କିଏ ଫଟୋ ଉଠାଉଥିଲେ ତ କିଏ ସେଲଫି ନେଉଥିଲେ। ମାଳଭୂମିର ଏହି ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି। ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ...