• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Reopening Of Schools
ପୁଣି କେବେ ଖୋଲିବ ସ୍କୁଲ୍‌ ? ଜାଣନ୍ତୁ, କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ତାତି ବଢ଼ୁଥିବାରୁ ଆସନ୍ତା ୩୦ ତାରିଖ ଯାଏ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ୨୬ ତାରିଖରୁ ୩୦ ତାରିଖ ୫ ଦିନ ପାଇଁ ସ୍କୁଲ ଛୁଟି ସରକାର ଘୋଷଣା କରିଛନ୍ତି।

Odisha CHSE Plus 2 Exams 2022 begin today
ଆଜିଠୁ +2 ପରୀକ୍ଷା

ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା ।

Technical Institutions To Be Closed FromTomorrow
କାଲିଠୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି

ଆସନ୍ତାକାଲିଠୁ ମେ ୨ ଯାଏ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। 

Matric  Exam
ସେକେଣ୍ଡ ସିଟିଂରେ ହେବନି ମାଟ୍ରିକ ପରୀକ୍ଷା

ଖରାକୁ ଦେଖି ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

Teacher Crisis
୭୦ ପିଲାକୁ ଜଣେ ଶିକ୍ଷକ; ଏମିତି ଗଢ଼ାଯିବ ପିଲାଙ୍କ ଭବିଷ୍ୟତ ?

ସ୍କୁଲରେ ଥିବା ପିଲାମାନେ ସରକାରଙ୍କ ନିକଟରେ ନିଜ ଦାବି ରଖିଛନ୍ତି । ନିଜର ପାଠ ପଢିବାର ନିଶା ଆଉ ତାଙ୍କ ସ୍କୁଲର ଅସୁବିଧା ସରକାରଙ୍କ ସାମ୍ନାରେ ବେଶ୍‌ ଶାଣିତ ଢଙ୍ଗରେ ରଖିଛନ୍ତି ସ୍କୁଲ ପିଲା। କେବଳ ଦାବି କରିନାହାନ୍ତି ବରଂ କହିଛନ୍ତି ଅସୁବିଧାର ସମାଧାନ କର, ସ୍କୁଲରେ ଶିକ୍ଷକ ନିଯୁକ୍ତି କର।

cbse exam
ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କର ଆଜି ଇଂରାଜୀ ଭାଷା ପରୀକ୍ଷା

ସିବିଏସ୍ଇ ଓ ଦଶମ ଛାତ୍ରଛାତ୍ରୀଙ୍କର ଆଜି ଇଂରାଜୀ ଭାଷା ପରୀକ୍ଷା । ପରୀକ୍ଷା ସାଢେ ୧୦ରୁ ଆରମ୍ଭ ହୋଇଥିବା ବେଳେ ସାଢେ ୧୨ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ଆଜି ସିବିଏସ୍ଇ ଦ୍ୱାଦଶ ପରୀକ୍ଷାର୍ଥୀ ହିନ୍ଦୀ ଭାଷାରେ ପରୀକ୍ଷା ଦେବେ ।

Teacher Crisis
ଏ କେମିତିକା ସରକାର? ୭୦ ପିଲାଙ୍କୁ ଦିଆଯାଇଛି ଜଣେ ଶିକ୍ଷକ..ଏଇଠି ପିଲା ପଢିବେ ତ?

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ସ୍କୁଲରେ ଅଛନ୍ତି ୭୦ ପିଲା ହେଲେ ଶିକ୍ଷକ ମାତ୍ର ଜଣେ..ଏଇଠି ପିଲା ପଢିବେ କେମିତି? କଲେକ୍ଟର କହୁଛନ୍ତି ଆଡମିଶନ୍‌ ଚାଲିଛି ଖୁବଶୀଘ୍ର ଶିକ୍ଷକ ଆସିବେ ହେଲେ ଅଭିଭାବକ କହୁଛନ୍ତି ଏ ସ୍କୁଲକୁ ପିଲାଙ୍କୁ ଛାଡ଼ିବୁ କଣ ମୁର୍ଖ ହେବା ପାଇଁ

Smart School
ଏପଟେ ସ୍ମାର୍ଟ ସ୍କୁଲ ପାଇଁ ବାହାବାହା; ସେପଟେ ଭଙ୍ଗା ଘରେ ପଢ଼ୁଛନ୍ତି ପିଲା

ଛାତ ଫାଟି ଆଁ କରି ରହିଛି । କାନ୍ଥ ଭାଙ୍ଗି ଯାଇଛି, ଅଳିଆରେ ପୋତି ହୋଇଯାଇଛି ଶୌଚାଳୟ, ଚାରିଆଡ଼େ ଅସ୍ୱାସ୍ଥ୍ୟକର ପରିବେଶ । ଏଭଳି ଅବସ୍ଥାରେ ବସି ପାଠ ପଢ଼ୁଛନ୍ତି ଆମ ଆଗାମୀ ଭବିଷ୍ୟତ ।

College class remain closed
ମେ ୨ ଯାଏ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ

ଉଚ୍ଚଶିକ୍ଷା ବିଭାଗ ଏ ନିଷ୍ପତ୍ତି ନେଇଛି।

Kendriya Vidyalaya
କୋଭିଡ୍ ଅନାଥଙ୍କୁ କେଭିରେ ମାଗଣାରେ ପଢ଼ିବା ଲାଗି ସୁଯୋଗ

ପୂର୍ବରୁ ଲୋକସଭା ସାଂସଦ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରୁ ୧୦ ଜଣ ପିଲାଙ୍କୁ ନାଁ ଲେଖାଇବାକୁ ସୁପାରିଶ କରିପାରୁଥିଲେ।

BSE Odisha
ମାଟ୍ରିକ୍ ପରୀକ୍ଷାରେ କପି ରୋକିବା ପାଇଁ ୩୮ ସ୍ପେସାଲ୍ ସ୍କ୍ୱାଡ୍

ମାଟ୍ରିକ୍ ପରୀକ୍ଷା ପାଇଁ ଗଠନ ହେଲା ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ । ରାଜ୍ୟର ୩୦ ଜିଲ୍ଲା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ୩୮ଟି ସ୍ପେସାଲ୍ ସ୍କ୍ୱାଡ୍ ଗଠନ କରିଛନ୍ତି।

All govt and private schools in #Odisha to remain closed from tomorrow
ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି; ଆଜିଠୁ ୫ ଦିନ ସ୍କୁଲ ଛୁଟି

ଆଜିଠାରୁ ୫ ଦିନ ଯାଏଁ ସବୁ ସ୍କୁଲ ଛୁଟି । ରାଜ୍ୟରେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି । 

CBSE Class 10, 12 Term 2 Exams Starting Today
ଆଜିଠୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ଟର୍ମ-୨ ପରୀକ୍ଷା

ଆଜିଠାରୁ CBSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଟର୍ମ-୨ ପରୀକ୍ଷା ଆରମ୍ଭ ହେଉଛି । ଦିନ ୧୦ଟା ୩୦ରୁ ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାୟ ଏକ ଘଣ୍ଟା ପରୀକ୍ଷା ଚାଲିବ ।

School Closed
କାଲିଠାରୁ ୫ ଦିନ ସ୍କୁଲ ଛୁଟି

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି । ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ ।

A Control Room shall Operate in The Head Office Of The CHSE, Odisha
ଏଣିକି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଏଥିପାଇଁ CHSE ହେଡ୍‌କ୍ୱାଟରରେ ବ୍ୟବସ୍ଥା କରାଯାଇଛି ।

ICSE 10th Exam 2022
ଆଜିଠୁ ICSE ଦଶମ ପରୀକ୍ଷା

ଆଜିଠାରୁ ଆରମ୍ଭ ହେଉଛି ICSE ଦଶମ ସେମିଷ୍ଟର ୨ ପରୀକ୍ଷା। ଦିନ ୧୧ ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ।

Offline Exam
ଅଫଲାଇନ୍‌ରେ ହେବ ଏକଜାମ୍‌: ପ୍ରବଳ ଗ୍ରୀଷ୍ଣ ପ୍ରବାହ ସାଙ୍ଗକୁ କରୋନା ସଂକ୍ରମଣ ହେବ ଚାଲେଞ୍ଜ୍‌

ଚଳିତ ବର୍ଷ ମାଟ୍ରିକ୍‌ରେ ୫ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

CBSE Releases Syllabus For 10th, 12th Exams 2023; Two Term System Discontinued
ବଦଳିଲା ସିବିଏସ୍‌ଇ ପାଠ୍ୟକ୍ରମ

ବଦଳିଲା ସିବିଏସ୍‌ଇ ପାଠ୍ୟକ୍ରମ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ପକ୍ଷରୁ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ଇତିହାସ ଏବଂ ରାଜନୈତିକ ବିଜ୍ଞାନର ପାଠ୍ୟକ୍ରମରେ ପ୍ରମୁଖ ପରିବର୍ତ୍ତନ କରାଯାଇଛି ।

Lot of Self-Financing Course, Professor unavailable
ସେଲ୍ଫ ଫାଇନାନ୍ସିଂ କୋର୍ସର ରିୟଲିଟି ଚେକ୍

ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ଏହି କୋର୍ସଗୁଡିକରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।

Lot of Self-Financing Course, Professor unavailable
ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ଅଧ୍ୟାପକ ମରୁଡି

ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ମୁହଁ ଫେରାଇବା ଆରମ୍ଭ କରିଛନ୍ତି।

 School Summer Vacation
ବଦଳିବ କି ଖରାଛୁଟି ନିଷ୍ପତ୍ତି ?

ବଦଳିବ କି ସରକାରଙ୍କ ଖରାଛୁଟି ନିଷ୍ପତ୍ତି ? ଜୁନ୍ ବଦଳରେ ମେ’ ମାସରେ ହେବ କି ଛୁଟି ? ଖରାଛୁଟି ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି।

Odisha Matric Exam
୨୯ରୁ ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ତେବେ ଆଜିଠୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍‌ ସେଣ୍ଟର ଗୁଡ଼ିକୁ ପଠାଯିବ। ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍‌ ସେଣ୍ଟର କରାଯାଇଛି।

Odisha Abhibhabak Mahasangha
ଘରୋଇ ସ୍କୁଲ୍‌ରେ ପଢ଼ାଯାଉନି NCERT ବହି !

ପ୍ରାଇଭେଟ ସ୍କୁଲ୍‌ ଆଉ ନିଜ ପବ୍ଳିକେସନ୍‌ ବହି ପଢାଉଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ବ୍ଲକ ଶିକ୍ଷାଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।

Matric Examination 2022 Admit Cards Available Online
ଆଜିଠୁ ମିଳିବ ମାଟ୍ରିକ ଆଡମିଟ୍ କାର୍ଡ; ୧୦ଟାରୁ ଅନଲାଇନରେ ଉପଲବ୍ଧ

ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ । ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ମିଳିବ ଆଡମିଟ୍ କାର୍ଡ ।

College Students
ସ୍କୁଲ ପରେ କଲେଜଜରେ ବି କମିଲା ଖରା ଛୁଟି

ଦରକାର ପଡ଼ିଲେ ଛୁଟିଦିନ ଓ କାର୍ଯ୍ୟ ଦିବସରେ ଅତିରିକ୍ତ କ୍ଲାସ ହେବ ବୋଲି ମଧ୍ୟ କୁହାଯାଇଛି ।