ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ଜୟପୁର, ବାଲେଶ୍ୱର । ରାଜ୍ୟର ସବୁ ସହରାଞ୍ଚଳ ଆମିଷ ବଜାରରେ ଛାଡ଼ଖାଇ ଗହଳି । ଆଜି ବୁଧବାର ବାରିରେ ପଡ଼ିଥିଲା ଛାଡ଼ଖାଇ । ତେଣୁ କାର୍ତ୍ତିକରେ ଆମିଷ ଛାଡ଼ିଥିବା ଲୋକଙ୍କ ଭିଡ଼ ଲାଗିଥିଲା ଆମିଷ ମାର୍କେଟରେ ।
Published: Manoranjan Behera
Last updated: 09 November 2022, 10:40 PM IST
ରାତାରାତି ଧନୀ ହେବାକୁ ଯାଇ ଅଧିକ ଗରିବ ହେଉଛନ୍ତି ଲୋକ। ଜାଣନ୍ତୁ କେମିତି?