Kartika Purnima
1/4
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ ହୋଇଛି ବୋଇତ ବନ୍ଦାଣ
2/4
ଚନ୍ଦ୍ରଗ୍ରହଣ ଯୋଗୁଁ ଭୋର୍ରୁ ବୋଇତ ବନ୍ଦାଣ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼..କଦଳୀ ବାହୁଙ୍ଗାରେ ପ୍ରସୁତ ହୋଇଛି ଡଙ୍ଗା
3/4
ପରମ୍ପରା ଅନୁଯାୟୀ ଦୀପ ଜାଳି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ
4/4
ବନ୍ଦାଣ କରି ହାତରେ ଡଙ୍ଗା ଧରି ପୂଜା କରୁଛନ୍ତି ଶ୍ରଦ୍ଧାଳୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)