• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Dola Yatra 2023 in odisha
ଗାଁ ଗାଁ ମଧ୍ୟରେ ସ୍ନେହ ଓ ପ୍ରେମ ବାଣ୍ଟେ ଦୋଳଯାତ୍ରା

ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ। ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ। ଏହା ସହ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବା ପାଇଁ ଦୋଳଯାତ୍ରାର ଆୟୋଜନ ବୋଲି ଗ୍ରହଣ କରାଯାଇଥାଏ।

Panchayatiraj Divas
Panchayati Raj Day: କାହିଁକି ଓଡ଼ିଶାରେ ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଏ ? ଜାଣନ୍ତୁ...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପାଳିତ ହୁଏ ପଞ୍ଚାୟତିରାଜ ଦିବସ। ଏହିଦିନ ରାଜ୍ୟର ସମସ୍ତ ପଞ୍ଚାୟତରେ ଏହାକୁ ଧୁମଧାମରେ ପାଳନ କରାଯାଇଥାଏ। ଏଠାରେ ପ୍ରଶ୍ନ ଉଠେ ସାରା ଦେଶ ଏପ୍ରିଲ ୨୪କୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରୁଥିବାବେଳେ ଓଡ଼ିଶାରେ ମାର୍ଚ୍ଚ ୫ କାହିଁକି….

Birth Anniversary of Biju Patnaik
Birth Anniversary of Biju Patnaik: କାଶ୍ମୀରକୁ ବଞ୍ଚାଇବାରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ତାଙ୍କର କାମ ପାଇଁ ତାଙ୍କୁ ‘ଝଡର ଇଗଲ୍‌’ ବୋଲି କୁହାଯାଏ। ତାଙ୍କର କାର୍ଯ୍ୟକଳାପ ହେତୁ ସେ ଅନେକ ଥର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଆଉ ସମ୍ମାନିତ ମଧ୍ୟ ହୋଇଛନ୍ତି। ସେ ହେଲେ ବିଜୟାନନ୍ଦ ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବୀରତ୍ୱର କିଛି କାହାଣୀ ଉପରେ ନଜର ପକେଇ ନେବା।

Union minister Nitin Gadkari
ଓଟିଭି ଫୋରସାଇଟ ୨୦୨୩; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନସମନ୍ଥନ

ଗୋଟିଏ ମଂଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ । ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟରେ ହୋଇଥିଲା ସେମିତି ଉଦ୍ୟମ । ବିଜନେସ ସେସନରେ ଭାଗ ନେଇଥିଲେ ଦେଶର ଦୁଇ ପ୍ରତିଷ୍ଠିତ ଉଦ୍ୟୋଗୀ- ତେତନା ସିହ୍ନା ଓ ପ୍ରକାଶ ଗୁହା ।

OTV Foresight 2023
କେମିତି ବିବାଦରୁ ଆଦୃତ ହେଲା 'ଦ କଶ୍ମୀର ଫାଇଲ୍ସ'... ?

ଓଟିଭି ଫୋରସାଇଟ କାର୍ଯ୍ୟକ୍ରମରେ ଅନୁଭୂତି ବଖାଣିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଓ ପତ୍ନୀ ପଲ୍ଲବୀ ଯୋଶୀ...ମଂଚ ଉପରେ ଇନଷ୍ଟାଣ୍ଟ ଗୀତ କଂପୋଜ କରି ହୃଦୟ ଜିତିଲେ ଅନୁ ମଲ୍ଲିକ..

Union minister Nitin Gadkari
ଓଟିଭି ଫୋରସାଇଟ ୨୦୨୩; ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାନସମନ୍ଥନ

ଗୋଟିଏ ମଂଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ । ବିଗତ ବର୍ଷଗୁଡ଼ିକ ଭଳି ଏଥର ବି ଓଟିଭି ଫୋରସାଇଟରେ ହୋଇଥିଲା ସେମିତି ଉଦ୍ୟମ । ବିଜନେସ ସେସନରେ ଭାଗ ନେଇଥିଲେ ଦେଶର ଦୁଇ ପ୍ରତିଷ୍ଠିତ ଉଦ୍ୟୋଗୀ- ତେତନା ସିହ୍ନା ଓ ପ୍ରକାଶ ଗୁହା ।

OTV Foresight 2023
କେମିତି ବିବାଦରୁ ଆଦୃତ ହେଲା 'ଦ କଶ୍ମୀର ଫାଇଲ୍ସ'... ?

ଓଟିଭି ଫୋରସାଇଟ କାର୍ଯ୍ୟକ୍ରମରେ ଅନୁଭୂତି ବଖାଣିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଓ ପତ୍ନୀ ପଲ୍ଲବୀ ଯୋଶୀ...ମଂଚ ଉପରେ ଇନଷ୍ଟାଣ୍ଟ ଗୀତ କଂପୋଜ କରି ହୃଦୟ ଜିତିଲେ ଅନୁ ମଲ୍ଲିକ...

Welcome Address by Jagi Mangat Panda
OTV Foresight 2023 : ‘ଓଟିଭି ଫୋରସାଇଟ୍‌ ୨୦୨୩’ କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା

ଅନୁଷ୍ଠିତ ହୋଇଯାଇଛି ‘ଓଟିଭି ଫୋରସାଇଟ୍‌ ୨୦୨୩’ କାର୍ଯ୍ୟକ୍ରମ। ଓଟିଭିର ସହ-ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଜଗି ମଙ୍ଗତ ପଣ୍ଡା ଅତିଥିଙ୍କୁ ସ୍ୱାଗତ କରିଥିଲେ। ୫ଟି ଅଧିବେଶନରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ବିଭିନ୍ନ ଅଧିବେଶନରେ ବିଭିନ୍ନ ବିଷୟବସ୍ତୁଙ୍କୁ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଛି। ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Annu Mallik
OTV Foresight 2023: ଜଗନ୍ନାଥଙ୍କ ଦର୍ଶନ ପରେ ମୋର ନୂଆ ଜୀବନ ଆରମ୍ଭ ହୋଇଥିଲା

ଓଟିଭି ପାଇଁ ଗୀତ ମଧ୍ୟ ଗଇଛନ୍ତି ଅନୁ ମଲ୍ଲିକ । ଅନ୍‌ ଦ ସ୍ପଟ୍ ଗୀତ ଲେଖିଲେ । ଷ୍ଟେଜ୍‌ ଉପରେ କହୁ କହୁ ଓଟିଭି ପାଇଁ ଗାଇଦେଲେ ଗୀତ ।

I Love Odia Dalma Says Bollywood Music Director Anu Malik
‘ଓଡ଼ିଆ ଖାଦ୍ୟ ଭାରି ସୁଆଦିଆ...ଖେଚୁଡି ଓ ଡାଲମା ମୋର ବହୁତ ପସନ୍ଦ’

‘ଓଡ଼ିଆ ଡାଲମା ମୋର ବହୁତ ପସନ୍ଦ। ମୋତେ ଓଡ଼ିଶା ଖାଦ୍ୟ ବହୁତ ଭଲ ଲାଗେ’...ଓଟିଭି ଫୋରସାଇଟ୍‌- ୨୦୨୩ର ତ୍ରୟୋଦଶ ସଂସ୍କରଣରେ ଯୋଗ ଦେଇ ବଲିଉଡ୍‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ଏହା କହିଛନ୍ତି। 

OTV Foresight International Standard Road Infrastructure By 2024 End Odisha Says Nitin Gadkari
‘୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ଭଳି ରାସ୍ତା ହେବ’

୨୦୨୪ ଶେଷ ସୁଦ୍ଧା ଓଡ଼ିଶାରେ ଆମେରିକା ମାନର ରାସ୍ତା ହେବ। ଓଟିଭି ଫୋରସାଇଟ୍‌-୨୦୨୩ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି।

Why is world wildlife day is celebrated on 3rd march
World Wildlife Day 2023: ଭାରତରେ ୭୩ଟି ପ୍ରଜାତିର ବନ୍ୟଜନ୍ତୁ ଏବେ ବିପଦରେ

ମିଳିତ ଜାତିସଂଘ ବନ୍ୟଜନ୍ତୁଙ୍କ ପ୍ରାଧାନ୍ୟ ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମାର୍ଚ୍ଚ ୩ରେ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ଆସନ୍ତୁ ଜାଣିବା ବିଶ୍ୱ ବନ୍ୟଜନ୍ତୁ ଦିବସର ଇତିହାସ କ’ଣ…

World Hearing Day know its history and importance
World Hearing Day: କାହିଁକି ବଢୁଛି ବଧିରତା ସମସ୍ୟା; ଜାଣନ୍ତୁ ଏହି ୪ ମୁଖ୍ୟ କାରଣ

ପ୍ରତିବର୍ଷ ୩ ମାର୍ଚ୍ଚରେ ‘ବିଶ୍ୱ ଶ୍ରବଣ ଦିବସ’ ପାଳନ କରାଯାଏ। ଦ୍ରୁତ ଗତିରେ ବଢୁଥିବା ବଧିର ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ୨୦୦୭ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ 'ବିଶ୍ୱ ଶ୍ରବଣ ଦିବସ' ପାଳନ କରିବାକୁ ଘୋଷଣା କରିଥିଲା।

Litisha Mangat Panda
ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଶିଖାଇଲେ ୟୁଥ୍ ଆଇକନ୍‌ ଲିତିଶା ମଙ୍ଗତ

ଏଥିରେ ରାଜ୍ୟର ବିଶିଷ୍ଟ ମହିଳା ଓ ଯୁବତୀ ମାନଙ୍କ ସଫଳତାର ଯାତ୍ରା ସଂପର୍କରେ ଆଲୋଚନା କରାଯାଇଥିଲା ।

International Dahibara Aloodum Divas 2023
Dahibara Aloodum Divas : ଜାଣନ୍ତୁ, ଟ୍ୱିନ୍ ସିଟିର କେଉଁଠି ମିଳେ ଟେଷ୍ଟି ଦହିବରା ଆଳୁଦମ୍...

ଦହିବରା ଆଳୁଦମର ସ୍ୱାଦ ନିଆରା। ପ୍ଲେଟ୍‌ରେ ତାଜା ତାଜା ଦହିବରା, ସେଥିରେ ଟେଷ୍ଟି ଟେଷ୍ଟି ଆଳୁଦମ, ଆଉ ତା’ ଉପରେ ସେଉ, ପିଆଜ। ନାଁ ଶୁଣି ଆପଣଙ୍କ ପାଟିରୁ ନିଶ୍ଚିତ ନାଳ ଆସିଯିବଣି। ଆଜି ମାର୍ଚ୍ଚ ୧ ତାରିଖ ଅନ୍ତର୍ଜାତୀୟ ଦହିବରା ଆଳୁଦମ ଦିବସ ଉପଲକ୍ଷେ ଆମେ ଟ୍ୱିନ୍ ସିଟିର ଏମିତି କିଛି ଜାଗାର ନାଁ କହିବା ଯେଉଁଠିକୁ ଆପଣ ଯାଇ ସୁସ୍ୱାଦୁ ଦହିବରା ଆଳୁଦମର ମଜ୍ଜା ନେଇପାରିବେ।

Abika calender grand final of 2023
‘ଅବିକା’ ୨୦୨୩ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ଫିନାଲ୍‌ରେ ଶୁଭାଙ୍ଗୀ ସାମନ୍ତ "ଫେସ୍ ଅଫ୍ ଦ ଇୟର"

ଓଡିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ 'ଅବିକା ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୩ରେ "ଫେସ୍ ଅଫ୍ ଦ ଇୟର ୨୦୨୩" ଭାବେ ମନୋନୀତ ହୋଇଛନ୍ତି ଶୁଭାଙ୍ଗୀ ସାମନ୍ତ।

  • Saturday, 25 February 2023
ସେବାୟତଙ୍କ ମଧ୍ୟରେ ବିବାଦ: ପୁଣି ବନ୍ଦ ହେଲା ହାଣ୍ଡିଭଙ୍ଗା ଜାତ
୮ ବର୍ଷ ହେଲାଣି ବନ୍ଦ ହେଉଛି ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ

ସେବାୟତଙ୍କ ବିବାଦ ଯୋଗୁଁ ପୁଣି ଥରେ ବନ୍ଦ ହୋଇଛି କପିଳେଶ୍ଵରଙ୍କ ଯାତ ବା ହାଣ୍ଡିଭଙ୍ଗା ଯାତ। କ୍ରମାଗତ ୮ ବର୍ଷ ଧରି ବନ୍ଦ ହୋଇଛି ଏହି ଯାତ । କପିଳେଶ୍ୱର ଯାତରେ ପ୍ରଭୁ ଲିଙ୍ଗରାଜ କପିଳେଶ୍ଵରଙ୍କ ନିକଟକୁ ଆସି ନିମନ୍ତ୍ରଣ କରିବାର ପରମ୍ପରା ରହିଛି। ମହାଶିବରାତ୍ରି ପରେ ଶନି ମୋଚନ କରିବାକୁ ଲିଙ୍ଗରାଜ କପିଳେଶ୍ଵରଙ୍କ ନିକଟକୁ ଆସୁଥିବା ମଧ୍ୟ କେହି କେହି ପ୍ରକାଶ କରନ୍ତି...ତେବେ ଏସନ ପୁଣି ଥରେ ବନ୍ଦ ହୋଇଛି ଯାତ୍ରା

Adivasi Mela; The audience is interested in cultural programs
ଜମୁଛି ଆଦିବାସୀ ମେଳା; ଦର୍ଶକଙ୍କ ମନ ମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହେଉଥିବା ଆଦିବାସୀ ମେଳାରେ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଲୋକେ ମେଳା ବୁଲିବା ସହ ବିଭିନ୍ନ ଆଦିବାସୀ କଳାକୁ ଉପଭୋଗ କରୁଛନ୍ତି ଓ କିଛି ଘରକରଣା ଜିନିଷ କିଣୁଛନ୍ତି। ବିଭିନ୍ନ ଆଦିବାସୀ ନାଚ ଗୀତରେ ଦୁଲୁକୁଛି ମଞ୍ଚ।

Berhampur
ପରମ୍ପରା ବଂଚାଇ ରଖିବା ଲାଗି...ମାଟି ପାତ୍ରରେ ରୋଷେଇ କରି ଖାଉଛନ୍ତି ଦମ୍ପତି

ଖାଲି ଯୌଥ ପରିବାରର ନୁହେଁ ବରଂ ଶାଶୂ-ବୋହୂର ସଂପର୍କର ପ୍ୟାକ୍‌ ବି ରହିଛି । ଏଇ ଗିଫ୍ଟରେ ଫୁଲ ତୋଡା, ଶଙ୍ଖ, କଳସ ଆଦି ପୂଜା ସାମଗ୍ରୀ ରହିଛି । ଯଦି କାହାର ବାହାଘରରେ ଏମିତି ଗିଫ୍ଟ ଦେବେ ତେବେ ତାଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି ଆଶା ରଖିଛନ୍ତି ଏଇ ଦମ୍ପତି

utkalmani gopabandhu das
ଉତ୍କଳମଣିଙ୍କୁ ଆଡ଼ମ୍ବରରେ ଶ୍ରଦ୍ଧାଞ୍ଜଳି, କିନ୍ତୁ ଦାୟଦଙ୍କୁ ଅଣଦେଖା

ଗୋପବନ୍ଧୁଙ୍କ ଭଳି ଯୁଗପୁରୁଷଙ୍କ ସ୍ମୃତି ରକ୍ଷା ଲାଗି ତାଙ୍କ ଜନ୍ମମାଟିରେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରୁଥିବା ବେଳେ ଏପଟେ ତାଙ୍କ ଉତ୍ତର ଦାୟାଦଙ୍କ ପ୍ରତି ଅସମ୍ମାନ ଭଳି ଅଭାବନୀୟ ପ୍ରସଙ୍ଗ ବି ସାମ୍ନାକୁ ଆସିଛି । ଆଜି ଭଳି ଦିନରେ ଗୋପବନ୍ଧୁଙ୍କ ଜନ୍ମମାଟିକୁ ଧାଇଁ ଆସିଥିଲେ ଗୋପବନ୍ଧୁଙ୍କ ନାତି ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଉତ୍କଳମଣୀଙ୍କ ନାତୁଣୀ ବୋହୁ ଲୀଳାବତୀ ମିଶ୍ର ଓ ତାଙ୍କ ପରିବାର ଲୋକ ।

When and why is international mother language day celebrated
International Mother Language Day: ଅନ୍ତର୍ଜାତୀୟ ମାତୃଭାଷା ଦିବସର ଗୁରୁତ୍ୱ ଓ ଇତିହାସ

ଭାଷା, ସାଂସ୍କୃତିକ ବିବିଧତା ଏବଂ ବହୁଭାଷୀତାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୨୧ ଫେବୃଆରୀରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ। ଆସନ୍ତୁ ଜାଣିବା କାହିଁକି ଏବଂ କିପରି ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଏ ଏବଂ ଏହାର ଗୁରୁତ୍ୱ ଏବଂ ଇତିହାସ କ’ଣ…

  • Tuesday, 21 February 2023
World social justice day know the importance
World Social Justice Day : ଅସାମାଜିକ ଅଭ୍ୟାସକୁ ରୋକ ଦେବାକୁ ପଡିବ

ନ୍ୟାୟର ପରିଭାଷାକୁ ଜୀବନ୍ତ ରଖିବା ପାଇଁ ୨୦ ଫେବୃଆରୀରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ କରାଯାଏ। ଏହା ୨୦୦୯ରେ ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତି ଏବଂ ସମାଜର ପ୍ରତ୍ୟେକ ବିଭାଗକୁ ସାଧାରଣ ଅଧିକାର ପ୍ରଦାନ କରିବା।

  • Monday, 20 February 2023
Lingaraj temple
ପରଂପରା ପାଲଟିଗଲାଣି ପରଂପରା ଭଙ୍ଗ ! କାହିଁକି ବିଳମ୍ବରେ ଉଠିଲା ମହାଦୀପ ?

ପ୍ରଶାସନର ନିରବତାକୁ ପ୍ରଶ୍ନ, ତେଜିଲା ରାଜନୈତିକ ବୟାନବାଜି ।

Preparation of Adivasi Mela
ଚାଲିଛି ଆଦିବାସୀ ମେଳା ପାଇଁ ପ୍ରସ୍ତୁତି

ଆଦିବାସୀ ମେଳା ପାଇଁ ସଜ ହେଉଛି ପ୍ରଦର୍ଶନୀ ପଡିଆ। ତିଆରି ହେଉଛି ଆଦିବାସୀ କୁଡିଆ ଆଉ ସେସବୁ ହେଉଛି ରଙ୍ଗ। କାରୁକାର୍ଯ୍ୟରେ ବ୍ୟସ୍ତ ଅଛନ୍ତି କଳାକାର।

  • Sunday, 19 February 2023
The oldmen told the secret of becoming a centenarian
ଶତାୟୁ ହେବାର ରହସ୍ୟ କହିଲେ ବୟୋଜ୍ୟେଷ୍ଠ

ଶତାୟୁଙ୍କୁ ସମ୍ମାନ... ଜୀବନର ୧୦୦ ବର୍ଷ ଅତିକ୍ରମ କରି ସାରିଥିବା ବୟୋଜ୍ୟେଷ୍ଠଙ୍କୁ ସମ୍ମାନ ଦିଆଯାଇଛି। ଏଥିରେ ଯୋଗଦେଇଥିବା ବୟସ୍କମାନେ ସେମାନଙ୍କ ସୁସ୍ଥ ଜୀବନର ରହସ୍ୟକୁ ବଖାଣିଛନ୍ତି। ଆସନ୍ତୁ ଜାଣିବା…

  • Sunday, 19 February 2023
  • Oldman