ରେକର୍ଡ ଭଙ୍ଗା ରୋଜଗାର କରିଛି 'KGF ୨'। ଚଳିର ବର୍ଷର ସବୁଠାରୁ ଚର୍ଚ୍ଚିତ ଫିଲ୍ମ ହୋଇଛି। କିନ୍ତୁ କାଟି ପାରିନି ସଲ୍ମାନ୍ ଖାନ୍ଙ୍କ ରେକର୍ଡ। ଆଜି ବି ଭାଇଜାନ ଆଗରେ।
ଭାଇରାଲ୍ ହେଉଛି ଜ୍ୟାକି-ଟାଇଗର୍ ଭିଡିଓ। କଳା ପୋଷାକରେ ଦର୍ଶକଙ୍କ ମନକୁ କିଣୁଛନ୍ତି ବାପ-ପୁଅ। ଦେଖନ୍ତୁ ଭିଡିଓ…
ନିଜ ସଂଘର୍ଷର କାହାଣୀ ବଖାଣିଛନ୍ତି ଈଶା ଗୁପ୍ତା। ଷ୍ଟାର୍ କିଡ୍ଙ୍କୁ ନେଇ କରିଛନ୍ତି ଟାର୍ଗେଟ୍। ସେମାନେ ଖରାପ ହେଲେ ଚଳିବ, ଫ୍ଲପ୍ ଦେଲେ ଚଳିବ ବୋଲି ସେ କହିଛନ୍ତି।
ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଆଜିକାଲି ସାଉଥ୍ ଫିଲ୍ମ ଓ ଗୀତ ପ୍ରତି ସମସ୍ତେ ପାଗଳ। ସାଉଥ୍ ଗୀତ ଆଜିକାଲି ସମସ୍ତଙ୍କ ମୁହଁରେ। ଏଥିରୁ ମଧ୍ୟ ତ୍ରାହୀ ପାଇ ନାହାନ୍ତି ସଲମାନ ଖାନ୍।
ପୁଣି ଚର୍ଚ୍ଚାରେ ରାଖୀ ସାୱନ୍ତ। ସେ ଯେଉଁ ଲେହେଙ୍ଗା ପିନ୍ଧିଛନ୍ତି ତା’ର ଦାମ୍ ହେଉଛି ୫୦ ହଜାର ପାଉଣ୍ଡ୍। ଏହି ଲେହେଙ୍ଗା ପିନ୍ଧି ସେ ତାଙ୍କ ବୟଫ୍ରେଣ୍ଡ୍ ସହ ନଜର ଆସିଛନ୍ତି।
ମାଆ ହେବେ ଆଲିଆ ଭଟ୍ଟ । ସୋସିଆଲ୍ ମିଡିଆରେ ଶେୟାର କଲେ ଗୁଡ୍ ନ୍ୟୁଜ୍ ।
ଗତ କେଇଟା ବର୍ଷ ମଧ୍ୟରେ ଏଭଳି ଅନେକ କିମ୍ବଦନ୍ତୀ କଳାକାରଙ୍କୁ ହରାଇଛି ଓଡ଼ିଆ ସିନେମା ଶିଳ୍ପ।
ଟ୍ରୋଲ୍ ହେଉଛନ୍ତି ପୁଷ୍ପା ଷ୍ଟାର୍ ଅଲୁ ଅର୍ଜୁନ୍। ତାଙ୍କୁ ଲୋକେ ରାସ୍ତା କଡ ଚୋର, ଭିକାରୀ ଆଉ ବୁଢା ବୋଲି କହୁଛନ୍ତି। ହେଲେ, କାହିଁକି? ପଢନ୍ତୁ…
ବିଦ୍ୟୁତ ଜାମୱାଲ୍ଙ୍କୁ ହ୍ରିତିକ ରୋଶନ, ଟାଇଗର ଶ୍ରଫ୍ଙ୍କ ସହ ତୁଳନା କରାଯିବାରୁ ପ୍ରତିକ୍ରିୟା ଦେଲେ ବିଦ୍ୟୁତ। ସେ କହିଲେ…
ଲୁକ୍ ଯେମିତି, ଡାଇଲଗ୍ ବି ସେମିତି। ଯାହାକୁ ଦେଖିଲେ ଛାତିରେ ଖନକା ଖେଳିଯିବ। ଥରି ଉଠିବ ଦେହ ଓ ମନ। ତେବେ କଣ ସେହି ଫିଲ୍ମ? କିଏ ସେହି ହିରୋ? ଜାଣନ୍ତୁ
ସମସ୍ତେ ଚାହାଁନ୍ତି ବଡ଼ ପରଦାରେ ଅଭିନୟ କରିବାକୁ। ପରିଚୟ ମିଳିବ। ହେଲେ ଆଶୁତୋଷ ଦେଲେ ଭିନ୍ନ ଏକ ମେସେଜ୍। ଛୋଟ ପରଦା ପାଇଁ ସେ ପାଇଲେ ପରିଚୟ। ଏବେ...
ଝିଅ, ଜ୍ୱାଇଁ, ପତ୍ନୀ ଓ ପୁତୁରାଙ୍କୁ ପଚରାଉଚରା କରାଯାଇଛି
କମିଶନରେଟ୍ ପୋଲିସର ଏକ ୪ ଜଣିଆ ଟିମ୍ ଗତକାଲି ରାଇମୋହନଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛନ୍ତି ।
ପୁଣି ସାମ୍ନାକୁ ଆସିଛି ଅଦନାନ୍ ସାମିଙ୍କ ନୂଆ ଫଟୋ। ଏହି ଫଟୋରେ ସେ ତାଙ୍କର ଟ୍ରାନ୍ସଫର୍ମେସନରେ ଲୋକଙ୍କୁ ପୁଣି ଥରେ ଚକିତ କରିଛନ୍ତି। ଏଥର ସେ କେବଳ ତାଙ୍କର ରୂପାନ୍ତର ନୁହେଁ ବରଂ ଗ୍ରୁମିଙ୍ଗ୍ ଉପରେ ମଧ୍ୟ ଧ୍ୟାନ ଦେଇଛନ୍ତି। ଲୋକମାନେ ତାଙ୍କର ଏହି ପରିବର୍ତ୍ତନକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।
ଭୟଙ୍କର ରୂପରେ ଆସୁଛନ୍ତି ଶାହାରୁଖ୍। ମୁହଁରେ ରକ୍ତର ଦାଗ। ମୁଣ୍ଡରେ ଲମ୍ବା କେଶ। ବଳିଷ୍ଠ ଚେହେରା ସହ ହାତରେ ବନ୍ଧୁକ। ଏହାକୁ ଯିଏ ଦେଖିବ ସେ ତାଜୁବ୍ ହେବ।
କଥାରେ କଥାରେ ଉଦଣ୍ଡୀ ସୀତାକୁ ଲୁହ ଦେଉଥିବା ମଣିଷଟା ଆଜି ହଠାତ ଏମିତି କେମିତି ଚାଲିଗଲା।
ରାଇମୋହନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ସନ୍ଦେହ ଭିତରେ ଖଳନାୟକଙ୍କ ମୃତ୍ୟୁ ଘଟଣା . ..
ଖବର ପାଇବା ମାତ୍ରେ ତାଙ୍କ ପାଖ ପଡ଼ୋଶୀଙ୍କଠାରୁ ଆରମ୍ଭ କରି ଓଡ଼ିଆ ସିନେ ଜଗତର ଅନେକ କଳାକାର ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନ ଆଗରେ ରୁଣ୍ଡ ହୋଇଥିଲେ । ଆଉ ସମସ୍ତଙ୍କ ମୁହଁରେ ଥିଲା ସେଇ ଗୋଟିଏ ପ୍ରଶ୍ନ ।
‘ହେଇ ଅନାନି’ ହେଉ କି ‘କାବୁଲି… କାବୁଲି…’ ଏହି ସଂଳାପ କଥା ମନକୁ ଆସିଲେ ଭାସିଆସେ ରାଇମୋହନଙ୍କ ଚେହେରା। ତାଙ୍କର ଆହୁରି ଅନେକ ସଂଳାପ ପ୍ରାୟ ଲୋକଙ୍କ ମୁହଁରେ ଥାଏ। ଆସନ୍ତୁ ରାଇମୋହନଙ୍କ ଆଉ କିଛି ସଂଳାପ ଉପରେ ନଜର ପକେଇ ନେବା।
ରାଇମୋହନଙ୍କ ପରଲୋକ ଖବର ପାଇବା ପରେ ଲୁବୁନ୍ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଓଟିଭି ଆଗରେ ନିଜର ଦଃଖ ପ୍ରକାଶ କରିବା ସହ ଗତକାଲି ରାଇମୋହନଙ୍କୁ ଭେଟିଥିବା ସେ କହିଥିଲେ ।
ସେ ସବୁବେଳେ କହେ ମୋର ଆହୁରି କିଛି କରିବାର ଅଛି, ଆହୁରି କିଛି ଶିଖିବାର ଅଛି । ଅଭିନୟ ଦିଗରେ ଆଶା ବହୁତ ଥିଲା ।
ରାଇମୋହନଙ୍କ ମୃତ୍ୟୁକୁ ନେଇ ଶ୍ରୀତମ କହିଛନ୍ତି, ‘ନିଜକୁ ତିଆରି କରିଥିବା ମଣିଷ ହଠାତ୍ ଆତ୍ମହତ୍ୟା କରିବା କଥା ବିଶ୍ୱାସ ହେଉନି। ତେଣୁ ନିଶ୍ଚିତ ଭାବେ ଏହାର ତଦନ୍ତ କରାଯାଉ।’
ସମସ୍ତଙ୍କ ମନରେ ସେଇ ଗୋଟିଏ କଥା, ରାଇମୋହନ ଆତ୍ମହତ୍ୟା କରିଛନ୍ତି ବୋଲି ବିଶ୍ୱାସ ହେଉନି । ସବୁବେଳେ ବିନ୍ଦାସ ରହୁଥିବା ଲୋକଟି କେମିତି ବା ଆତ୍ମହତ୍ୟା କରିପାରିବ ?
ସେ ସେମିତିଆ ପିଲା ନୁହେଁ । କେତେ ଦୁଃଖ ଆଉ ସଂଘର୍ଷରୁ ବାହାରି ଆସିଛି ।