• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Prasanta Nanda Gets Emotional Over Demise of Veteran Actor Uttam Mohanty
କାନ୍ଦିଲେ ପ୍ରଶାନ୍ତ ନନ୍ଦ

କିଛି କହିବା ଆଗରୁ କାନ୍ଦି ପକାଉଛନ୍ତି ବର୍ଷିଆନ୍ ଅଭିନେତା ପ୍ରଶାନ୍ତ ନନ୍ଦ

Uttam Mohanty Death
ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ

ଉତ୍ତମ ମହାନ୍ତିଙ୍କ ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

uttam mohanty
Uttam Mohanty Cremated: ପଞ୍ଚଭୂତରେ ବିଲୀନ ହେଲେ ଉତ୍ତମ ମହାନ୍ତି

ଓଲିଉଡର ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ସତ୍ୟନଗର ଶ୍ମଶାନରେ ପୁଅ ବାବୁଶାନ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଥିଲେ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦିଆଯାଇ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

uttam mohanty
ମୁଖାଗ୍ନି ଦେଲେ ପୁଅ ବାବୁସାନ୍

ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ । ମୁଖାଗ୍ନି ଦେଲେ ପୁଅ ବାବୁସାନ୍ । 

Sonu Nigam son nivan nigam did fitness transformation
Sonu Nigam Son: ବଡ଼ ବଡ଼ ଷ୍ଟାର୍-କିଡ୍ସଙ୍କୁ କଡ଼ା ଟକ୍କର ଦେଲେ ସୋନୁ ନିଗମଙ୍କ ପୁଅ

ଏପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଅନେକ ଷ୍ଟାରକିଡ୍ସଙ୍କ ଫିଟ୍‌ନେସ୍ ଦେଖିଥିବେ। କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ପ୍ରସିଦ୍ଧ ବଲିଉଡ ଗାୟକ ସୋନୁ ନିଗମଙ୍କ ପୁଅ ନିଭାନ ନିଗମ୍‌ଙ୍କ କିଛି ଫଟୋ ଆଣିଛୁ। ଏଥିରେ ଆପଣ ତାଙ୍କ ଶରୀରର ପରିବର୍ତ୍ତନ ଦେଖି ଚକିତ ହୋଇଯିବେ। ଏହି ଫଟୋଗୁଡ଼ିକ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିବାରେ ଲାଗିଛି।

Five reasons why you shouldn’t miss sikandar
Salman Khan: କାହିଁକି ଦେଖିବେ ସଲମାନ ଖାନଙ୍କ ‘ସିକନ୍ଦର’; ଜାଣନ୍ତୁ ୫ କାରଣ

ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ଇଦ୍‌ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ୨୦୨୫ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ତେବେ ଆପଣ ଏହି ଫିଲ୍ମ କାହିଁକି ଦେଖିବେ ତାହାର ୫ଟି କାରଣ ଜାଣନ୍ତୁ।

Chhaava worldwide box office collection day 14
Chhaava: ବକ୍ସ ଅଫିସ୍‌କୁ କାବୁ କରିଛି ‘ଛାଭା’; ଆଶ୍ଚର୍ଯ୍ୟ କରୁଛି ବିଶ୍ୱବ୍ୟାପୀ ରୋଜଗାର

ଆକ୍ସନ୍-ପ୍ୟାକ୍ ପିରିୟଡ୍ ଡ୍ରାମା ଫିଲ୍ମ 'ଛାଭା' ୨୦୨୫ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ହୋଇପାରିଛି। ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଫିଲ୍ମ ଗତ ୧୪ ଦିନ ଧରି ଦୁଇ ଅଙ୍କ ବିଶିଷ୍ଟ ରୋଜଗାର କରୁଛି। ତେବେ ଜାଣିବା ଭିକି କୌଶଲଙ୍କ 'ଛାଭା' ବର୍ତ୍ତମାନ ପର୍ଯ୍ୟନ୍ତ କେତେ କୋଟି ଟଙ୍କା ରୋଜଗାର କରିଛି।

Uttam Mohanty Death
Uttam Mohanty Death: ବାସଭବନରେ ଉତ୍ତମଙ୍କ ପାର୍ଥିବ ଶରୀର, ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବର୍ଷିଆନ ଅଭିନେତା ଉତ୍ତମ ମହାନ୍ତିଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ।

Uttam Mohanty
Uttam Mohanty Love Story: ଅପରାଜିତାଙ୍କୁ ମନେଇବାକୁ ଲାଗିଥିଲା ୫ବର୍ଷ; ଶାଶୁ ମା’ଙ୍କୁ କରିବାକୁ ପଡ଼ିଥିଲା ରାଜି

୧୯୮୭ ମସିହା ମେ’ ମାସ ୧୭ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭୁବନେଶ୍ୱରର ମ୍ୟୁନିସିପାଲଟି ଅତିଥି ଭବନରେ ଏହି ବିବାହ ହେଇଥିଲା। ଟିକି ଅପାଙ୍କ ନରମ ସ୍ୱଭାବ ଉତ୍ତମଙ୍କୁ ଆକୃଷ୍ଟ କରିଥିଲା

Uttam Mohanty Death:
Uttam Mohanty Death: ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର

ଗତକାଲି ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି।

Uttam Mohanty
Uttam Mohanty Death: ଏପରି ଦେଖିଥିଲେ ସ୍ୱପ୍ନ ଓ ଏହା ଥିଲା ଉତ୍ତମଙ୍କ ଶେଷ ଇଚ୍ଛା

ମେଦାନ୍ତରେ ଥିଲା ବେଳେ ବାରିପଦା ଆସିବେ ବୋଲି କହୁଥିଲେ। ମୟୂରଭଞ୍ଜ ମହୋତ୍ସବରେ ଯୋଗ ଦେବେ ବୋଲି ମଧ୍ୟ କହୁଥିଲେ। ବାରିପଦାବାସୀଙ୍କ କାନ୍ଧରେ ଶ୍ମଶାନ ଯିବେ ବୋଲି ତାଙ୍କର ଶେଷ ଇଚ୍ଛା ଥିଲା । ବାରିପଦାରେ ତାଙ୍କ ଶେଷ କୃତ୍ୟ ହେଉ ବୋଲି ତାଙ୍କର ଇଚ୍ଛା ଥିଲା। ଏହି ଦୁଃଖଦ ଖବର ଶୁଣି ଘରେ ସମସ୍ତେ ମର୍ମାହତ ହୋଇପଡ଼ିଛନ୍ତି।

Uttam Mohanty
Uttam Mohanty: ଚିରନିଦ୍ରାରେ ସହରୀ ବାଘ; ଏଇଠି ହେବ ଶେଷକୃତ୍ୟ

ଆଜି ଦିନ ପ୍ରାୟ ୧୧ରୁ ସାଢ଼େ ୧୧ଟାରେ ଉତ୍ତମ ମହାନ୍ତିଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଏହାପରେ ପାର୍ଥିବ ଶରୀରକୁ ତାଙ୍କର ବାସଭବନ ବରମୁଣ୍ଡାକୁ ନିଆଯିବ। ଏହାପରେ ସତ୍ୟ ନଗର ନିଆଯିବ। ସେଠାରେ ଗାର୍ଡ ଅଫ୍‌ ଅନର ଦିଆଯିବା ପରେ ଶେଷକୃତ୍ୟ ସଂପନ୍ନ କରାଯିବ। ଏହି ସୂଚନା ଦେଇଛନ୍ତି ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ।

  • Friday, 28 February 2025
uttam-mohanty
Uttam Mohanty: CA ରୁ ସୁପରଷ୍ଟାର....ଉତ୍ତମଙ୍କ ବିଷୟରେ କିଛି ଅଜଣା କଥା

୧୯୭୭ ମସିହାରେ ବାରିପଦାରେ ସୁନାମଧନ୍ୟ ନିର୍ଦ୍ଦେଶକ ସାଧୁ ମେହେର 'ଅଭିମାନ' ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ।

Uttam Mohanty
Uttam Mohanty: ଅଭିମାନରୁ ଦଣ୍ଡା ବାଳୁଙ୍ଗା... ସରପଞ୍ଚ ବାବୁରୁ ସହରୀ ବାଘ

ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରୁଥିଲେ । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି ।

Uttam Mohanty no more
Uttam Mohanty Death: ଉତ୍ତମଙ୍କ ବିୟୋଗରେ ରାଜ୍ୟବ୍ୟାପୀ ଶୋକ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବୈଜୟନ୍ତ ପଣ୍ଡା

ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଉତ୍ତମ ମହାନ୍ତି ଆଉ ନାହାନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ରାଜନେତା ଓ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି ।

uttam mohanty
Uttam Mohanty: ଜୀବନ ଯୁଦ୍ଧରେ ହାରିଗଲେ ଉତ୍ତମ ମହାନ୍ତି; ଦିନ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବ ମରଶରୀର

ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ। ସେଠାରେ ଗତ ୨୦ ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଥିଲା।

monalisa
Mahakumbh Monalisa: ପ୍ରଥମ ଥର ଷ୍ଟେଜକୁ ଓହ୍ଲାଇଲେ ମୋନାଲିସା, ଫ୍ୟାନଙ୍କୁ କହିଲେ ଆଇ ଲଭ ୟୁ

ମୋନାଲିସା ନାଚିବା ପୂର୍ବରୁ ପ୍ରଥମ ଦର୍ଶକ ମାନଙ୍କୁ ଆଇ ଲଭ ୟୁ ବୋଲି କହିଥିଲେ। ଏହି ଭିଡିଓଟିକୁ ମୋନାଲିସା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଶେୟାର ମଧ୍ୟ କରିଥିଲେ।

Monalisa goes viral again her chori kiya re jiya song reel
Mahakumbh Monalisa: ପୁଣି ମନ ମୋହିଲେ ମୋନାଲିସା; ଏମିତି ରିଲ୍ କଲେ, ରାତାରାତି ହେଲା ଭାଇରାଲ୍

ମୋନାଲିସା ପୁଣି ଥରେ ଇଣ୍ଟର୍‌ନେଟ୍‌ରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏଥର ସେ ସଲମାନ ଖାନଙ୍କ ସୁପର୍‌ହିଟ ଫିଲ୍ମ ଦବଙ୍ଗରୁ 'ଚୋରି କିୟାରେ ଜିଆ' ଗୀତରେ ଏକ ଚମତ୍କାର ରିଲ୍‌ ତିଆରି କରି ସୋସିଆଲ୍ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ଭିଡିଓ ମଧ୍ୟ ରାତାରାତି ଭାଇରାଲ୍ ହୋଇଛି।

Sanjay Dutt mouni roy horror comedy the bhootnii teaser out
The Bhootnii Teaser Out: ଆସିଲା ‘ଦି ଭୂତ୍‌ନୀ’ର ଟିଜର୍; ଭୟଙ୍କର ରୂପରେ ମୌନୀ ରାୟ

ସାମ୍ନାଙ୍କୁ ଆସିଲା ହରର୍ କମେଡି ‘ଦି ଭୂତ୍‌ନୀ’ର ଟିଜର୍। ଆଶ୍ଚର୍ଯ୍ୟ କରୁଛି ସଞ୍ଜୟ ଦତ୍ତଙ୍କ ଶିବ ଶ୍ଲୋକ। ମୌନୀ ରାୟଙ୍କୁ ଭୂତ ରୂପରେ ଦେଖିବାକୁ ମିଳିଛି। ଚାରିଆଡେ ଭୟ… ଭୟ… ଭୟ…

Ranveer Allahbadia recorded statement in police admitted his mistake
Ranveer Allahbadia: କ୍ଷମା ମାଗିଲେ ରଣବୀର ଆହ୍ଲାବାଦିଆ, କହିଲେ ମୁଁ ଏହା କହିବା ଉଚିତ ନ ଥିଲା

ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ ପ୍ରଶ୍ନକୁ ନେଇ ବିବାଦ ଏତେ ବଢିଯାଇଛି ଯେ ପୋଲିସଠାରୁ ମାମଲା କୋର୍ଟରେ ପହଞ୍ଚିଲାଣି। ରଣବୀର ସ୍ୱୀକାର କରିଛନ୍ତି ଯେ ଯେଉଁ ଲାଇନ୍‌କୁ ନେଇ ବିବାଦ ଦେଖାଦେଇଛି ତାହା କହିବା ତାଙ୍କର ଭୁଲ ଥିଲା।

Sunny Leone in mahakumbh what is the truth behind
Sunny Leone: ପ୍ରୟାଗରାଜ କୁମ୍ଭମେଳାରେ ବୁଡ ପକାଇଲେ କି ସନ୍ନି ଲିଓନ୍… ଦେଖନ୍ତୁ ଭାଇରାଲ୍ ଭିଡିଓ

ଭାଇରାଲ୍ ଭିଡିଓରେ ପବିତ୍ର ବୁଡ ପକାଇବା ପାଇଁ ସନ୍ନି ଘାଟକୁ ଯାଉଥିବା ନଜର ଆସନ୍ତି। ଏହି ଭିଡିଓରେ ସନ୍ନି ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଏହା ସହିତ ସେ ଭାରୀ କାନଫୁଲ ଏବଂ ବିନ୍ଦି ପିନ୍ଧି ନିଜକୁ ସଜ୍ଜାଇଛନ୍ତି। ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍ ହେବାରେ ଲାଗିଛି।

Govinda and Sunita Ahuja are heading for divorce after 37 years of marriage
Govinda: ଗୋବିନ୍ଦା-ସୁନୀତାଙ୍କ ବୈବାହିକ ଜୀବନରେ କଳାବାଦଲ ! ରହୁଛନ୍ତି ଅଲଗା, ଚର୍ଚ୍ଚାରେ ଛାଡ଼ପତ୍ର

ସଂକଟରେ ଗୋବିନ୍ଦା-ସୁନୀତା ଆହୁଜାଙ୍କ ବୈବାହିକ ଜୀବନ। ଦୀର୍ଘ ୩୭ ବର୍ଷ ପରେ ସେମାନଙ୍କ ବୈବାହିକ ଜୀବନ ଭାଙ୍ଗିପାରେ। ତେବେ ଏଭଳି ଗୁଜବ ଉପରେ ଗୋବିନ୍ଦା ଏବଂ ତାଙ୍କ ପରିବାରର କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ।

ranveer
Ranveer allahbadia: ବିବାଦୀୟ ମନ୍ତବ୍ୟ ମାମଲା, ସାଇବର ସେଲରେ ହାଜର ହେଲେ ରଣବୀର, ଆଶିଷ

ରଣବୀର ଆହ୍ଲାବାଦିଆ ଓ ଆଶିଷ ଚଞ୍ଚଳାନି ନଭି ମୁମ୍ବାଇର ମାହାପେ ସ୍ଥିତ ସାଇବର ସେଲ ମୁଖ୍ୟାଳୟରେ ପହଞ୍ଚିଥିଲେ। ସାଇବର ସେଲ ଅଧିକାରୀ ଉଭୟଙ୍କୁ ପଚରା ଉଚୁରା କରିଥିବା ବେଳେ ବୟାନ ରେକର୍ଡ କରାଯାଇଛି।

Bollywood Celebrities Spotted At  Mumbai Airport
Bollywood Celebrity: ମୁମ୍ବାଇ ଏୟାର୍‌ପୋର୍ଟରେ ବଲିଉଡ୍ ସେଲିବ୍ରେଟି

ସାଧାରଣତଃ ସେଲିବ୍ରେଟିମାନଙ୍କୁ ପବ୍ଲିକ୍‌ରେ ଦେଖିବା ସବୁବେଳେ ସମ୍ଭବ ହୁଏ ନାହିଁ। ଯେତେତେବେଳେ ବି ସେମାନେ କାଁ ଭାଁ କେଉଁଠି ନଜର ଆସନ୍ତି ସାଧାରଣ ଲୋକଙ୍କ ଆଖି ସେଇଠି ଅଟକି ଯାଏ। ବର୍ତ୍ତମାନ ବଲିଉଡ୍‌ର ଆଗଧାଡିର କିଛି ସେଲିବ୍ରେଟି ମୁମ୍ବାଇ ଏୟାର୍‌ପୋର୍ଟରେ ନଜର ଆସିଛନ୍ତି।

Bhumi Pednekar expressed his displeasure over fees in the film industry
Bhumi Pednekar: ଫିଲ୍ମ ଇଣ୍ଡଷ୍ଟ୍ରିରେ ଫିସ୍‌କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଭୂମି ପେଡନେକର

ଫିଲ୍ମ ଇଣ୍ଡଷ୍ଟ୍ରିରେ ପେ ପ୍ୟାରିଟିକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୁଏ। ହୁମା କୁରେଶି, କଙ୍ଗନା ରାଣାୱତ, ଦୀପିକା ପାଦୁକୋନଙ୍କ ସମେତ ଅନେକ ଅଭିନେତ୍ରୀ ଅନେକ ସମୟରେ କହିଛନ୍ତି ଯେ ସେମାନେ ହିରୋଙ୍କ ତୁଳନାରେ ବହୁତ କମ୍ ଟଙ୍କା ପାଆନ୍ତି। ଭୂମି ପେଡନେକର ଏକଥା ପୂର୍ବରୁ କହିଥିଲେ ମଧ୍ୟ ବର୍ତ୍ତମାନ ଏହି ପ୍ରସଙ୍ଗକୁ ପୁଣି ଉଠାଇଛନ୍ତି।