ଗ ବାରମ୍ବାର ଉଠାଇ ଅପଦସ୍ତ ହେବା ପରେ ବି ପାକ୍ ନେତାଙ୍କ ଅଭ୍ୟାସ ବଦଳୁନି । ନିକଟରେ ଜାତିଂସଘ ମହାସଭାରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇ ମୁହଁତୋଡ ଜାବବ ପାଇଛି।
ଶ୍ରୀମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସଅଳ କରିବାକୁ ହୋଇଛି ନିଷ୍ପତ୍ତି।
ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସମଗ୍ର ସହର।୨ବର୍ଷର କରୋନା କଟକଣା ପରେ ପୂର୍ଣ୍ଣ ମାତ୍ରାରେ ପୂଜାର ଆୟୋଜନ କରାଯାଉଥିବାରୁ ଭକ୍ତଙ୍କର ସମାଗମ ବି ହେଉଛି।
କାମର ଚାପରୁ କର୍ମଚାରୀଙ୍କୁ ସାମୟିକ ବିରତି ଦେବାକୁ ଏପରି ନିଷ୍ପତ୍ତି ନେଇଛି କମ୍ପାନୀ ।