ହିମେଶ୍ ରେଶମିୟାଙ୍କ ପତ୍ନୀ ବର୍ତ୍ତମାନ ‘ଦ ସୋନିଆ କପୁର’ ନାମରେ ଏକ ପୋଡ୍କାଷ୍ଟ ଆରମ୍ଭ କରିଛନ୍ତି। ଏଠାରେ ସୋନିଆ ଅତିଥି ଭାବରେ ହିମେଶଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସନ୍ତି। ଏହି ସମୟରେ ସେ ହିମେଶଙ୍କର ଏକ ବାଥ୍ରୁମ୍ ସିକ୍ରେଟ୍କୁ କହିଦେଇଛନ୍ତି।
‘ପୁଷ୍ପା ୨’ ପାଇଁ ‘ଛାଭା’ ବିପଦ। ‘ପୁଷ୍ପା ୨’ ର ପ୍ରଥମ ଦିନର ରୋଜଗାର ୧୬୪.୨୫ କୋଟି ଥିଲାବେଳେ ‘ଛାଭା’କୁ ଏହି ରୋଜଗାର କରିବାକୁ ୫ ଦିନ ଲାଗିଥିଲା। ଏହାକୁ ଦେଖିଲେ, ଲାଗେ ‘ଛାଭା’ କିପରି ‘ପୁଷ୍ପା ୨’ ପାଇଁ ବିପଦ ହୋଇପାରେ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ନିଶ୍ଚୟ ଆସୁଥିବ। ଆସନ୍ତୁ ଏ ବିଷୟରେ ଜାଣିବା।
ଯଦି ସଲମାନ ଖାନ ଏବଂ ହ୍ରିତିକ ରୋଶନଙ୍କ ଏକାଠି ହେବା କଥା ଉଠେ ତେବେ? ଏହା ସମ୍ଭବ ଯେ ଦର୍ଶକଙ୍କ ପ୍ରତିକ୍ରିୟା ଖୁବ କୌତୁହଳ ହୋଇପାରେ। ଏବେ ଦୁହେଁ ଏକାଠି ନଜର ଆସିଛନ୍ତି।
ଟିଭି ଏବଂ ବଲିଉଡର ସୁନ୍ଦର ଅଭିନେତ୍ରୀ ଅବନୀତ କୌର୍ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରନ୍ତି। ତାଙ୍କର ପ୍ରତ୍ୟେକ ଲୁନ ସୋସିଆଲ୍ ମିଡିଆରେ ଖୁବ୍ ଲୋକପ୍ରିୟ ହୋଇଯାଏ।
'ଓଡେଲା ୨'ର ଟିଜର ରିଲିଜ ହୋଇଛି। ଏଥିରେ ତମନ୍ନା ଭାଟିଆ ଏକ ଭୟଙ୍କର ରୂପରେ ନଜର ଆସିଛନ୍ତି। ଅଶୋକ ତେଜାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାନ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ।
ନର୍ଗିସ ଫାଖରୀ ଲୁଚି ଲୁଚି ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ଯଦିଓ ସେ ଏପର୍ଯ୍ୟନ୍ତ ତାଙ୍କର ବିବାହକୁ ଘୋଷଣା କରିନାହାଁନ୍ତି, କିନ୍ତୁ ସେମାନଙ୍କ ହନିମୁନ୍ର କିଛି ଭିଡିଓ ଏବଂ ଫଟୋ ଭାଇରାଲ୍ ହେବାରେ ଲାଗିଛି। ତେବେ ସେ କାହାକୁ ବିବାହ କଲେ ଆସନ୍ତୁ ଜାଣିବା।
ବଲିଉଡ୍ ଅଭିନେତ୍ରୀ ମୌନି ରୟ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ୍ ଫଟୋ ପୋଷ୍ଟ କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟରନେଟ୍ରେ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।
ପ୍ରୟାଗରାଜର ମହାକୁମ୍ଭ ବଦଳାଇ ଦେଇଛି ମାଳା ବିକ୍ରି କରୁଥିବା ଝିଅ ମୋନାଲିସାଙ୍କ ଭାଗ୍ୟ । ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି ତାଙ୍କୁ ସିଧା ସଳଖ ବଲିଉଡ୍ରେ କାମ ମଧ୍ୟ ମିଳିଯାଇଛି ।
ସଲମାନ ଖାନ ଖୁବ ଶୀଘ୍ର ହଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆଜିକାଲି ସେ ସାଉଦି ଆରବରେ ଅଛନ୍ତି, ଯେଉଁଠାରେ ସେ ତାଙ୍କ ପ୍ରୋଜେକ୍ଟ ପାଇଁ ଶୁଟିଂ କରୁଛନ୍ତି। ଏହାରି ଭିତରେ ହଲିଉଡ୍ ଫିଲ୍ମର ସେଟ୍ରୁ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ସୋସିଆଲ୍ ମିଡିଆରେ ମୋନାଲିସାଙ୍କ ଅଭିନୟ ଭିଡିଓ ଭାଇରାଲ୍ ହେଉଛି। ଏହି ଭାଇରାଲ୍ ଭିଡିଓରେ ସେ ଦମଦାର୍ ଡାଏଲଗ୍ କହୁଥିବା ଦେଖିବାକୁ ମିଳେ। ଦେଖନ୍ତୁ ତାଙ୍କ କରାମତି।
ସେଲଫି ବଦଳରେ ଦୋକାନୀକୁ ମାଗଣା ଦୋସା ମାଗିଲେ ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂହ । ଦୋକାନୀ କହିଲା- ମୋତେ ପଇସା ଦରକାର ।
କାନାଡାରେ ଲାଇଭ ସୋ'ରେ ଇମୋସନାଲ ହେଲେ କମେଡିଆନ ସମୟ ରୈନା । ଦର୍ଶକଙ୍କୁ କହିଲେ, ମୋ ଓକିଲ ଫିସ୍ ଦେବା ପାଇଁ ଧନ୍ୟବାଦ।
ଭାଇରାଲ୍ ଗାର୍ଲ ମୋନାଲିସା ଏବେ ଏକ ବିବାଦର ଅଂଶ ହୋଇଯାଇଛନ୍ତି। ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଏହି ବିବାଦକୁ ନେଇ ମୋନାଲିସା ନିଜେ ଆଗକୁ ଆସିଛନ୍ତି।
ବକ୍ସ ଅଫିସରେ ଚାଲିଛି 'ଛାଭା' କ୍ରେଜ୍। ମାତ୍ର ୫ ଦିନରେ ୧୬୫ କୋଟିରୁ ଅଧିକ ରୋଜଗାର କରି 'ପୁଷ୍ପା୨' କୁ ପଛରେ ପକାଇ ଦେଇଛି ଆଉ ୨୦୨୫ର ସବୁଠାରୁ ବଡ ବଲିଉଡ୍ ଚଳଚ୍ଚିତ୍ରରେ ପରିଣତ ହୋଇଛି।
'ଦଙ୍ଗଲ ଗର୍ଲ' ସାନ୍ୟା ମଲହୋତ୍ରା ବଲିଉଡ୍ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଅଭିନେତ୍ରୀ। ସେ ପ୍ରାୟତଃ ନିଜର ସର୍ବଶେଷ ବୋଲ୍ଡନେସ୍ ଫଟୋ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ପାଗଳ କରନ୍ତି। ସେ ତାଙ୍କ ଅଭିନୟରେ ପ୍ରଶଂସକମାନଙ୍କୁ ଏତେ ପାଗଳ କରିଦେଇଛନ୍ତି ଯେ ଲୋକମାନେ ତାଙ୍କୁ ପ୍ରଶଂସା ନ କରି ରହି ପାରନ୍ତି ନାହିଁ।
ଏଥର ସାଜିଦ ନାଡିଆଡୱାଲା ତାଙ୍କ ଜନ୍ମଦିନରେ ପ୍ରଶଂସକମାନଙ୍କୁ ଏକ ବିଶେଷ ସର୍ପ୍ରାଇଜ୍ ଦେଇଛନ୍ତି। ଫିଲ୍ମ ‘ସିକନ୍ଦର’ର ଏକ ନୂଆ ପୋଷ୍ଟର ଲଞ୍ଚ କରିଛନ୍ତି, ଯାହା ଫିଲ୍ମ ରିଲିଜ୍ ପୂର୍ବରୁ ଉତ୍ସାହକୁ ଆହୁରି ବଢାଇ ଦେଇଛି।
ଅଭିନୟ ଏବଂ ଗ୍ରୁମିଂ କ୍ଲାସ୍ ନେଉଥିବା ମୋନାଲିସା ଏକ ନୂଆ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ଏକ ଗୀତ ଗାଉଥିବାର ନଜର ଆସନ୍ତି। ତାଙ୍କର ଭିଡିଓ ଜୋରଦାର୍ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ପ୍ରତିକ୍ରିୟା ଦେବାରେ ହେଳା କରୁ ନାହାନ୍ତି।
ନେପାଳୀ ଅଭିନେତ୍ରୀ ଅଦିତି ବୁଦ୍ଧଥୋକି ଇନଷ୍ଟାଗ୍ରାମରେ ନିଜର ଲାଟେଷ୍ଟ୍ ଗ୍ଲାମରସ୍ ଏବଂ ହଟ୍ ଲୁକ୍ର ଫଟୋ ପୋଷ୍ଟ କରି ସୋସିଆଲ ମିଡିଆରେ ସର୍ବଦା ଲାଇମଲାଇଟ୍ ଧରିଥାନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍ନେଟକୁ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।
‘ତରଙ୍ଗ ପ୍ଲସ୍’ ସବୁବେଳେ କିଛି ନୂଆ କରିବା ଭଳି ଏଥର ବି ସେମିତି କିଛି କରିଛି। ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀଙ୍କ ଏହି ଛୋଟମୋଟ କଳି ଆଉ ପ୍ରେମକୁ ନେଇ ଏକ ନୂଆ ଧରଣର ୱେବ୍ ସିରିଜ୍ ନେଇ ଆସିଛି, ଯାହାର ଟାଇଟଲ୍ ହେଉଛି ‘ଖିଟ୍ପିଟ୍’।
ବଲିଉଡ୍ରେ ଚାଲିଛି ରି-ରିଲିଜ୍ ଧାରା। କେତେକ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହୋଇଥିବା ବେଳେ ଆଉ କେତେକ ବକ୍ସ ଅଫିସରେ ଭଲ ରୋଜଗାର କରିବାରେ ସଫଳ ହୋଇଛି। ବର୍ତ୍ତମାନ ସଲମାନଙ୍କ ଏହି ଫିଲ୍ମ୍ ରି-ରିଲିଜ୍ ହେବା ନେଇ ଚାଲିଛି ଆଲୋଚନା।
ଫିଲ୍ମ ‘ଛାଭା’ ମାତ୍ର ତିନି ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି। ଏହା ସହିତ ଚଳିତ ବର୍ଷ ଖୁବ୍ ଶୀଘ୍ର ୧୦୦କୋଟି ଟଙ୍କା ରୋଜଗାର କରିଥିବା ଏହା ପ୍ରଥମ ଫିଲ୍ମ ହୋଇପାରିଛି।
ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା ଦାସ ସବୁବେଳେ ନିଜ ବୋଲ୍ଡ ଓ ହଟ୍ ଲୁକ୍ରେ ନିଜ ପ୍ରଶଂସକଙ୍କୁ ପାଗଳ କରି ରଖିବାରେ ବେଶ୍ ମାହିର। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟରନେଟ୍କୁ ଆସିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ତାଙ୍କ ଦମଦାର ଲୁକ୍ ଦେଖିବାକୁ ପ୍ରଶଂସକ ପାଗଳ ।
ଅନୁଭବଙ୍କ ଜୀବନୀ ଉପରେ ଏକ ପୁସ୍ତକ ଉନ୍ମୋଚନ ସମୟରେ କିଛି ଗ୍ରୀନ ସିଗ୍ନାଲ ଦେଇଛନ୍ତି ବାନ୍ଧବୀ ଜାଗୃତି ଶୁକ୍ଳା । ସାମ୍ବାଦିକମାନେ ରଖିଥିବା ପ୍ରଶ୍ନର ସିଧା ସିଧା ଉତ୍ତର ଦେଇଥିଲେ ମଧ୍ୟ ଅନୁଭବଙ୍କ ସହ ବିବାହକୁ ନେଇ ସେ ବୁଲାଇ ବଙ୍କାଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ।
ଟିଭି ଅଭିନେତ୍ରୀ ଅନୁଷ୍କା ସେନ୍ ସବୁବେଳେ ଇନଷ୍ଟାଗ୍ରାମରେ ତାଙ୍କର ଫଟୋ ପୋଷ୍ଟ୍ ନିଜ ପ୍ରଶଂସକଙ୍କୁ ପାଗଳ କରି ରଖିବାରେ ବେଶ୍ ମାହିର। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟରନେଟ୍କୁ ଆସିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ତାଙ୍କ ଦମଦାର ଲୁକ୍ ଦେଖିବା ପରେ ପ୍ରଶଂସକମାନେ ପାଗଳ ହୋଇଯାଆନ୍ତି।
ବଲିଉଡରେ ଅନେକ ଅଭିନେତା ଓ ଅଭିନେତ୍ରୀ ସୁନ୍ଦରତା ବୃଦ୍ଧି କରିବା ପାଇଁ ସର୍ଜରୀର ସାହାରା ନେଇଥାନ୍ତି। ତେବେ ବିଭିନ୍ନ ସମୟରେ ଏହା ଓଲଟା ଫଳ ପ୍ରଦାନ କରିଥାଏ । ଅନେକ ସମୟରେ ସର୍ଜରୀ ଫଳରେ ପ୍ରାକୃତିକ ସୁନ୍ଦରତା ପଳାଇ ଯାଇଥାଏ ଓ ଚେହେରା ଅଧିକ ଖରାପ ହୋଇ ଯାଇଥାଏ। ଏମିତି କିଛି ଅଭିନେତ୍ରୀଙ୍କ ଉପରେ ଏକ ନଜର ଯେଉଁମାନେ ସର୍ଜରୀ କରିବା ପରେ ସେମାନଙ୍କ କ୍ୟାରିୟର ଆଗକୁ ବଢି ପାରି ନାହିଁ।