ବାତ୍ୟା ଅସାନିକୁ ନେଇ ଏହି ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି...
ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ, ହେଲେ ପରୀକ୍ଷା ଦେଲେନାହିଁ । ରାଜ୍ୟର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ସବୁଠୁ ଅଧିକ ପିଲା ଅନୁପସ୍ଥିତ ପଛକୁ ଗଞ୍ଜାମ ଆଉ ବଲାଙ୍ଗୀର ରହିଛି ।
ମାଟ୍ରିକ ପରୀକ୍ଷା ଦେବା ଲାଗି ଫର୍ମ ପୂରଣ କରିଥିଲେ ବି କାହିଁକି ପରୀକ୍ଷା କେନ୍ଦ୍ରକୁ ଆସିଲେନି ହଜାର ହଜାର ପରୀକ୍ଷାର୍ଥୀ? ପରୀକ୍ଷାରେ ଏତେ ସଂଖ୍ୟକ ପିଲାଙ୍କ ଅନୁପସ୍ଥିତି ନେଇ ପ୍ରଶ୍ନ ଉଠିବା ପରେ ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ସଚିବ ସ୍କୁଲୱାରୀ ତନଖି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାର କାରଣ କ’ଣ ହୋଇପାରେ ସେନେଇ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି । ଏଥିପାଇଁ କିଏ ଦାୟୀ ସେନେଇ ମଧ୍ୟ ଆଲୋଚନା କରାଯାଉଛି ।
ପ୍ରଫେସର ଗୀତାଞ୍ଜଳି ଦାଶ ୪ ବର୍ଷ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିବେ।
ରାତିରେ କୁଳପତି, କୁଳସଚିବ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।
ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ କାହିଁକି ଦେଉନାହାଁନ୍ତି ମାଟ୍ରିକ ପରୀକ୍ଷା? ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କ ଠାରୁ ମିଳିଥିବା ପରୀକ୍ଷାର୍ଥୀଙ୍କ ତଥ୍ୟ ଚିନ୍ତା ବଢାଇ ଦେଇଛି ।
ଫର୍ମ ଫିଲଅପ୍ ହେଇଛି, ହେଲେ ପରୀକ୍ଷା ଦେଉନାହାନ୍ତି.. ମାଟ୍ରିକ ପରୀକ୍ଷାରୁ ପରୀକ୍ଷାର୍ଥୀ ଗାଏବ.. ପ୍ରତି ଜିଲ୍ଲାରେ ହଜାର ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉନାହାନ୍ତି.
କେବଳ ବିଶ୍ୱବିଦ୍ୟାଳୟରେ ସେଲ୍ଫ ଫାଇନାନସିଂ କୋର୍ସ ଉପରେ କଟକଣା ରହିବ । ରାଜ୍ୟରେ ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ ଖୋଲିଥିବା ବେଳେ, କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି।
ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପାଇଁ ଆୟୋଜିତ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଲୋୟର ପିଏମଜିରେ ଆଶାୟୀ ଶିକ୍ଷକଙ୍କ ଧାରଣା। ୧୧ ହଜାର ପଦବୀ ପାଇଁ ସମୁଦାୟ ୭୦ ହଜାର ଆଶାୟୀ ଶିକ୍ଷକ ଆବେଦନ କରିଥିଲେ।
ଲାପ୍ଟପ୍ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇଁ ଯୁକ୍ତ ୨ ପାସ୍ କରିଥିବା ମେଧାବୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ତୃତୀୟ ଥର ପାଇଁ ଆବେଦନର ଅବଧିକୁ ଘୁଞ୍ଚାଇ ଦିଆଯାଇଛି।
କୋଭିଡ୍ ମହାମାରୀ କାରଣରୁ ପିଲା ଦୁଇ ବର୍ଷ ପାଠପଢାରୁ ବଞ୍ଚିତ ହୋଇଥିଲେ । ତେଣୁ ଗ୍ରୀଷ୍ମ ଛୁଟିକୁ କମ୍ କରି ଶିକ୍ଷାବର୍ଷ ଆରମ୍ଭରୁ ପୁରୁଣା ପାଠ ପଠାଇବାକୁ ହୋଇଥିଲା ନିଷ୍ପତ୍ତି । ଏଥିପାଇଁ ଗଣଶିକ୍ଷା ବିଭାଗ ଲର୍ଣ୍ଣିଂ ରିକଭରି ପ୍ଲାନ୍ ପ୍ରସ୍ତୁତ କରିଥିଲା । ବ୍ରିଜ୍ କୋର୍ସ ମାଧ୍ୟମରେ ପୂର୍ବ ବର୍ଷର ପାଠ ପଢାଇବାକୁ ସ୍ଥିର ହୋଇଥିଲା ।
ଘରୋଇ ସଂସ୍ଥା ଦ୍ୱାରା ପିଲାଙ୍କୁ ପଢାଯିବ ବୋଲି ପୂର୍ବରୁ ବିଭାଗ କହିଥିଲେ ମଧ୍ୟ ଏଯାଏଁ ଥାର୍ଡ ପାର୍ଟି ସଂସ୍ଥା ଚୟନ କରାଯାଇନାହିଁ ।
ଆଜିଠୁ ସକାଳ ୬ଟାରୁ ୯ ଟା ଯାଏଁ ଖୋଲିବ ସ୍କୁଲ । ପିଲାମାନେ ୬ଟାରେ ଆସିବେ ଓ ମଧ୍ୟାହ୍ନ ଭୋଜନ ସହିତ ୯ ଟାରେ ଛୁଟି ହେବ । ଏଥର ଜୁନ ୬ରୁ ୧୬ ତାରିଖ ଯାଏ ଖରାଛୁଟି ହେବ ବୋଲି ରାଜ୍ୟ ସରକାର ଆଗରୁ ଘୋଷଣା କରିଛନ୍ତି ।
ପିଲାଙ୍କ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ।
ରାଜ୍ୟରେ ମେ ମାସରେ ସକାଳ ୬ ରୁ ୯ ଯାଏଁ ସ୍କୁଲ ଚାଲିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।
ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ବର୍ତ୍ତମାନ ଛୁଟିଥିବା ବେଳେ ଆସନ୍ତା ମେ ୨ ତାରିଖରୁ ସ୍କୁଲ ଖୋଲିବ । ଏହିଦିନ ଠାରୁ ସକାଳ ୬ଟାରୁ ରୁ ୯ଟା ପର୍ଯ୍ୟନ୍ତ ପିଲା ସ୍କୁଲିରେ ପାଠପଢ଼ିବେ ।
ଆସନ୍ତା ମେ’ ୨ ତାରିଖରୁ ଏହି ନିୟମ ଲାଗୁ କରାଯିବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଦୁଇ ବର୍ଷ ପରେ ପାରମ୍ପରିକ ଭାବେ ହଲରେ ବସି ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ପ୍ରଥମ ଦିନ ଇଂଲିସ ଥିବା ବେଳେ ଶାନ୍ତିଶୃଙ୍ଖଳାରେ ସରିଛି । ପରୀକ୍ଷା ବୋର୍ଡର ନିଷ୍ପତ୍ତି ଅନୁଯାୟୀ ସମ୍ମେଟିଭ୍-ଟୁରେ ୮୦ମାର୍କର ପରୀକ୍ଷା ହୋଇଛି ।
ଆଜି ପ୍ରଥମ ଦିନ ଥିବାରୁ ଛାତ୍ରଛାତ୍ରୀ ଟିକିଏ ସହଳ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଯାଇଥିଲେ । ତେବେ କରୋନା ମହାମାରୀ ପୁଣି କାୟା ମେଲାଇବାକୁ ଆରମ୍ଭ କରିଥିବାରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।
ରାଜ୍ୟରେ ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ୩ ହଜାର ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ୍ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ହାତରେ ଆଡମିଟ୍ କାର୍ଡ, ମୁହଁରେ ମାସ୍କ ପରୀକ୍ଷା କେନ୍ଦ୍ର ବାହାରେ ଛାତ୍ରଛାତ୍ରୀଙ୍କ ଲମ୍ବା ଧାଡି। ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ମହାମାରୀ କରୋନାର ଦାଉ କମିବା ପରେ ପ୍ରଥମ ବୋର୍ଡ ଏଗଜାମ୍। ଏଥିପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ କମ୍ ନଥିଲା ଉତ୍କଣ୍ଠା।
ମହାମାରୀ କରୋନାର ଦାଉ କମିବା ପରେ ୨ ବର୍ଷ ପରେ ଅଫଲାଇନ୍ ପରୀକ୍ଷା ଦେଇଛନ୍ତି ଛାଚ୍ରଛାତ୍ରୀ । ପ୍ରଥମ ବୋର୍ଡ ଏଗଜାମ୍ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।
ରାଜ୍ୟରେ ତାତି ବଢ଼ୁଥିବାରୁ ଆସନ୍ତା ୩୦ ତାରିଖ ଯାଏ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ୨୬ ତାରିଖରୁ ୩୦ ତାରିଖ ୫ ଦିନ ପାଇଁ ସ୍କୁଲ ଛୁଟି ସରକାର ଘୋଷଣା କରିଛନ୍ତି।
ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା ।