ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ମହୋଦଧି, ନଦୀ ଓ ପୁଷ୍କରିଣୀରେ ବୋଇତ ବନ୍ଦାଣ ବା ଡଙ୍ଗା ଭସା ରାତି ୨ଟାରୁ ଭୋର୍ ୫ଟା ୩୮ ମିନିଟ୍ ମଧ୍ୟରେ ଶେଷ ହୋଇଛି । ସୂର୍ଯ୍ୟୋଦୟ ଠାରୁ ଦେବନୀତି ନିଷେଧ ଥିବାରୁ ଏହା ପୂର୍ବରୁ ବୋଇତ ବନ୍ଦାଣ ସହ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ବୋଇତ ବନ୍ଦାଣ ପାଇଁ ବିଳମ୍ବିତ ରାତିରୁ ଭୋର ପର୍ଯ୍ୟନ୍ତ ବିଭିନ୍ନ ନଦୀ, ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା ।
Published By: Manoranjan Behera
Last updated: 08 November 2022, 05:17 PM IST
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ପାଳନ ହୋଇଛି ବୋଇତ ବନ୍ଦାଣ
ଚନ୍ଦ୍ରଗ୍ରହଣ ଯୋଗୁଁ ଭୋର୍ରୁ ବୋଇତ ବନ୍ଦାଣ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼..କଦଳୀ ବାହୁଙ୍ଗାରେ ପ୍ରସୁତ ହୋଇଛି ଡଙ୍ଗା
ପରମ୍ପରା ଅନୁଯାୟୀ ଦୀପ ଜାଳି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ
ବନ୍ଦାଣ କରି ହାତରେ ଡଙ୍ଗା ଧରି ପୂଜା କରୁଛନ୍ତି ଶ୍ରଦ୍ଧାଳୁ