ରାଜଧାନୀର ବିନ୍ଦୁସାଗର ହେଉ କି କଟକ ଗଡ଼ଗଡ଼ିଆ ଘାଟ, ପୁରୀ ମହୋଦଧି ହେଉ କିମ୍ବା ରାଉରକେଲା । ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ସବୁଠି ଦେଖିବାକୁ ମିଳିଥିଲା ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରିଥିବା ଚିତ୍ର । ଓଡିଆ ସାଧବ ପୁଅଙ୍କ ଗୌରବମୟ ଅତୀତର ସ୍ମୃତିକୁ ଉଜାଗର କରି ଆଜି ରାଜ୍ୟ ତମାମ ଶ୍ରଦ୍ଧାଳୁ ପାଳିଛନ୍ତି ବୋଇତ ବନ୍ଦାଣ ଉତ୍ସବ
Published: Sarbeswar
Last updated: 08 November 2022, 10:20 PM IST
ଆଜି କାର୍ତ୍ତିକ ପୂର୍ଣ୍ଣିମା...କାର୍ତ୍ତିକ ମାସର ଶେଷ ଦିନ...ସକାଳୁ ସକାଳୁ କରନ୍ତୁ ଅଁଳା ଘିଅ ଅନ୍ନ...ନିଜେ ଖାଆନ୍ତୁ ଆଉ ସମସ୍ତଙ୍କୁ ବି ଖୁଆନ୍ତୁ