କଟକ ଖ୍ରାଷ୍ଟ ମହାବିଦ୍ୟାଳୟରେ UPSC ୨୦୨୨ର ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଦୁଇଟି ସିଟିଂ ମାଧ୍ୟମରେ ଏହି ପରୀକ୍ଷା ହୋଇଥିବାର ଜଣାପଡିଛି । ପ୍ରଥମ ସିଟିଂ ସକାଳ ୯ ଟା ୩୦ରୁ ଆରମ୍ଭ ହୋଇ ୧୧ ଟା ୩୦ ପର୍ଯ୍ୟନ୍ତ ଚାଲିଥିବାବେଳେ ଦ୍ୱିତୀୟ ସିଟିଂ ୨ ଟା ୩୦ରୁ ଆରମ୍ଭ ହୋଇ ୪ .୩୦ ପର୍ଯ୍ୟନ୍ତ ଚାଲିଥିଲା । ଦେଖନ୍ତୁ ପରୀକ୍ଷା ପୂର୍ବର କିଛି ଦୃଶ୍ୟ...
Published By: Otv Khabar Bureau
Last updated: 05 June 2022, 04:57 PM IST
UPSC ୨୦୨୨ର ପ୍ରିଲିମ୍ସ ପରୀକ୍ଷା ଦେବା ପାଇଁ ଆସିଛନ୍ତି ପରୀକ୍ଷାର୍ଥୀ....
ନିଜ ଆଡ୍ମିଟ୍ କାର୍ଡ ଧରି ଶୃଙ୍ଖଳିତ ଭାବେ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ...
ନିଜ ରୋଲ୍ ନମ୍ୱର ହିସାବରେ କେଉଁଠି ବସିବେ ତାହା ପଚାରି ବୁଝୁଛନ୍ତି ଛାତ୍ରୀ...
ନିଜ ସିଟ୍ ଖୋଜିବାରେ ବ୍ୟସ୍ତ ଛାତ୍ରଛାତ୍ରୀ...
ହଲ୍ ଭିତରକୁ ପ୍ରବେଶ କରୁଛନ୍ତି ଛାତ୍ରଛାତ୍ରୀ...
ଆଡ୍ମିଟ୍ କାର୍ଡ ଧରି ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରୀ...