Advertisment

Aditi Budhathoki: ପାରମ୍ପରିକ୍ ଷ୍ଟାଇଲ୍‌ରେ ନେପାଳୀ ସୁନ୍ଦରୀଙ୍କ ବୋଲ୍ଡ ଲୁକ୍

ନେପାଳୀ ଅଭିନେତ୍ରୀ ଅଦିତି ବୁଦ୍ଧଥୋକି ଇନଷ୍ଟାଗ୍ରାମରେ ନିଜର ଲାଟେଷ୍ଟ୍ ଗ୍ଲାମରସ୍ ଏବଂ ହଟ୍‌ ଲୁକ୍‌ର ଫଟୋ ପୋଷ୍ଟ କରି ସୋସିଆଲ ମିଡିଆରେ ସର୍ବଦା ଲାଇମଲାଇଟ୍ ଧରିଥାନ୍ତି। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟର୍‌ନେଟକୁ ଆସିବା ମାତ୍ରେ ଭାଇରାଲ୍ ହେବାକୁ ଲାଗେ।

author-image
Pramod Behera
Aditi Budhathoki shared latest pics in ethnic look

Aditi Budhathoki shared latest pics in ethnic look

Nepal
Advertisment
Advertisment