/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739718706.jpg)
Shraddha Das shared latest pics in stunning red outfit
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739718706.jpg)
1/8
ନିକଟରେ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ୍ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡ଼ିକରେ ତାଙ୍କର ସିଜ୍ଲିଙ୍ଗ୍ ଷ୍ଟାଇଲ୍ ଉପରୁ ପ୍ରଶଂସକଙ୍କ ନଜର ହଟୁନି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739718730.jpg)
2/8
ଅଭିନେତ୍ରୀ ଶ୍ରଦ୍ଧା ଦାଶ, ଯିଏକି ତାଙ୍କ ଅଭିନୟ ଅପେକ୍ଷା ତାଙ୍କ ବୋଲ୍ଡ ଲୁକ୍ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି। ଏହି କ୍ଷେତ୍ରରେ ସେ ଲୋକଙ୍କ ମଧ୍ୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739718755.jpg)
3/8
ଏହି ଫଟୋଗୁଡ଼ିକରେ ଆପଣ ଅଭିନେତ୍ରୀଙ୍କୁ ଏକ ଗ୍ରୀନ ଧଳା ରଙ୍ଗର ଖୁବ୍ ଷ୍ଟାଇଲିସ ପୋଷାକ ପିନ୍ଧିଥିବାର ଦେଖିପାରିବେ। ଏହି ପୋଷାକରେ ସେ ଗୋଟିଏ ପରେ ଗୋଟିଏ ଦମଦାର ପୋଜ୍ ଦେଉଥିବା ନଜର ଆସନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739718775.jpg)
4/8
ଅଭିନେତ୍ରୀ ତାଙ୍କ ଚୁଟିକୁ ପଛ ପଟେ ବାନ୍ଧି ରଖିଛନ୍ତି ଏବଂ ହାଲୁକା ମେକ୍ଅପ୍ ନେଇ ନିଜର ଆଉଟ୍ଲୁକ୍ ଶେଷ କରିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739718796.jpg)
5/8
ତାଙ୍କର ଏମିତି ଅବତାର ଦେଖିବା ପରେ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739718820.jpg)
6/8
ଯେତେବେଳେ ବି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ପୋଷ୍ଟ କରନ୍ତି, ପ୍ରଶଂସକମାନେ ତାଙ୍କ ଫଟୋକୁ ଲାଇକ୍ କରନ୍ତି ଏବଂ କମେଣ୍ଟ ମାଧ୍ୟମରେ ପ୍ରତିକ୍ରିୟା ଦିଅନ୍ତି। ଏ ଫଟୋଗୁଡିକରେ ମଧ୍ୟ ସେମାନେ ଏମିତି କିଛି କରିବା ଦେଖାଯାଏ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739718845.jpg)
7/8
ଶ୍ରଦ୍ଧା ଦାସ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ। ଇନଷ୍ଟାଗ୍ରାମରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ପ୍ରଶଂସକଙ୍କୁ ମନୋରଂଜନ କରିବାରେ ଅଭିନେତ୍ରୀ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739718871.jpg)
8/8
ସାଉଥ୍ ସୁନ୍ଦରୀ ଶ୍ରଦ୍ଧା ଦାସ ସବୁବେଳେ ସୋସିଆଲ୍ ମିଡିଆରେ ନିଜର ବୋଲ୍ଡ ଓ ହଟ୍ ଲୁକ୍ ଫଟୋ ପୋଷ୍ଟ କରି ନିଜ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ବାନ୍ଧି ରଖନ୍ତି। ଇଣ୍ଟରନେଟରେ ଆସିବା ମାତ୍ରେ ତାଙ୍କର ପ୍ରତ୍ୟେକ ଲୁକ୍ ଭାଇରାଲ୍ ହୁଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)