Advertisment

କ୍ୟାଟ୍ରିନା, ଭିକିଙ୍କୁ ହତ୍ୟା ଧମକ

ଗତ ଡିସେମ୍ବର ୯ରେ କ୍ୟାଟ୍ରିନା ଓ ଭିକିଙ୍କ ମଧ୍ୟରେ ରାଜସ୍ଥାନରେ ବିବାହ ହୋଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
vicky kaushal katrina Kaif

vicky kaushal katrina Kaif

କ୍ୟାଟ୍ରିନା, ଭିକିଙ୍କୁ ହତ୍ୟା ଧମକ। ସୋସିଆଲ ମିଡିଆରେ ଷ୍ଟାର ଦମ୍ପତିଙ୍କୁ ଜୀବନରୁ ମାରିଦେବାକୁ ଧମକ। ଏହି ଧମକ ମିଳିବା ପରେ ମୁମ୍ବାଇର ସାନ୍ତାକ୍ରୁଜ୍ ହସ୍ପିଟାଲେରେ ମାମଲା ରୁଜୁ କରାଯାଇଛି। ନିକଟରେ ବଲିଉଡ୍‌ର ଅଭିନେତ୍ରୀ କ୍ୟାଟରିନା କୈଫଙ୍କୁ ବିବାହ କରିଥିଲେ ଅଭିନେତା ଭିକି କୌଶଲ। ଗତ ଡିସେମ୍ବର ୯ରେ କ୍ୟାଟରିନା ଓ ଭିକିଙ୍କ ମଧ୍ୟରେ ରାଜସ୍ଥାନରେ ବିବାହ ହୋଇଥିଲା। 

Advertisment

କେବଳ ବଲିଉଡ୍‌ ଏହି ସେଲିବ୍ରିଟିଙ୍କୁ ହତ୍ୟା ଧମକ ଦିଆଯାଇନାହିଁ ବରି ଏହା ପୂର୍ବରୁ ଗତ ଜୁନ୍‌ରେ ସ୍ୱରା ଭାସ୍କରଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଗୋଟିଏ ଚିଠି ସ୍ୱରାଙ୍କ ବାସଭବନକୁ କେହି ଜଣେ ପଠାଇଥିବା ଜଣାପଡ଼ିଥିଲା। ଏନେଇ ଥାନାରେ ଏତଲା ଦେଇଥିଲେ। କେବଳ ସ୍ୱରା ନୁହଁନ୍ତି, ଏହା ପୂର୍ବରୁ ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା।      

Advertisment
Katrina Kaif Vicky Kaushal
Advertisment
Advertisment