Advertisment

Anushka Sen: ଷ୍ଟନିଂ ଲୁକ୍‌ରେ ପ୍ରଶଂସକଙ୍କୁ ପାଗଳ କଲେ ଅନୁଷ୍କା ସେନ୍

ଟିଭି ଅଭିନେତ୍ରୀ ଅନୁଷ୍କା ସେନ୍ ସବୁବେଳେ ଇନଷ୍ଟାଗ୍ରାମରେ ତାଙ୍କର ଫଟୋ ପୋଷ୍ଟ୍‌ ନିଜ ପ୍ରଶଂସକଙ୍କୁ ପାଗଳ କରି ରଖିବାରେ ବେଶ୍ ମାହିର। ତାଙ୍କର ପ୍ରତ୍ୟେକ ଲୁକ୍ ଇଣ୍ଟରନେଟ୍‌କୁ ଆସିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ତାଙ୍କ ଦମଦାର ଲୁକ୍ ଦେଖିବା ପରେ ପ୍ରଶଂସକମାନେ ପାଗଳ ହୋଇଯାଆନ୍ତି।

author-image
Pramod Behera
Anushka Sen shared latest pics in crop top see her stunning pics

Anushka Sen shared latest pics in crop top see her stunning pics

Advertisment
Advertisment