• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Education Updates

Avoid these bad habits for career and studies
ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୬ଟି ଟିପ୍ସ

ସମସ୍ତେ ସଫଳତା ପାଇବାକୁ ଚାହାଁନ୍ତି। କିନ୍ତୁ ସଫଳତା କିପରି ମିଳିବ ତାହା ସମସ୍ତେ ଜାଣନ୍ତି ନାହିଁ। କ୍ୟାରିୟର ହେଉ କି ପାଠପଢା ଯେକୌଣସି କ୍ଷେତ୍ରରେ ସଫଳ ହେବାକୁ ହେଲେ ଧ୍ୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ କିପରି ଏହା ସମ୍ଭବ ହେବ ଜାଣନ୍ତୁ…

Odisha Matric Exam
କାହିଁକି ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ ୧୫ ହଜାର ପିଲା ?

ଏବର୍ଷ ମାଟ୍ରିକ ପରୀକ୍ଷାରେ ଫର୍ମ ଫିଲପ୍ ଓ ଆଡମିଟ କାର୍ଡ ଇସ୍ୟୁ ପରେ ବି ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସୃଷ୍ଟି ହୋଇଛି ହଇଚଇ ।

IGNOU extend the last date for new admission
IGNOUରେ ବଢିଲା ଆଡ୍‌ମିଶନ୍‌ ତାରିଖ

IGNOU ର ଜାନୁଆରୀ ୨୦୨୩ ସେସନରେ ଆଡମିଶନ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଆଡ୍‌ମିଶନ ପାଇଁ IGNOU ଶେଷ ତାରିଖ ବୃଦ୍ଧି କରିଛି। ଜାଣନ୍ତୁ କିପରି କରିବେ ଆବେଦନ…

 Odisha Matric Exam
ପରୀକ୍ଷା ବେଳେ ମୋବାଇଲ୍‌ ଅନ୍‌ କଲେ; ନିଲମ୍ବିତ ହେଲେ ୩ ଅଧୀକ୍ଷକ

କାକଟପୁର ଓ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟ ଅଧୀକ୍ଷକ ବଦଳିଲେ । ପରୀକ୍ଷା ବେଳେ ଅଧୀକ୍ଷକଙ୍କ ମୋବାଇଲ୍ ସ୍ୱିଚ୍ ଅନ୍ ଥିବାରୁ ବଦଳିଲେ । କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟ କିରାଣୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।

Best career option after BA
Career Tips: B.A ପରେ କ୍ୟାରିୟର୍‌କୁ ନେଇ ଚିନ୍ତାରେ ଅଛନ୍ତି କି; ଜାଣନ୍ତୁ କ’ଣ କରିବେ

BA ପରେ ଆପଣ କେବଳ ଉଚ୍ଚଶିକ୍ଷା ପାଇପାରିବେ ନାହିଁ, ସରକାରୀ ଚାକିରି ପାଇଁ ମଧ୍ୟ ଅନେକ ବିକଳ୍ପ ଅଛି। ଯଦି ଆପଣଙ୍କର BA କରିବାକୁ ଇଛା ଅଛି, ତେବେ ଏହି ପାଠ୍ୟକ୍ରମ ପରେ କ’ଣ କରିବେ ତାହା ଜାଣିବା ଦରକାର। ଆସନ୍ତୁ ଜାଣିବା...

Matric exam
୧୫ ହଜାରରୁ ଅଧିକ ପିଲା ଦେଉନାହାନ୍ତି ମାଟ୍ରିକ୍‌ ପରୀକ୍ଷା

ମାଟ୍ରିକ ପରୀକ୍ଷା ଆରମ୍ଭରୁ ଅନୁପସ୍ଥିତ ପରୀକ୍ଷାର୍ଥୀ । ଫର୍ମ ଫିଲପ୍ କରିଛନ୍ତି, ଆଡମିଟ କାର୍ଡ ମିଳିଛି କିନ୍ତୁ ପରୀକ୍ଷା ଦେବାକୁ ଆସୁନାହାଁନ୍ତି । ଜଣେ କି ଦୁଇ ଜଣ ନୁହେଁ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ ରେ ବସିନଥିବାରୁ ଉଠିଛି ପ୍ରଶ୍ନ ।

Matric exam
୧୫ ହଜାରରୁ ଅଧିକ ପିଲା ଦେଉନାହାନ୍ତି ମାଟ୍ରିକ୍‌ ପରୀକ୍ଷା

ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।

Majority students do not appear for 10th board examinations
ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି ଶତାଧିକ ଛାତ୍ରଛାତ୍ରୀ, ଫର୍ମ ପୂରଣ କରି ଗାଏବ...

ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି। 

Matric Exam
ସରିଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ, ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଦେଉଛନ୍ତି ଦୃଷ୍ଟିବାଧିତ ପିଲା

ମାତୃଭାଷାରେ ପରୀକ୍ଷା ଦେଲେ ପିଲା । ମାଟ୍ରିକ ପରୀକ୍ଷା ପାଇଁ ଦୃଷ୍ଟିବାଧିତ ପିଲାଙ୍କ ମଧ୍ୟରେ ଉତ୍ସାହ ।

Missing matric examinee rescued
ଉଦ୍ଧାର ହେଲେ ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀ

ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।

Matric Exam
ଆଜିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ : ଆଡମିଟ କାର୍ଡ, ପେନ୍, ପେନସିଲ ନେବାକୁ ଅନୁମତି

ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

Matric exams tomorrow
ମାଟ୍ରିକ ସମେଟିଭ୍-ଟୁ ପରୀକ୍ଷା; କପି ରୋକିବାକୁ ୭୪ଟି ସ୍କ୍ୱାଡ୍‌ ଗଠନ

ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବକ୍ସ ନେବାର ଅନୁମତି ରହିଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ମୋବାଇଲ ସ୍ୱିଚ ଅଫ୍ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ହୋଇଛି।

Odisha Matric Exam To Begin From Tomorrow
କାଲିଠୁ ମାଟ୍ରିକ୍‌ ପରୀକ୍ଷା, କପି ରୋକିବାକୁ ହାଇ ସିକ୍ୟୁରିଟି ବ୍ୟବସ୍ଥା...

ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ୍‌ ଓ ‌ଜୋମେଟ୍ରିବକ୍ସ  ନେବାର ଅନୁମତି ରହିଛି।

Matric Exam
​​​​​​​ମାଟ୍ରିକ ପରୀକ୍ଷାକୁ ୩ ଦିନ, କପି ରୋକିବାକୁ ଜୋରଦାର କସରତ

ଭାଇରାଲ୍ ରୋକିବାକୁ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି । ଏକଜାମ୍ ହଲକୁ ମୋବାଇଲ୍ ମନା । ୩୧୬ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର ।

Samir Dash
ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ପେଶାଲ ସ୍କ୍ୱାଡ୍‌ ଗଠନ

ପରୀକ୍ଷା କେନ୍ଦ୍ର ଗୁଡିକୁ ଅଚାନକ ଗସ୍ତ କରିବେ ସ୍ପେଶାଲ ସ୍କ୍ୱାଡ୍‌

UPSC Success Story
ମା’ ଚରାଉଥିଲେ ଛେଳି; ପୁଅ ହୋଇଗଲେ IAS ଅଫିସର

UPSCରେ ସଫଳତା ପାଇଥିବା ବିଶାଲଙ୍କ ପରିବାର ବହୁତ ଗରିବ । ୨୦୦୮ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ପରେ ବିଶାଲଙ୍କ ମା’ ରେନା ଦେବୀ ଛେଳି ଓ ମଇଁଷି ପାଳି ପରିବାରର ପ୍ରତିପୋଷଣ କରୁଥିଲେ ।

New Rules For JNU Students: Rs 20,000 fine for dharna
ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ନିୟମ: ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍‌, ଜାଣନ୍ତୁ କେଉଁଠି ଏହା ଲାଗୁ ହୋଇଛି...

ନିକଟରେ JNU କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଛାତ୍ରଛାତ୍ରୀମାନେ ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍‌ ପଡ଼ିପାରେ।

  • Thursday, 02 March 2023
  • JNU
Teacher
ପତି ସାର୍.. ଆମକୁ ଛାଡ଼ି ଯାଆନ୍ତୁନି..

୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।

Plus Two Exam
ଫୁଲ, ଚନ୍ଦନ ଓ ବନ୍ଦାପନା ସହ ପରୀକ୍ଷା ହଲରେ ପ୍ରବେଶ କଲେ ଛାତ୍ରଛାତ୍ରୀ

ପ୍ରଶ୍ନପତ୍ର ଲିକ୍ ଏବଂ କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ହୋଇଛି କଡା ସୁରକ୍ଷା ବ୍ୟବସ୍ଥା ।

Plus Two Exam
+୨ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ୍ ! ପ୍ରଶ୍ନପତ୍ର ଲିକ୍ ଉପରେ କେବେ ଲାଗିବ ରୋକ୍?

ସୋସିଆଲ ମିଡିଆରେ ବୁଲୁଥିବା ପ୍ରଶ୍ନପତ୍ର ନକଲି କହିଲେ ମନ୍ତ୍ରୀ । ସାଇବର ଥାନାରେ ଗଣଶିକ୍ଷା ବିଭାଗର ଏତଲା ।

Sameer Das
ନକଲି ପ୍ରଶ୍ନପତ୍ର ଭାଇରାଲ ବିରୋଧରେ ଏତଲା, ଭରସା କରନ୍ତୁ ନାହିଁ କହିଲେ ମନ୍ତ୍ରୀ

ଭାଇରାଲ୍ ପ୍ରଶ୍ନପତ୍ର ବିରୋଧରେ ସାଇବର ଥାନାରେ ଏତଲା ଦିଆଯାଇଥିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ।

Head master’s son teaches students in school during her absence in Bhadrak
ନିଜେ ସ୍କୁଲ୍‌ ଆସୁ ନାହାନ୍ତି, ଚାବି ଦେଇ ପୁଅକୁ ପଠାଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ...ତାତିଲେ ଲୋକେ

ମା’ ସ୍କୁଲ୍‌ରେ ପ୍ରଧାନ ଶିକ୍ଷୟିତ୍ରୀ। ହେଲେ ମା’ ବଦଳରେ ତାଙ୍କ ପୁଅ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଅନେକ ସମୟରେ ସ୍କୁଲ୍‌ରେ ଅନୁପସ୍ଥିତ ରହୁଥିବା ବେଳେ ତାଙ୍କ ପୁଅ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଥିବା ଭିଡିଓ ଭାଇରାଲ୍ ହୋଇଛି। 

Odisha CHSE Plus II exams from today
ଆଜିଠୁ +୨ ପରୀକ୍ଷା, ଏଥର ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ

ଆଜିଠାରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଏଥର ପ୍ରାୟ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।

Plus Two Exam
ଏଥର ପରୀକ୍ଷା ଦେବେ ପ୍ରାୟ ସାଢେ଼ ତିନି ଲକ୍ଷ ଛାତ୍ରଛାତ୍ରୀ

ସେଥିପାଇଁ ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି ।

  • Tuesday, 28 February 2023
  • Exam
Plus Two Exam
ଆନ୍ଦୋଳନ ଛାଡ଼ି ପରୀକ୍ଷାରେ ସାମିଲ ହେବେ ଅଧ୍ୟାପକ, ଏଥର +୨ରେ ସାଢ଼େ ୩ ଲକ୍ଷ ପରୀକ୍ଷାର୍ଥୀ

ଆନ୍ଦୋଳନ ଛାଡ଼ି ପରୀକ୍ଷା ପରିଚାଳନାରେ ସାମିଲ ହେବେ ଅଧ୍ୟାପକ । ୬୬୨ ବର୍ଗ ଅଧ୍ୟାପକ ରାଜି ହେବାରୁ ଆଶ୍ବସ୍ତ ହେଲେ ରାଜ୍ୟ ସରକାର ।