/odishatv-khabar/media/post_attachments/uploadimage/library/16_9/16_9_0/surgery_1739704282.jpg)
surgery
/odishatv-khabar/media/post_attachments/uploadimage/library/16_9/16_9_0/surgery_1739704282.jpg)
1/6
ସର୍ଜରୀ ପାଇଁ କ୍ୟାରିୟର ବର୍ବାଦ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739704451.jpg)
2/6
କୋଏନା ମିତ୍ର- ବଲିଉଡର ଅନ୍ୟତମ ସୁନ୍ଦରୀ ଅଭିନେତ୍ରୀ କୋଏନା ମିତ୍ର। ଅପନା ସପନା ମନି ମନି ଭଳି ସଫଳ ଫିଲ୍ମରେ ମଧ୍ୟ ସେ ରହିଥିଲେ। ତେବେ ନାକର ପ୍ଲାଷ୍ଟିକ ସର୍ଜରୀ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଏପରିକି ନାକର ଆକାର ବିଗିଡିଯିବା ପରେ ତାଙ୍କୁ କାମ ମଧ୍ୟ ମିଳି ନ ଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/anushka_1739704537.jpg)
3/6
ଅନୁଷ୍କା ଶର୍ମା- ବଲିଉଡର ଅନ୍ୟତମ ଟପ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶର୍ମା। ତେବେ କଫି ୱିତ କରଣର ଏକ ଏପିସୋଡରେ ତାଙ୍କ ଓଠ ଫୁଲିଥିବାର ଦେଖିବାକୁ ମିଳିଥିଲା। ଏହା ଅଜବ ଦେଖା ଯାଉଥିବା ବେଳେ ଏହା ଏକ ସାମୟିକ ସର୍ଜରୀ ରହିଥିବା ସ୍ବୀକାର କରିଥିଲେ ଅନୁଷ୍କା।
/odishatv-khabar/media/post_attachments/uploadimage/library/16_9/16_9_0/rakhi_1739704579.jpg)
4/6
ରାକ୍ଷୀ ସାୱନ୍ତ- ବଲିଉଡର କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତ। ସେ ଏକାଧିକ ଥର ନିଜ ଶରୀରରେ ସର୍ଜରୀ କରିଛନ୍ତି। ଲିପ ସର୍ଜରୀ, ବ୍ରେଷ୍ଟ ଇମ୍ପ୍ଲାଣ୍ଟ ଓ ବୋଟୋକ୍ସ ସର୍ଜରୀ କରିଥିଲେ। ଏହାପରେ ରାକ୍ଷୀଙ୍କ ଚେହେରାକୁ ଦର୍ଶକ ପସନ୍ଦ କରି ନ ଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/ayesha_1739704619.jpg)
5/6
ଆୟେଶା ଟାକିଆ- ୱାଣ୍ଟେଡ ଫିଲ୍ମର ଅଭିନେତ୍ରୀ ଆୟେଶା ଟାକିଆ ନିଜର ନାଚୁରାଲ ଲୁକ ପାଇଁ ପ୍ରସିଦ୍ଧି ହାସଲ କରିଥିଲେ। ତେବେ ଲିପ ଓ ଫେସ ସର୍ଜରୀ ପରେ ଆୟେଶାଙ୍କ ଚେହେରା ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଫ୍ୟାନ ମାନଙ୍କୁ ତାଙ୍କ ନୂଆ ଲୁକ ପସନ୍ଦ ଆସି ନ ଥିବା ବେଳେ ତାଙ୍କୁ ଟ୍ରୋଲ କରାଯାଇଥିଲା।
/odishatv-khabar/media/post_attachments/uploadimage/library/16_9/16_9_0/rimi_1739704654.jpg)
6/6
ରିମି ସେନ- ଧୁମର ପ୍ରଥମ ପାର୍ଟରେ ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଅଭିନୟ କରିଥିବା ରିମି ସେନ ମଧ୍ୟ ପ୍ଲାଷ୍ଟିକ ସର୍ଜରୀ କରିଥିଲେ। ପ୍ଲାଷ୍ଟିକ ସର୍ଜରୀ ପରେ ତାଙ୍କ ଚେହେରାର ଆକୃତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଓ ଫ୍ୟାନ ମାନେ ଏହାକୁ ନାପସନ୍ଦ କରିଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)