ରାଜ୍ୟରେ କେମିତି ଚାଲିଛି ଶାସନ ? ମନ୍ତ୍ରୀ, ବିଧାୟକଙ୍କୁ ମିଳୁଛି କି ଉପଯୁକ୍ତ ସମ୍ମାନ ? ମନ୍ତ୍ରୀଙ୍କ ପାଖରେ କେଉଁ କେଉଁ ବିଭାଗ ଜାଣିଛନ୍ତି ତ ସଚିବ ?
କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଓଲିଉଡ ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା। ଓଡ଼ିଶାର କଳା, ଭାସ୍କର୍ଯ୍ୟକୁ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଇଥିଲା।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ରମାନଙ୍କୁ ମନେ ପକାଉଛି ଭୁବନେଶ୍ୱର। ଯୁଆଡ଼େ ଦେଖ, ରଙ୍ଗୀନ ଆଲୁଅରେ ଝଲସୁଛି ମନ୍ଦିରମାଳିନୀ ସହର...
କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି।
ଆଜି ଉତ୍କଳ ଦିବସରେ ରାଜ୍ୟର ହଜାର ହଜାର ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି । ଆମ ଭାଷା ଯେ ଏକ ସମୃଦ୍ଧ ସ୍ୱତନ୍ତ୍ର ଭାଷା ତାର ପଟାନ୍ତର ନାହିଁ । ମୂଳ ସଂସ୍କୃତ ଭାଷାରୁ ଆସିଥିବା ଆମ ମାତୃଭାଷା ସବୁ ଦିଗରୁ ଉନ୍ନତ ଏବଂ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ।
୧ ଏପ୍ରିଲ୍ ୧୯୩୬ରେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା। ଏହିଦିନ ମାଡ୍ରାସ୍ ପ୍ରେସିଡେନ୍ସିରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶା ତିଆରି ହୋଇଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ।
ଉତ୍କଳ ଦିବସରେ କଟକରେ ହୋଇଥାନ୍ତେ ପୁରସ୍କୃତ, ହେଲେ ହୋଇଗଲା ଅକାଳ ମୃତ୍ୟୁ। ଆଜି ସକାଳୁ କଟକ ବାହାରିବା ସମୟରେ କିଶୋର ଚନ୍ଦ୍ର ଅସୁସ୍ଥ ଅନୁଭବ କରିଥିଲେ।
ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇସାରିଛି । ତେବେ ଯେଉଁ ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନେଇ ଆମେ ଗର୍ବ କରୁ, ସେହି ଭାଷା ପଡୋଶୀ ଝାଡଖଣ୍ଡର ଷଢେଇକଳା, ଖରସୁଆଁ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ଭେଟିଆ ଆଦି ଅଞ୍ଚଳରେ ସଙ୍କଟରେ ଗତି କରୁଛି । ଏଠାରେ ରହୁଥିବା ଓଡିଆ ଭାଷାଭାଷୀ ଅଞ୍ଚଳରେ ଓଡିଆ ଭାଷାକୁ ବଞ୍ଚାଇବାପାଇଁ ସଂଗ୍ରାମ କରୁଛନ୍ତି ଓଡିଆମାନେ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ବ୍ରିଟିଶ ଓ ପଡ଼ୋଶୀ ରାଜ୍ୟ ସମ୍ମୁଖରେ ବଳିଷ୍ଠ ପ୍ରମାଣ ଦେଇ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ ।